କାମସୁତ୍ରର ଏହି ୧୦ଟି କଥା ଯେଉଁ ପୁରୁଷ ମାନେ ଜାଣିଥାନ୍ତି, ସେମାନଙ୍କ ଉପରେ ବହୁତ ଖୁସି ରହିଥାନ୍ତି ମହିଳା ମାନେ…

ଶାସ୍ତ୍ର ଅନୁସାରେ ଏମିତି ବହୁତ୍ କଥା ବର୍ଣ୍ଣିତ ରହିଛି ଯାହାକୁ ମାନିବା ଦ୍ବାରା ଏବଂ ସେସବୁ କୁ କରିବା ଦ୍ୱାରା ଜଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ସ୍ବାମୀ ସ୍ତ୍ରୀ ଙ୍କ ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କିଛି କଥା ଶାସ୍ତ୍ରରେ ଉଲ୍ଲେଖ ରହିଥାଏ ଯାହାକୁ ମହର୍ଷି ଚାଣକ୍ୟ ମଧ୍ୟ ବର୍ଣ୍ଣନା କରିଛନ୍ତି। ଏହାଛଡା ଭାରତ ରେ ପ୍ରାଚୀନ କାଳରୁ ରହିଥିବା ପୁରାତନ କାମସୁତ୍ର ର ନିୟମ କୁ ଲୋକେ ଆଜି ମଧ୍ୟ ପାଳନ କରୁଛନ୍ତି। ପ୍ରାୟତଃ ଏହା ସ୍ବାମୀ ସ୍ତ୍ରୀ ଙ୍କ ବୈବାହିକ ଜୀବନ ଏବଂ ଶାରିରୀକ ସମ୍ବନ୍ଧ ସ୍ଥାପନ କରିବା ଦିଗରେ ହୋଇଥାଏ।ଆଉ ସେହି ସମୟରେ ମହିଳା ମାନଙ୍କୁ କାମସୂତ୍ର ସମ୍ବନ୍ଧରେ ମଧ୍ୟ ଜ୍ଞାନ ଦିଆ ଯାଉଥିଲା।

ତେବେ ଆମେ ଆଜି ଆଜିର ଆଲୋଚନା ରେ ଜାଣିବା କାମସୂତ୍ର ଅନୁସାରେ ବର୍ଣ୍ଣିତ କଥା ଅନୁସାରେ ପୁରୁଷଙ୍କ କେଉଁ କାମ ଦ୍ବାରା ମହିଳା ମାନେ ଆକର୍ଷିତ ହୋଇଥାନ୍ତି। ପୁରୁଷ ମାନଙ୍କର କେଉଁ ସବୁ କାର୍ଯ୍ୟ ମହିଳା ମାନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଥାଏ।ଆଉ ସେମାନଙ୍କ ଭିତରେ ଭଲ ସମ୍ପର୍କ ମଧ୍ୟ ସ୍ଥାପନ ହୋଇପାରେ।ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ।

୧) ସାହସୀ ଓ ବଳଶାଳୀ- ଏଭଳି ଗୁଣ ଥିବା ପୁରୁଷଙ୍କ ପ୍ରତି ମହିଳା ମାନେ ଅଧିକ ଆକର୍ଷିତ ହୋଇଥାନ୍ତି। କାରଣ ସାହସିକତା କାରଣରୁ ସେମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି।

୨) ସ୍ତ୍ରୀର ଭାବନାକୁ ବୁଝି ପାରୁଥିବା ପୁରୁଷ- ଏହା ସବୁଠାରୁ ବଡ କଥା ଯେ ସ୍ୱାମି ଟି ସ୍ତ୍ରୀର ମନ କଥା କୁ ବୁଝି ପାରୁଛି କି ନାହିଁ। ଯଦି ସ୍ତ୍ରୀ ନକହିଲେ ବି ସ୍ବାମୀ ତାହା ବୁଝି ପାରି ତେବେ ସ୍ତ୍ରୀ ର ଭଲପାଇବା ସ୍ବାମୀ ପ୍ରତି ଦ୍ଵିଗୁଣିତ ହୋଇଥାଏ।

୩) ଆଶଙ୍କା ରୁ ଦୂରରେ ରହୁଥିବା ପୁରୁଷ- ଏହି ଗୁଣ ଥିବା ପୁରୁଷକୁ ଅଧିକ ଭଲ ପାଇଥାନ୍ତି ମହିଳା।

୪) ଉତ୍ସାହୀ ପୁରୁଷ- ଉତ୍ସାହୀ ପୁରୁଷ ସବୁବେଳେ ନିଜ ସ୍ତ୍ରୀକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି। ଯାହା ସ୍ତ୍ରୀ ମାନଙ୍କୁ ଖୁସି ଦେଇଥାଏ।

୫) ବିଦ୍ୱାନ ପୁରୁଷ- ଏହିଗୁଣ ଥିବା ପୁରୁଷ ମାନଙ୍କୁ ବହୁତ ପ୍ରଶଂସା କରନ୍ତି ମହିଳା ମାନେ।

୬) କାହାଣୀ ଶୁଣାଇ ପାରିବାର କଳା ଥିବା ପୁରୁଷ- ସ୍ବାମୀଙ୍କର ଏହି ରଚନାତ୍ମକ ଗୁଣକୁ ବହୁତ୍ ପସନ୍ଦ କରନ୍ତି ସ୍ତ୍ରୀ ମାନେ।

୭) ମହିଳାଙ୍କୁ ସମ୍ମାନ ଦେଉଥିବା ପୁରୁଷ- ଅନ୍ୟ ମହିଳା ତଥା ନିଜର ସ୍ତ୍ରୀକୁ ସମ୍ମାନ ଦେଉଥିବା ପୁରୁଷ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ମହିଳା ମାନେ।

୮) ତ୍ୟାଗୀ ପୁରୁଷ- ଏଭଳି ପୁରୁଷ ମାନେ ସବୁ ପରିସ୍ଥିତିକୁ ସାମ୍ନା କରିବାର ସାହାସ ରଖନ୍ତି ଯାହା ମହିଳାଙ୍କୁ ଆକର୍ଷିତ କରିଥାଏ।

୯) ଦୟାଳୁ ସ୍ୱଭାବର ପୁରୁଷ- ଏଭଳି ପୁରୁଷ ମାନେ ମଧ୍ୟ ମହିଳାଙ୍କ ଆକର୍ଷଣ ପାଲଟିଥାନ୍ତି।

୧୦) ଅନ୍ୟ ମହିଳା ପ୍ରତି ଖରାପ୍ ନଜର ରଖୁିନଥିବା ପୁରୁଷ- ପୁରୁଷ ଙ୍କ ପାଖରେ ଏହି ଗୁଣ ଥିଲେ ମହିଳା ମାନେ ଅଧିକ ଖୁସି ହୁଅନ୍ତି ଏବଂ ଭଲପାଇବା ଓଜାଡି ଦେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।