ଖୁସି ଖବର ! କଲେଜ୍ ଓ ବିଶ୍ୱ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର ଖୋଲିବ ବିଦ୍ୟାଳୟ, ଏହି ତାରିଖରେ ହେବ ସେମିଷ୍ଟର ପରୀକ୍ଷା

୧୧ ତାରିଖ ରୁ ଖୋଲିବ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍ । କଲେଜ୍ ଓ ବିଶ୍ୱ ବିଦ୍ୟାଳୟ ଖୋଳିବାକୁ ଉଚ୍ଚ ଶିକ୍ଷା ବିଭାଗ ର ବିଜ୍ଞପ୍ତି ଜାରି । ତେବେ ୧୧ ତାରିଖ ରୁ ଖୋଲିବ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍ । ଜାନୁଆରୀ ୧୧ ତାରିଖ ରେ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍ ଖୋଲିବ ବୋଲି ଆସିଲା ବଡ଼ ନିଷ୍ପତି । ପ୍ରଥମେ ସ୍କୁଲ୍ ଓ ଏହା ପରେ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍ ଖୋଲିବା କୁ ନେଇ ଆସିଲା ବଡ଼ ନିଷ୍ପତି ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ପର୍ଯ୍ୟାୟ କ୍ରମେ ସ୍କୁଲ୍ କଲେଜ୍ ଖୋଲା ଯାଉଛି କାହିଁକି ନା ଜାନୁଆରୀ ୮ ତାରିଖ ରୁ ସ୍କୁଲ୍ ଖୋଲିବା ପରେ କଲେଜ୍ ଖୋଲିବା କୁ ନେଇ ମଧ୍ୟ ନିଷ୍ପତି ନିଆ ଯାଉଛି ।

ତେବେ କରନା ଭାଇରସ ର ସଂକ୍ରମଣ ପାଇଁ ଓ ହୋଇଥିବା କଟକଣା ପାଇଁ ସ୍କୁଲ୍ କଲେଜ୍ ସବୁ ବନ୍ଦ ରହିଥିଲା ମହାମାରୀ କୁ ଆଖି ଆଗରେ ରଖି । ତେବେ ଏବେ ଯେତେବେଳେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ପୁରା ସ୍ଥିତି କୁ ଆଖି ଆଗରେ ରଖି ନିଷ୍ପତି ନେଇଛନ୍ତି ସରକାର ।

୧୧ ଜାନୁଆରୀ ରୁ ୧୫ ମାର୍ଚ୍ଚ ଯାଏଁ କ୍ଲାସ୍ କରାଯିବ ଓ ଏହାପରେ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ଶେଷ ସେମିଷ୍ଟର ପରୀକ୍ଷା ହେବ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଏମିତି ଏକ ବଡ଼ ଖବର ଏବେ ସାମ୍ନା କୁ ଆସୁଛି ।ତେବେ ୧୧ ତାରିଖ ରୁ ଖୋଲିବ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍।

୧୧ ଜାନୁଆରୀ ରୁ ୧୫ ମାର୍ଚ୍ଚ ଯାଏଁ କ୍ଲାସ୍ ରୁମ୍ ରେ କ୍ଲାସ୍ କରାଯିବ ଅର୍ଥାତ୍ ଜାନୁଆରୀ ମାସ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କ୍ଲାସ ରୁମ୍ ରେ ପାଠ ପଢା ଜାରି ରହିବ । ଏବଂ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ସେମିଷ୍ଟର କରାଯିବ ଓ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ଅର୍ଥାତ୍ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରେ ପରେ ଅନ୍ୟ ଯେଉଁ ପରୀକ୍ଷା ଗୁଡିକ ରହିଛି ସେହି ପରୀକ୍ଷା ଗୁଡିକ ଯାହାକି ଯେଉଁ ଯୁକ୍ତ ଦୁଇ ପରୀକ୍ଷା ରହିଛି ଡିଗ୍ରୀ ପରୀକ୍ଷା ବା +୩ ପରୀକ୍ଷା ରହିଛି ହେବାର ସମ୍ଭାବନା ରହିଛି ।

ଅନ୍ୟ କଲେଜ୍ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ୧୧ ଜାନୁଆରୀ ରୁ ୧୫ ମାର୍ଚ୍ଚ ଯାଏଁ କ୍ଲାସ୍ ରୁମ୍ ରେ ପାଠ ପଢି ପାରିବେ ଆଉ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ସେମିଷ୍ଟର କରାଯିବ ବୋଲି ଆଶା ରହିଛି । ଗତକାଲି ସୁଚନା ରହିଥଲା ଯେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର କ୍ଲାସ ରୁମ୍ ରେ ପାଠ ପଢ଼ା ଆରମ୍ଭ ହେବ ଆଉ ଏହାପରେ ୧୧ ଜାନୁଆରୀ ରୁ ୧୫ ମାର୍ଚ୍ଚ ଯାଏଁ ମଧ୍ୟ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ କଲେଜ୍ ମାନଙ୍କ ରେ କ୍ଲାସ୍ ରୁମ୍ ରେ ପାଠ ପଢ଼ା ହେବ ବୋଲି ନିଷ୍ପତି ନିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।