ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋ ” ସାଇ ” ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ…

ତେବେ ଏହି ଅଭିନେତ୍ରୀ କୁ ବିବାହ କରିବା ପାଇଁ ଯାଉଛନ୍ତି ସାଇ। ସାଇ କାହାକୁ ଭଲ ପାଉଛନ୍ତି ଆପଣ ମାନେ ଜାଣିଛନ୍ତି କି ? ତେବେ ସାଇ ଙ୍କ ପ୍ରେମିକା କିଏ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆଟିକିଲ୍ କୁ ଶେଷ ଯାଏଁ ପଢନ୍ତୁ । ତେବେ ଆପଣ ମାନେ ସାଇ କୁ ଭଲ ଭାବରେ ଜାଣି ଥିବେ । ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକ ରେ ଆପଣ ମାନେ ସାଇ ଙ୍କ ଜବରଦସ୍ତ ଅଭିନୟ ବେଶ୍ ଭଲ ଭାବରେ ଦେଖି ଥିବେ ।

କୁଆଁରୀ ବୋହୂ ଧାରାବାହିକ ରେ ସାଇ ଓ ଶ୍ରଦ୍ଧା ଙ୍କ ଜବରଦସ୍ତ ଅଭିନୟ ପାଇଁ କୁଆଁରୀ ବୋହୂ ଧାରାବାହିକ ଆଜି ତରଙ୍ଗ ଟିଭି ର ନମ୍ୱର୍ ୱାନ ଧାରାବାହିକ ଭାବରେ ପରିଚିତ ହୋଇ ପାରିଛି।

ତେବେ ବର୍ତ୍ତମାନ ସାଇ ଓ ସାରା ଙ୍କୁ ନେଇ ଏକ ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ବିଷୟ ପାଲଟି ଯାଇଛି ଯେ ସାଇ ଓ ସାରା ଉଭୟ ଉଭୟ ଙ୍କୁ ଭଲ ପାଉଛନ୍ତି ଓ ଆଗାମୀ ଦିନ ମାନଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଇଛନ୍ତି । ତେବେ ସାରା ବି ଜଣେ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଅଟନ୍ତି ଆଉ ଆପଣ ମାନେ ତାଙ୍କୁ ବହୁତ୍ ଧାରାବାହିକ ରେ ଦେଖି ଥିବେ।

ତେବେ ବର୍ତ୍ତମାନ ପ୍ରସାରିତ ହେଉଥିବା ତୋ ପାଇଁ ମୁଁ ଧାରାବାହିକ ରେ ସାରା ଙ୍କ ର ଜବରଦସ୍ତ ଅଭିନୟ ଭଲ ଭାବରେ ଦେଖି ଥିବେ । ବର୍ତ୍ତମାନ ସାରା ମଞ୍ଜରୀ ଟିଭି ରେ ଏକ ଧାରାବାହିକ ରେ ଅଭିନୟ କରୁଛନ୍ତି। ତେବେ ସୂଚନା ଅନୁସାରେ ସାଇ ଓ ସାରା ଉଭୟ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଛନ୍ତି ଯାହାକି ସେମାନେ ଦୁଇ ଜଣଙ୍କ ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି ।

ଆଉ ଦୁହେଁ ଭଲ ପାଇବା କଥା ମଧ୍ୟ ସେୟାର କରିଛନ୍ତି। ସାରା ସାଇ ଙ୍କୁ ଖୁବ୍ ଭଲ ପାଆନ୍ତି ବୋଲି ସେ ନିଜ ଫେସବୁକ୍ ଓ ଇନ୍ସ୍ତାଗ୍ରମ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଆଉ ସାଇ ବି ତାଙ୍କୁ ଭଲ ପାଆନ୍ତି ବୋଲି ସୂଚନା ମିଳିଛି।

ଆଉ ତାଙ୍କ ସହିତ ବହୁତ୍ ସାରା ଫଟୋ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିବା ର ଆପଣ ମାନେ ଦେଖି ପାରୁଥିବେ । ବର୍ତ୍ତମାନ ସାଇ ଓ ସାରା ଉଭୟ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଛନ୍ତି ଓ ସେମାନେ ଦୁହେଁ ବ ଆଗାମୀ ଦିନ ରେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ସୂଚନା ମଧ୍ୟ ମିଳିଛି।ତେବେ ଆପଣ ମାନଙ୍କୁ ସାଇ ଓ ସାରା ଙ୍କ ଯୋଡ଼ି କେମିତି ଲାଗେ ଓ ସେମାନଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।