ଏହି ପତ୍ର ହେଉଛି କ୍ୟାନସର ର ସବୁଠୁ ବଡ ଶତ୍ରୁ, ପାଣିରେ ଫୁଟେଇକି ପିଅନ୍ତୁ, ୩୦ ଦିନରେ ମୂଳରୁ ଯିବ ରୋଗ – ସେୟାର କରନ୍ତୁ ସମସ୍ତଙ୍କ ସହିତ…

ଏହି ପତ୍ର କ୍ୟାନ୍ସରର ସବୁଠାରୁ ବଡ ଶତ୍ରୁ l ପାଣିରେ ଫୁଟେଇକି ପିଅନ୍ତୁ 62 ଦିନରେ ମୂଳରୁ ରୋଗ ଦୂର ହେଇଯିବ l ବହୁତ ଲୋକ ପିଜା ଖାଇବାକୁ ଭଲପାଆନ୍ତି l କୁହାଯାଏ ପିଜା ଦେହ ପାଇଁ କ୍ଷତିକାରକ ହେଇଥାଏ l କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେଇଯିବେ l ଆପଣ ପିଜା ଓ ପାସ୍ତା ଭଳି ଖାଦ୍ୟରେ ଓରିଗେନୋ ର ପ୍ରୟୋଗ କରିଥିବେ l

ୟୁରୋପରେ ବ୍ୟବହାର ହେଉଥିବା ଏହି ଦ୍ରବ୍ୟ ବା ଚେରମୁଳି ବର୍ତମାନ ସାରା ପୃଥିବୀରେ ପ୍ରୟୋଗ ହେଉଅଛି l କେତେକ ପରୀକ୍ଷଣରୁ ମିଳିଛି ଯେ ଓରିଗେନୋ ର କେତେକ ଔଷଧିୟ ଗୁଣ ରହିଛି l

1. ଡାୟଟିଶୀୟନ ରଶ୍ମି ଶ୍ରୀୱାସ୍ତୱ କହନ୍ତି ଯେ ଓରିଗେନୋ ରେ ଭିଟାମିନ A, C, E, k, ଆଇରନ, ଫୋଲେଟ, କପୁର, କ୍ୟାଲସିୟମ,ନିଆସୀନ, ପୋଟାସିୟମ, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଖଣିଜ ଦ୍ଵାରା ପରିପୂର୍ଣ୍ଣ ଅଛି l ଚେରମୁଳିକୁ ତାଙ୍କର ଗୁଣ ପାଇଁ ଜଣାଯାଏ କାରଣ ସେଗୁଡିକ ମଧ୍ୟରେ ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥାଏ l ଓରିଗେନୋରେ କ୍ୟାନ୍ସର କୋସିକାକୁ ନଷ୍ଟ କରିବାରେ କ୍ଷମତା ଅଛି l ଏହାକୁ ଖାଇବା ଦ୍ଵାରା 62 ଦିନ ମଧ୍ୟରେ କ୍ୟାନ୍ସର ଠିକ ହେଇଯାଏ l

2. ଯଦି ଆପଣଙ୍କର ମାସିକ ଧର୍ମ ଭିତରେ ଆପଣଙ୍କର ଦରଜ କିମ୍ୱା ବିନ୍ଧା ହୁଏ ତେବେ ଓରିଗେନୋର ଚା ପିଇଲେ ଆପଣଙ୍କର ଏସବୁ ଦୂର ହେଇଯିବ l ଏହି ଚା କୁ ମାସିକ ଧର୍ମ ର ଆରମ୍ଭ ଦୁଇ ଦିନରେ ପିଇବେ l ଆପଣଙ୍କୁ ବହୁତ ଆରାମ ମିଳିବ l ପୋଟାସିୟମର ରକ୍ତଚାପ ଓ ହୃଦୟର ଗତିରେ ନିୟତ୍ରଣ କରେ l ଏହା ବ୍ୟତୀତ ଓରିଗେନୋ ଚିନ୍ତା ଗୁଡିକୁ କମ କରିବାରେ ସାହାଯ୍ୟ କରେ ଯାହାକି ହୃଦୟ ବିକାରର କାରଣ ଅଟେ l ଓରିଗେନୋ ରେ ଓମେଗା -3 ଫେଟି ଏସିଡ ବି ଥାଏ ଯାହାକି ଧମନୀରେ ବ୍ଲକେଜକୁ କମ କରିବାରେ ସାହାଯ୍ୟ କରେ l

3. ସାମାନ୍ୟ ଥଣ୍ଡା ଓ ଜ୍ୱର ରେ ବି ଏହା ଲାଭଦାୟକ ଅଟେ l ଓରିଗେନୋ ର ତେଲ କିଛି ବୁନ୍ଦା ପାଣିରେ ମିଶାଇ ପିଇଲେ ଲାଭଦାୟକ ହେଇଥାଏ l ଓରିଗେନୋ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ ଆଉ ଲାଭଦାୟକ ଅଟେ l ଏହା ଅପାଙ୍କର ଚେହେରା ପାଇଁ ମଧ୍ୟ ଲାଭଦାୟକ ଅଟେ l ଏହା ଏଣ୍ଟି ଆକ୍ସିଡେଣ୍ଟ ରେ ଭରପୁର ଅଟେl ଯେଉଁଥିରେ ଜୀବାଣୁ ରୋଧକ ଗୁଣ ଅଛି l

ଅପଚ,ଗ୍ୟାସ,କାଶ, ଫୁସଫୁସ ଜନିତ ରୋଗ ମୁଣ୍ଡ ବ୍ୟଥା ଏବଂ ଗଳା ବ୍ୟଥାରୁ ଆରାମ ପାଇବା ପାଇଁ ଓରିଗେନୋର ଚା ପିଇବା ଦ୍ଵାରା ଆପଣଙ୍କ ର ମୁଣ୍ଡ ବ୍ୟଥା ଏବଂ ଗଳା ବ୍ୟଥା ଦୂର ହଇଯିବ l ଏହି ପତ୍ର କେବଳ କ୍ୟାନ୍ସର ରୁ ନୁହଁ ଆହୁରି ଅନେକ ରୋଗ ଦୂର ହେଇଯାଏ l ଏହା ବହୁତ ଉପକାରୀ ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।