Health Tips – ଶୀଘ୍ର ଗର୍ଭବତୀ ହେବାର ସହଜ ଉପାୟ ୧୦୦% ଗ୍ୟାରେଣ୍ଟି କାମ କରିବ

ପ୍ରତ୍ୟେକ ନାରୀ ଚାହାଁନ୍ତି ଗର୍ଭବତୀ ହେବାକୁ l ଗୋଟିଏ ନାରୀର ସର୍ବସ୍ବ କେବଳ ସେ ମାଆ ହେଲାପରେ ହିଁ ସମ୍ପୂର୍ଣ ଜୀବନର ସାର୍ଥକତା ତାକୁ ମିଳିଥାଏ l ଆଜିକାଲି ବହୁତ ଜଣକୁ ଗର୍ଭବତୀ ନ ହେବାର ସମସ୍ୟା ଲାଗି ରହୁଛି l ବାରମ୍ବାର ଚେଷ୍ଟା କଲେ ମଧ୍ୟ ସେ ଗର୍ଭବତୀ ହୋଇ ପାରୁ ନାହାନ୍ତି l ତେବେ ଆସନ୍ତୁ ଜାଣିବା ଆଜି ଶୀଘ୍ର ଗର୍ଭବତୀ ହେବାର ଉପାୟ ବିଷୟରେ l

1. ପ୍ରଥମଟି ହେଲା ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରିବା ଉଚିତ l ଆଉ ଥରେ ଗର୍ଭବତୀ ହେବା ପାଇଁ ଚେଷ୍ଟା କରନ୍ତୁ l ଚେଷ୍ଟା କରିବାର ତିନି ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ଖାଇବା ବନ୍ଦ କରିବା ଆବଶ୍ୟକ କାରଣ ଏହି ବଟିକା ଖାଇଲେ ଆମର ଶୀଘ୍ର ଗର୍ଭ ରହେ ନାହିଁ, ବହୁତ କିଛି ସମସ୍ୟା ଦେଖା ଯାଇ ଥାଏ l

2. ଦ୍ୱତୀୟରେ ହେଲା ସଠିକ ସମୟରେ ସହବାସ କରିବା ଆବଶ୍ୟକ l ଗର୍ଭ ଧାରଣ କରିବା ପାଇଁ ଆମକୁ ଠିକ ସମୟରେ ସହବାସ କରିବା ଉଚିତ l ପ୍ରତ୍ୟକ ମାସରେ ସହବାସ କରିବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ରହିଥାଏ l ଆମକୁ ସେହି ସମୟରେ ସହବାସ କରିବା ଉଚିତ ହୋଇ ଥାଏ l ଏହି ଦିନ ଗୁଡିକ ସବୁ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ହୋଇ ରହିଥାଏ l

ଏହି ଦିନଗୁଡିକ ଆମର ମାସିକ ଧର୍ମ ଉପରେ ନିର୍ଭର କରିଥାଏ l ମାସିକ ଧର୍ମର ଏଗାର ଦିନ ପରେ ଲଗାତାର ପାଞ୍ଚ ଦିନ ସହବାସ କଲେ, ଆମେ ଗର୍ଭବତୀ ହେବାର ସମ୍ଭାବନା ରହିଥାଏ l ଏହି ସମୟରେ ଦୁଇ ଜଣଙ୍କର ମିଳନ ହେଲେ ଗର୍ଭବତୀ ହେବାର ଅଧିକ ସମ୍ଭାବନା ରହିଥାଏ l ପିରିୟଡ଼ସରା କୋଡିଏ ଦିନପରେ ଗର୍ଭବତୀ ହେବାର ସମ୍ଭାବନା କମ ହୋଇଯାଇଥାଏ l

3. ତୃତୀୟରେ ଯଦି ଆପଣ ଶୀଘ୍ର ଗର୍ଭବତୀ ହେବାକୁ ଚାଁହୁଛନ୍ତି, ତେବେ ଆପଣ ନିଜର ପିରିୟଡ଼ସ ଦିନକୁ ମନେ ରଖନ୍ତୁ l ତାପରେ ଏଗାର ଦିନ ପରେ ଆପଣ ଲଗାତାର ପାଞ୍ଚ ଦିନ ସହବାସ କରନ୍ତୁ l ପୁରୁଷର ସ୍ପର୍ମ ନାରୀର ପେଟ ଭିତରକୁ ଗଲା ପରେ ଏହା ଚବିଶିରୁ ଅଡଚାଳିଶି ଘଣ୍ଟା ଭିତରେ ଆପଣଙ୍କ ସ୍ପର୍ମ ଜୀବିତ ରହିଥାଏ l ଆପଣ ପ୍ରତି ଚବିଶ ଘଂଟାରେ ଥରେ ସହବାସ କରନ୍ତୁ l

4.ଚତୁର୍ଥରେ ହେଉଛି ସହବାସ କରିବାର ତିରିଶ ମିନିଟ ପର୍ଯ୍ୟନ୍ତ ମହିଳାଙ୍କୁ ଚିତ ହୋଇ ଶୋଇ ରହିବା ଆବଶ୍ୟକ ହୋଇଥାଏ l ଏମିତି ହେଲେ ସ୍ପର୍ମ ଗର୍ଭାଶୟରେ ସିଧା ଯାଇ ରହି ପାରିବ l

5.ପଞ୍ଚମଟି ହେଉଛି ଆପଣ ଯଦି ନିଶା ଦ୍ରବ୍ୟ ଖାଉଛନ୍ତି ସେ ସବୁଠାରୁ ଦୂରେଇ ରୁହନ୍ତୁ l ଦୁଇ ଜଣଙ୍କ ମଧ୍ୟରୁ ଯିଏ ଜଣେ ବି ନିଶା ସେବନ କରୁଛନ୍ତି ତେବେ ତାକୁ ସମ୍ପୂର୍ଣ ଛାଡି ଦିଅନ୍ତୁ l ତେବେ ଯାଇ ଗର୍ଭ ରହିପାରିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।