ସେଲ୍ୟୁଟ ! ସମାଜରେ ଉଦାହରଣ ପାଲଟିଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା, ଏହି ସାହାସୀ ଓଡିଆ ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…..

ବର୍ତମାନ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି, ଏଠାରେ କିଛି ଭଲ ଆଉ ଖରାପ ସଂପ୍ରଦାୟର ଲୋକ ଅଛନ୍ତି। ବେଳେବେଳେ ଦେଖାଯାଏ କିଛି ଲୋକ ପରିବାର ଦ୍ୱାରା ପରିବର୍ତ୍ତନ ଏବଂ ଆଉ କିଛି ସମାଜ ଦ୍ଵାରା ବଦଳି ଯାଇଥାନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ନିଜେ କେମିତି ଭଲରେ ରହିବେ ଆଉ ସମସ୍ତେ ଖରାପରେ ରୁହନ୍ତୁ ଭାବିଥାନ୍ତି। ନିଜ ସ୍ୱାର୍ଥ ପୂରଣ କରିବାକୁ ହେଲେ ସେ କିଛି କରିବାକୁ ପଛନ୍ତି ନାହିଁ। ଆଉ ନିଜର କିଛି ଅସୁବିଧା ନ ହେଉ ସେ ଭାବନ୍ତି। କିନ୍ତୁ ପ୍ରତ୍ୟେକ ଲୋକଙ୍କୁ ସମାନ ଭାବିବାଟା ଠିକ ନୁହେଁ କାରଣ ସମସ୍ତେ ସମାନ ନୁହଁନ୍ତି, ଆଉ ଏବେ ବି ଲୋକଙ୍କ ମଧ୍ୟରେ ସମାଜିକତା, ମାନବିକତା, ରହିଅଛି।

ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯିଏ ଅନ୍ୟର ଅସୁବିଧା ଦେଖି ସହ୍ୟ କରି ନପାରି ସାହାର୍ଯ୍ୟର ହାତ ବଢାଇଥାଆନ୍ତି। ଯଦି କୌଣସି ସ୍ଥାନରେ ଘଟଣା କିମ୍ବା ଦୁର୍ଘଟଣା ଘଟୁଛି ସେଠାରେ ଠିଆ ଦେଖୁଛନ୍ତି କିନ୍ତୁ ସାହାର୍ଯ୍ୟ କରିବାକୁ ଆସନ୍ତି ନାହିଁ।

ଆଉ କିଛି ଲୋକ ଅଛନ୍ତି ସେମାନେ ଘଟଣା ଦେଖିଲେ ସଂଗେ ସଂଗେ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଏବେ ଆମେ ଆପଣଙ୍କୁ ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିଲା ପରେ ଆପଣ ବି ଭାବିବେ ସମାଜରେ ମାନବିକତା ବୋଲି କିଛି ନିନିଷ ବଂଚିରହିଛି। ପୋଲିସ ମାନଙ୍କୁ ଲୋକମାନେ ଖରାପ କହିଥାନ୍ତି କାରଣ ସେ ବେଳେବେଳେ କଠୋର ନୀତି ପ୍ରୟୋଗ କରିଥାନ୍ତି ବରଂ କିଛି ଅଛନ୍ତି ଯିଏ ଲୋକଙ୍କର ଅସୁବିଧା ଦେଖିଲେ ସହାୟତାର ହାତ ବଢ଼ାଇ ନିଜ ଦୟା ଭାବନା ପ୍ରକାଶ କରିଥାନ୍ତି।

ସେହିପରି ଘଟଣା ଆମ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଘଟଣା ଦେଖା ଦେଇଛି ଯେଉଁଠାରେ ଜଣେ ମହିଳା ଟ୍ରାଫିକ ପୋଲିସର ମହାନତା। ଯାହା ଆପଣ ଜାଣିଲେ ଆଚଙ୍କିତ ହୋଇଯିବେ। ପୋଲିସ ଜଣଙ୍କ ନିଜ ଡିଉଟିରେ ଥିଲେ ଦେଖିଲେ ଦୁର୍ଘଟଣାରେ ଜଣେ ମହିଳାଙ୍କ ଆଘାତ ହୋଇଛି କିନ୍ତୁ ସାହାଯ୍ୟ କରିବାକୁ କେହି ବି ଆଗକୁ ଆସିଲେ ନାହିଁ।

ସେହି ସମୟରେ ସେ ସଂଗେ ସଂଗେ ଆସି ତାଙ୍କ ଆଘାତରେ ଫାଷ୍ଟ ଏଡ଼ ବକ୍ସ ଆଣି ତାଙ୍କର ଵ୍ୟାଣ୍ଡେଜ କରିଦେଇଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ। ଯାହା ଆମେ କହିପାରିବା ସେ ପ୍ରାଥମିକ ଚିକିତ୍ସା କରିଥିଲେ।ତାଙ୍କର ଏହିଭଳି ମାନବିକତା ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।

ଏବେ ତାଙ୍କର ମହାନତା ସମଗ୍ର ସମାଜକୁ ପ୍ରେରଣା ମଧ୍ୟ ଦେଉଅଛି ଅର୍ଥାତ ବିପଦ ସମୟରେ ସମସ୍ତେଙ୍କୁ ସାହାର୍ଯ୍ୟର ହାତ ବଢାଇବା। ତାଙ୍କର ଏହିଭଳି ସହାର୍ଯ୍ୟପୂର୍ଣ୍ଣ ମନୋଭାବ କିମ୍ବା ମାନବିକତା ସୋସିଆଲ ମିଡିଆରେ ଭାଇରାଲ ହେବାପରେ କମିଶନରେଟ ପୋଲିସ ତାଙ୍କୁ ସ୍ୱାଗତ କରିବା ସହ ସାବସ କହିଲେ। ଏହିଭଳି ମନୋଭାବ ଥିବା ଲୋକ ବହୁତ କମ। ଯାହା ସେ କଲେ ତାହା ପ୍ରଶଂସାଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।