ଦେଖନ୍ତୁ ଭିଡିଓ – ଦିନ ଦ୍ୱିପହର ରେ ହିଁ ପୋଲିସ୍ କରିଲା ରାସଲୀଳା ନିଆଁ ଭଳି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡ଼ିଓ…

ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସରକାର ପୋଲିସ ଙ୍କୁ ଦାୟିତ୍ୱ ଦେଇଥାନ୍ତି। ପୋଲିସର କର୍ତ୍ତବ୍ୟ ଲୋକ ମାନଙ୍କର ସେବା କରିବା ଏବଂ ସମାଜରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା। ଯଦି ଜନତା କୌଣସି ଅପରାଧ କରେ ତାହାଲେ ପୋଲିସ ତାଙ୍କୁ ଦଣ୍ଡ ଦେଇଥାନ୍ତି। ଯଦି ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜେ, ଏହାର ଅର୍ଥ ପୋଲିସ ଯଦି ଜନବିରୋଧୀ କାର୍ଯ୍ୟ କରେ, ତାହାଲେ ସାଧାରଣ ଜନତା ପୋଲିସ ଠାରୁ କଣ ଶିକ୍ଷା କରିବେ।

ଅନେକ ସମୟରେ ସୋସିଆଲ ମିଡ଼ିଆରେ ପୋଲିସ ବାବୁ ମାନଙ୍କର ଜନବିରୋଧୀ କାର୍ଯ୍ୟ ସାମ୍ନାକୁ ଆସିଥିବାର ଦେଖିଥିବେ। ତେବେ ଆଜି ଆମେ ଜଣେ ପୋଲିସ ବାବୁଙ୍କର ଏହିପରି ଘଟଣା ବିଷୟରେ କହିବୁ ଯାହା ଜାଣିଲା ପରେ ଆପଣଙ୍କ ମୁହଁ ଲଜ୍ୟାରେ ତଳକୁ ହୋଇଯିବ। ଏହିପରି ଘୁଣ୍ୟ କାମ ପାଇଁ ପୋଲିସଙ୍କ ଉପରୁ ଆପଣଙ୍କର ବିଶ୍ୱାସ ମଧ୍ୟ ଉଠିଯିବ। ଆସନ୍ତୁ ସମ୍ପୂର୍ଣ ଘଟଣା ବିଷୟରେ ଜାଣିବା।

ପୋଲିସ ବାବୁ ଜଣେ ମହିଳାଙ୍କ ସହିତ ଖରାପ କାମ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି। ତେବେ ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ। ଜଣେ କେହି ସଚେତନ ନାଗରିକ ପୋଲିସ ବାବୁଙ୍କର ଏହି ଖରାପ କାମ କରୁଥିବାର ଦେଖି ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ବର୍ତ୍ତମାନ ଏହି ଭିଡ଼ିଓ ଟି ଏ ମୋବାଇଲରୁ ସେ ମୋବାଇଲକୁ ଘୁରିବୁଲୁଛି। ତେବେ ସୋସିଆଲ ମିଡ଼ିଆରେ ଏହି ଭାଇରାଲ ଭିଡ଼ିଓକୁ ଦେଖି ସାଧାରଣ ଜନତା ବହତ ଖରାପ ମନ୍ତବ୍ୟ ଦେଉଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ପୋଲିସ ବାବୁ ଯେତେବେଳେ ମହିଳାଙ୍କ ସହ ରାସଲୀଳା କରୁଥିଲେ ସେ ଖାକି ବର୍ଦ୍ଦିରେ ଥିଲେ। ଏହା ବ୍ୟତୀତ ପୋଲିସ ବାବୁ କାନ୍ଧରେ ହାତ ପକାଇଥିଲେ ଏବଂ ମହିଳାଙ୍କ ହାତ ଧରି ଦିନ ଦ୍ୱିପ୍ରହର ଏଭଳି କାଣ୍ଡ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହିପରି ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାଙ୍କର ଏହିପରି ଲଜ୍ୟାଜନକ କାର୍ଯ୍ୟ ପାଇଁ ଉତ୍ତରପ୍ରଦେଶ ପୋଲିସ ମଧ୍ୟ ଘୋର ନିନ୍ଦା କରିଥିଲେ। ତେବେ ଦିନକୁ ଦିନ ଏହିଭଳି ଘଟଣା ସମଜରେ ବଢ଼ିବାରେ ଲାଗିଛି। ଏହି ଘଟଣାରେ ସାଧାରଣ ଜନତା କଣ କରିବେ ତାହା ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବା ପରେ ଏହା ଏକ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।