ଦେଖନ୍ତୁ ଭିଡ଼ିଓ । ଦିନ ଦ୍ୱିପହରରେ ନିଜ ଶଶୁର ବୋହୂ ସହ ରାସଲୀଳା କରୁଥିବା ସମୟରେ ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ ବୋହୂ…

ବର୍ତ୍ତମାନ ସମଜରେ ଲୋକମାନେ ଆଉ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ଆଜିର ଦୁନିଆରେ ଲୋକମାନେ ଲାଜ ଲଜ୍ୟାକୁ ପଛରେ ପକାଇ ଯାହା ସହ ହେଲେ ବି ଶାରୀରିକ ସମ୍ପର୍କ ରଖିବାକୁ କୁଣ୍ଠାବୋଧ କରୁନାହାନ୍ତି। ପ୍ରତ୍ୟେକ ଦିନ ଆପଣ ମାନେ କିଛି ନା କିଛି ଅନୈତିକ ସମ୍ପର୍କ ଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଥାଏ।

ନିଜର ଶାରୀରିକ ଭୋକ ମେଣ୍ଟେଇବା ପାଇଁ ମାମୁଁ-ଭାଣିଜୀ, ଭାଉଜ-ଦିଅର, ଭାଇ-ଭଉଣୀ, ଶଶୁର-ବହୁ, ଶାଳୀ-ଭିଣେଇ ଏବଂ ଏହା ବ୍ୟତୀତ ଜଣେ ବିବାହିତା ମହିଳା ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ଆମ ସମାଜରେ ଘଟୁଛି। ପବିତ୍ର ସମ୍ପର୍କ ସବୁ ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି।

ପ୍ରତ୍ୟେକ ଦିନ ଏହିଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଲୋକ ମାନେ ଏହାକୁ ମୋବାଇଲରୁ ମୋବାଇଲ ସେୟାର କରିଥାନ୍ତି। ସେହିଭଳି ଭାବରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଲୋକ ମାନେ ବହୁ ମାତ୍ରାରେ ସେୟାର କରୁଛନ୍ତି। ଆପଣ ମାନେ ଜାଣିଲେ ଲଜ୍ୟାରେ ଆପଣଙ୍କ ମୁହଁ ତଳକୁ ହୋଇଯିବ ଏବଂ ପାଟିରୁ ଗୋଟିଏ ଶବ୍ଦ ବାହାରିବ ଛିଃ.. ଛିଃ… ଛିଃ..!

ତେବେ ଘଟଣାଟି ଘଟିଛି ଝାଡ଼ଖଣ୍ଡ ରାଜ୍ୟର ଜମାସେଦପୁର୍ ଅଞ୍ଚଳରେ। ଜଣେ ଶଶୁର ନିଜର ବହୁ ସହ ଖରାପ କାମ କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି। ତେବେ ଭିଡ଼ିଓ ଟିରେ ଯାହା ଜଣା ପଢୁଛି, ବହୁ ଜଣକ ରୋଷେଇ ଘରେ ରଷେଇ କରୁଛନ୍ତି, ଶଶୁର ଆସି ପଛରୁ ବହୁକୁ କୁଣ୍ଡେଇ ଧରୁଛନ୍ତି।

ବହୁ ଜଣକ ବିରୋଧ କରୁଛନ୍ତି କିନ୍ତୁ ଶଶୁର କିଛି ନଶୁଣି ପୁଣି ଚୁମା ଦେଉଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବହୁ ଜଣଙ୍କ କହିଛନ୍ତି ଯେ, ଏହିପରି ଭାବରେ ଅନେକ ଭିଡ଼ିଓ ତାଙ୍କ ପାଖରେ ଅଛି। ଯାହାକି ସେ ପ୍ରମାଣ ଆଧାରରେ ରଖିଛନ୍ତି।

ଏହିପରି ଭାବରେ ପ୍ରତ୍ୟେକ ଦିନ ନିଜ ଶଶୁର ଠାରୁ ଆତ୍ୟାଚାରିତ ହେଉଥିଲା। ଯୌନ ରାକ୍ଷସ ରୂପୀ ଶଶୁର ତାଙ୍କୁ୍ ପ୍ରତି ମୁହୂତ୍ତରେ ନିଜର ଶାରୀରିକ ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଥିଲା। ନିଜ ଶଶୁର ଘର ତାଙ୍କ ପାଇଁ ନର୍କ ପରି ଲାଗୁଥିଲା। ଘର ର ମର୍ଯ୍ୟାଦା ହାନି ହେବା ଭୟରେ ସେ କାହାକୁ କିଛି ନ କହି ଚୁପ ହୋଇ ରହୁଥିଲେ। ତାଙ୍କ ଶଶୁରଙ୍କ ଠାରୁ ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ ଅତ୍ୟାଚାର ଶିକାର ହୋଇଥିଲେ।

ତେବେ ସହିବାର ସବୁ ସୀମା ପାର ହୋଇଯିବାରୁ ସେ ବାଧ୍ୟ ହୋଇ ଛତିଶଗଡ଼ ପୋଲିସଙ୍କ ପାଖରେ ଶଶୁର ନାଁରେ ଅଭିଯୋଗ କରିଥିଲେ ଏବଂ ପ୍ରମାଣ ଭାବରେ ଭିଡ଼ିଓ ଦେଖାଇ ଥିଲେ। ତେବେ ପୋଲିସ ତଦନ୍ତ ପାଇଁ ତାଙ୍କ ଶଶୁରଙ୍କୁ ପଚରାଉଚରା କରିଥିଲେ। ବହୁଟି ପ୍ରମାଣ ଆକାରରେ ଯେଉଁ ଭିଡ଼ିଓ ଟି ଦେଖେଇ ଥିଲା ସେହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।