ଦେଖନ୍ତୁ ଭିଡ଼ିଓ – ୮ ବର୍ଷ ପରେ ଘରକୁ ଫେରିଲେ ମା” କହୁଛନ୍ତି କାଲି ନଥିଲି ଆଜି ଫେରିଲି, ଭିଡ଼ିଓ ଟି ଦେଖିଲେ ଆଖିରୁ ଆସିଯିବ ଲୁହ…

ଏହି 2020 ଅନେକଙ୍କ ପାଇଁ ସ୍ମୃତି ଛାଡିଯାଉଛି l କାହା ଠାରୁ ସବୁକିଛି ଛଡାଇ ନେଇଛି ଓ କାହାକୁ ଫେରାଇ ଦେଇଛି ସବୁକିଛି l ଏ ଦୁନିଆରେ ସମୟର ଚକ୍ରରେ ସବୁ ବନ୍ଧା l କୁହା ଯାଏ ଯେ ସମୟ ବଡ ବଳବାନ l ଆମକୁ ସମସ୍ୟା ସହିତ ଚାଲିବାର ଅଛି l ସମୟକୁ ଆମେ ଅପେକ୍ଷା କରି ଥାନ୍ତି ହେଲେ ସମୟ ଆମକୁ ଚାହିଁ ରହେନି ସେ ଚାଲି ଯାଇଥାଏ l ଆଠ ବର୍ଷ ହେଲା ପିଲା, ପରିବାରକୁ ଛାଡି ଚାଲି ଯାଇଥିଲେ ମାଆ l 2020 ମସିହାର ଶେଷ ବେଳକୁ ମିଳି ଯାଇଥିଲା ଠିକଣା l

ଭଦ୍ରକ ଜିଲ୍ଲା ଅସୁରଳି ଅଂଚଳରୁ ବିବାହିତା ମହିଳା ଗୀତାଞ୍ଜଳି ମଲ୍ଲିକ 2014 ମସିହାରୁ ନିଖୋଜ ହୋଇ ଯାଇଥିଲେ l ଏବେ ସେ ସମ୍ବଲପୁରରୁ ଉଦ୍ଧାର ହୋଇଛନ୍ତି l ବିଗତ ଆଠ ବର୍ଷ ତଳେ କୁଆଡେ ଚାଲି ଯାଇଥିଲେ l

ଏହି ମହିଳା ଜଣଙ୍କୁ ସମ୍ବଲପୁରରେଏନଜିଓ ମହିଳା ସଂସ୍ଥା ତାଙ୍କୁ ସଠିକ ଠିକଣା ପଚାରି ତାଙ୍କୁ ତାଙ୍କ ଘରେ ନେଇ ପହଞ୍ଚାଇଲେ l ଗୀତାଞ୍ଜଳିଙ୍କୁ ନେଇ ସେ କହିଲେ କି ତାଙ୍କର ସଠିକ ଠିକଣା ଜାଣିନଥିଲେ l ସେ କହିଲେ ତାଙ୍କୁ ନେଇ ଡାକ୍ତରଖାନାରେ ଦେଖନ୍ତୁ l ଯଦି ସେ ନର୍ମାଲ ଥିବେ ସେଠି ରହିବାର ବନ୍ଦ ବୋଷ୍ଟ କରିବେ ଯଦି ନର୍ମାଲ ନଥିବେ ତାଙ୍କୁ ବୁର୍ଲା ମେଣ୍ଟାଲ ରେ ଦେଖାଇ ନିଜ ପାଖରେ ଚାରି ପାଞ୍ଚ ଦିନ ରଖିଲା ପରେ l

ସେ ତାଙ୍କୁ ଠିକଣା ପଚାରିଲେ ସେ କହିଲେ ପାରାଦୀପ ବୋଲି ସେ ତାଙ୍କ ପରିବାର ସହ ସମ୍ପର୍କ କରିବେ ବୋଲି l କିନ୍ତୁ ପଚାରିଲା ପରେ ସେଠି ତାଙ୍କର କୌଣସି ସମ୍ପର୍କୀୟ ନାହାନ୍ତି l ସେମାନେ ପୁଣି ପଚାରିଲା ପରେ କହିଲେକି ସେ ବାହା ହୋଇଛନ୍ତି, ତାଙ୍କର ପୁଅ ଝିଅ ଅଛନ୍ତି ଓ ତାଙ୍କ ଗ୍ରାମ ହେଉଛି ଅସୁରଳି ଭଦ୍ରକ ଜିଲ୍ଲା ମଳିକ ସାହି l

ତାପରେ ସେମାନେ ଭଦ୍ରକ ଜିଲ୍ଲାର DSW ସହ କଥା ହେଇ ତାଙ୍କ ଘର ଠିକଣା ପାଇ ତାଙ୍କୁ ତାଙ୍କ ଘରେ ନେଇ ପହଞ୍ଚାଇଲେ l ସେ ଆଠ ବର୍ଷ ହେଲା ହଜି ଯାଇଥିଲେ l ସେ ଭୁଲି ଯାଇଥିଲେ ତାଙ୍କ ଘର ଠିକଣା l ପରେ ସେ ମନେ ପକାଇ ପାରିଲେ ଘର ଠିକଣା l ଭଗବାନ ବହୁତ ବଡ ମଣିଷ l ସେ କେବେ ବହୁତ ଖୁସି ଅଜାଡି ଦିଅନ୍ତି ତ କେବେ ସବୁ କିଛି ଛଡାଇ ନିଅନ୍ତି l

ଯାହା ହେଉଛି ଗୀତାଞ୍ଜଳୀଙ୍କ ପରିବାର କୁ ମିଳିଛି l ସେ ତାଙ୍କ ପରିବାରକୁ ଚିନ୍ହି ପାରିଲେ l ପରେ ତାଙ୍କ ପରିବାର ଲୋକ ଏବେ ବହୁତ ଖୁସିରେ ଅଛନ୍ତି l ଡାକ୍ତର ଙ୍କର କହିବା ଅନୁସାରେ ସେ ତାଙ୍କ ସ୍ମରଣ ଶକ୍ତି ହରାଇ ବସିଛନ୍ତି ଓ କିଛି ଦିନ ଗଲେ ସେ ସ୍ମରଣ ଶକ୍ତି ବହୁତ ଜଲଦି ଫେରିପାଇବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।