ଖୁସି ଖବର ! କେବଳ ଗୋଟିଏ ମିସ୍ କଲ୍ ମାଧ୍ୟମରେ ପାଆନ୍ତୁ ଯେ କୌଣସି ପ୍ରକାର ଲୋନ୍ । ଅଧିକ ଜାଣିବା ପାଇଁ ପଢନ୍ତୁ…

ଦୈନନ୍ଦିନ ଜୀବନରେ ଆମେ ଆମର ବିଭିନ୍ନ ଆବଶ୍ୟକତା ପାଇଁ ଟଙ୍କା ଆବଶ୍ୟକ କରୁ ।ନୂତନ ଘର,ନୂଆ ଗାଡି,ପିଲାଙ୍କ ପାଠ ପଢା,ଝିଅ ବାହାଘର,ସ୍ୱାସ୍ଥ୍ୟ ଏମିତି ବହୁ କ୍ଷେତ୍ରରେ ଆମେ ଟଙ୍କା ଜନିତ ସମସ୍ୟା ସହ ମୁହାଁମୁହିଁ ହେଇଥାଉ।ଏହି ସମସ୍ୟାର ସମାଧାନ ପାଇଁ ଆମର ପ୍ରଥମ ରାସ୍ତା ହେଉଛି ବ୍ୟାଙ୍କ ଲୋନ୍ । ଭାରତର ଅଧିକାଂଶ ଜନସଂଖ୍ୟା ନିଜ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ଠାରୁ ଋଣ ଆଣିଥାଏ।କିନ୍ତୁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ ।

ଏହି ଋଣ ପାଇଁ ଲୋକଙ୍କୁ ବହୁଥର ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିଥାଏ ।ଏତିକିରେ ବି କାମ ଟି ହୋଇପାରେ ନାହିଁ ।ବ୍ୟାଙ୍କ ମ୍ୟାନେଜର ଙ୍କୁ ଖୋସାମତ ମଧ୍ୟ କରିବାକୁ ପଡ଼ିଥାଏ ।ବେଳେବେଳେ କାଗଜ ପତ୍ର ଠିକ୍ ଥାଇମଧ୍ୟ ଆମେ ବ୍ୟାଙ୍କ ଠାରୁ ଋଣ ପାଇବାରେ ନାନା ଅସୁବିଧାର ସମ୍ମଖୀନ ହୋଇଥାଉ ।

ଏହି ସବୁ ପ୍ରକାର ଅସୁବିଧାର ଅନ୍ତ ଘଟିବାକୁ ଯାଉଛି ।କାହିଁକି ନା ଭାରତର ୩ୟ ସର୍ବୋଚ୍ଚ ବ୍ୟାଙ୍କ ବ୍ୟାଙ୍କ୍ ଅଫ୍ ବରୋଦା ବର୍ତ୍ତମାନ ଏପରି ସମସ୍ୟାର ଆଶୁ ସମାଧାନ ପାଇଁ ଏକ ଅଭିନବ ଉପାୟ କାର୍ଯ୍ୟକାରୀ କରିବାକୁ ଯାଉଛି ।ମାତ୍ର କେଇ ସେକେଣ୍ଡ ମଧ୍ୟରେ ଆପଣ ଆପଣଙ୍କ ବ୍ୟାଙ୍କ ଲୋନ୍ ଅନୁମୋଦନ କରେଇପାରିବେ ।ଆଜ୍ଞା ହଁ , କଥାଟି ଅବିଶ୍ୱସ୍ନୀୟ ହେଲେ ମଧ୍ୟ ଶତ ପ୍ରତିଶତ ସତ ।ବ୍ୟାଙ୍କ ଅଫ୍ ବରୋଦା ବର୍ତ୍ତମାନ ତାର କିଛି ଗ୍ରାହକଙ୍କ ପାଇଁ ଉଭୟ ଅନଲାଇନ ଓ ଅଫ୍ ଲାଇନ୍ ଲୋନ୍ ଅନୁମୋଦନ ପାଇଁ ଏକ ଡିଜିଟାଲ ଲେଣ୍ଡିଂ ପ୍ଲାଟଫର୍ମ (Digital Lending Platform) ପ୍ରଚଳନ କରିଛି ।

ଆପଣ ହୋମ୍ ଲୋନ୍, କାର୍ ଲୋନ୍, ଷ୍ଟଡି ଲୋନ୍ ଭଳି ଲୋନ୍ ବ୍ୟାଙ୍କ୍ ଗୋଟିଏ ମିସ୍ କଲ୍ ଦ୍ଵାରା ୩୦ମିନିଟ୍ ମଧ୍ୟରେ ପେପର୍ଲେସ୍ ଭାବେ ଅନୁମୋଦନ କରେଇପାରିବ ।ଏହାଛଡା ବ୍ୟାଙ୍କ୍ ଗ୍ରାହକଙ୍କୁ ବିଭିନ୍ନ ଜିନିଷ କିଣିବା ପାଇଁ ଇ.ଏମ୍.ଆଇ (E.M.I)ଭଳି ମାଇକ୍ରୋ ପର୍ଶୋନାଲ୍ ଲୋନ୍ (micro personal loan)ର ବ୍ୟବସ୍ଥା ମଧ୍ୟ କରିଛି ।

ଆପଣମାନେ ଏହି EMI। କୁ ନିଜ saving account ରେ ବି ଜମା କରି ତାକୁ ୩ରୁ୧୮ ମାସ ରେ ବିଭକ୍ତ କରି ମଧ୍ୟ ଶୁଝିପାରିବେ ।ବ୍ୟାଙ୍କ ଅଫ୍ ବରୋଦା ର ବରୋଦା ଏମ୍ କନେକ୍ଟ ଆପ୍ (BARODA M-CONNECT APP)ମାଧ୍ୟମରେ ବିନା କାଗଜ ପତ୍ର କାମରେ ଅନୁମୋଦନ କରି ।

ଯଦି ଆପଣ କାର ଲୋନ୍ ପାଇଁ ଇଚ୍ଛୁକ ତେବେ ବ୍ୟାଙ୍କର ସହାୟତା ସମ୍ପର୍କ ନମ୍ବର -୮୪୬୭୦୦୧୧୩୩ ରେ ଗୋଟିଏ ମାତ୍ର ମିସକଲ୍ ପରେ ମାତ୍ର ୩୦ ମିନିଟ୍ ମଧ୍ୟରେ ଲୋନ୍ ପାଇପାରିବେ ।ଆହୁରି ମଧ୍ୟ ବ୍ୟାଙ୍କ୍ ଗ୍ରାହାକଙ୍କ ଫିକ୍ସଡ୍ ଡିପୋଜିତ୍ ରାଶି ଉପରେ ଲୋନ୍ ଦେବା ଭଳି ଅନ୍ୟ ଏକ ବ୍ୟବସ୍ଥା କରିଛି ।ଯାହାକୁ (loan against fixed deposit )କୁହାଯାଏ । ଆଶା କରାଯାଉଛି ଲୋନ୍ ଚିନ୍ତା ଏବେ ଲୋକଙ୍କ ଦୂରୀଭୂତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।