ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏଲିନା ଓ ଭୂମିକା ଙ୍କ ଭିଡିଓ, ଏହି ଡ୍ୟାନ୍ସ ଭିଡିଓ ଏବେ ସେୟାରେ ହେବାରେ ଲାଗିଛି…

ଗତକାଲି ପାଳିତ ହୋଇଥିଲା ନୂଆ ବର୍ଷ । ଏହି ନୂଆ ବର୍ଷ ଅବସର ରେ ସମସ୍ତ ଆପଣାର ଲୋକ ମାନେ ଆପଣଙ୍କୁ ନିଶ୍ଚୟ ଶୁଭେଚ୍ଛା ଜଣାଇ ଥିବେ। କାରଣ ଏହି ଦିନ ରେ ସମସ୍ତେ ଶୁଭେଛା ଓ ଶୁଭକାମନା ଜଣାଇ ଥାଆନ୍ତି। ତେବେ ଏହି ଅବସର ରେ ଏହି ଶୁଭେଚ୍ଛା ଦେବା ରୁ ବାଦ୍ ପାଇ ନାହାଁନ୍ତି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆ ଜରିଆ ରେ ନିଜ ଫ୍ୟାନ ମାନଙ୍କୁ ଶୁଭେଛା ବାର୍ତ୍ତା ଦେଇଛନ୍ତି।

ତେବେ ଅଲିଉଡ ର ହିରୋ ହିରୋଇନ୍ ମାନେ ଅଲଗା ମାଧ୍ୟମ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଅଛନ୍ତି ।କିଏ ନିଜ ମୋବାଇଲ ରେ ଭିଡିଓ ରେକର୍ଡ କରି ଫ୍ୟାନ ମାନଙ୍କୁ ହାପି ନୀୟୁ ୟିଆର ୱିଶ୍ କରିଛନ୍ତି ତ ଆଉ କିଏ ନିଜ ଫଟୋ ର କ୍ୟପାସନ୍ ମାଧ୍ୟମ ରେ ।

ତେବେ ସମସ୍ତେ ନିଜ ନିଜ ଷ୍ଟାଇଲ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ଶୁଭେଛା ଜଣାଇ ଅଛନ୍ତି । ତେବେ ଏହି ନୂତନ ବର୍ଷ ର ଶୁଭେଚ୍ଛା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସବୁଠୁ କମ୍ ବୟସ ନାୟିକା ଭୂମିକା ଓ ଏଭରଗ୍ରିନ ହିରୋଇନ୍ ଏଲିନା ସାମନ୍ତରାୟ ଏକ ନିଆରା ଶୈଳୀ ରେ ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କୁ ଓ ନିଜ ଫ୍ୟାନ ମାନଙ୍କୁ ଏହି ନୂତନ ବର୍ଷ ରେ ଶୁଭେଛା ବାର୍ତ୍ତା ଜଣାଇ ଅଛନ୍ତି । ତେବେ କଣ ରହିଛି ତାଙ୍କର ନିଆରା ଶୈଳୀ ଆପଣ ମାନେ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ଆପଣ ମାନେ ଖୁବ୍ ଭଲ ଭାବରେ ଜାଣିଥିବେ।

ତରଙ୍ଗ ଟିଭି ର ଗୋଟିଏ ଅଡିଶନ ମାଧ୍ୟମ ରେ ସେ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଆଉ ସେବେଠାରୁ ସେ କେବେ ଅଟକି ନାହାନ୍ତି। ନିଜ ଅଭିନୟ ଜରିଆ ରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଓଡ଼ିଶା ରେ ତାଙ୍କର ଅଗଣିତ ଫ୍ୟାନ ମାନେ ରହିଛନ୍ତି। ଏଲିନା ଙ୍କ ସହିତ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଖୁବ୍ ପ୍ରସିଧ ଅଟନ୍ତି ଯିଏ କି ଭୂମିକା ଅଟନ୍ତି ।

ଭୂମିକା ଛୋଟ ବେଳରୁ ହିଁ ଫିଲ୍ମ୍ ଜଗତ ରେ ପାଦ ଥାପି ଅଛନ୍ତି ଆଉ ସେବେଠାରୁ ସେ ଆଗକୁ ଆଗକୁ ଉନ୍ନତି ର ଦିଗକୁ ବଢ଼ି ଚାଲିଛନ୍ତି। ତେବେ ବର୍ତ୍ତମାନ ଏହି ଦୁଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଦ୍ୟାଂଶ ଭିଡିଓ ମାଧ୍ୟମ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ଶୁଭେଛା ଜଣାଇ ଅଛନ୍ତି। ଏହି ଭିଡିଓ ଟି ତାଙ୍କର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଲୋକ ମାନଙ୍କୁ ଏହି ଦୁଇ ଅଭିନେତ୍ରୀ ଙ୍କ ଏକତ୍ର ଯୋଡ଼ି ଖୁବ୍ ପସନ୍ଦ ମଧ୍ୟ ଆସିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।