ଦେଖନ୍ତୁ ଭିଡିଓ – ମୋବାଇଲ ରୁ ମୋବାଇଲ ବୁଲିଲା ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ…

ନିଜ ଝିଅର ଭାଇରାଲ ହେଉଥିବ ନଗ୍ନ ଫଟୋ ଦେଖି କୌଣସି ମା କେବେ ସହି ପାରିବ କି ? ମାର ମନ ଭୟ ରେ ଥରି ଉଠିବ ଏମିତି ଚିତ୍ର ଦେଖି ସାରିବା ପରେ ।ସେ କଣ କରିବ ତା ମୁଣ୍ଡ କୁ ବୁଦ୍ଧି ଯୁଟିବ ନାହିଁ । ଦୁଃଖ ରାଗ କୋହ କୁ ସମ୍ଭାଳି ସେ ବଞ୍ଚିବ କୁ ମରିବ ତାହା କଳ୍ପନା କରିବା ବି କଷ୍ଟକର। ହୁଏତ ନିଜର ବୁଝିବାର ଶକ୍ତି ମଧ୍ୟ ସେ ହରାଇ ବସିବ। ଠିକ୍ ଏମିତି ହିଁ ଘଟିଛି ଏହି ମା ଙ୍କ କ୍ଷେତ୍ରରେ।

ସୋସିଆଲ ମିଡ଼ିଆ ରେ ନିଜ ଝିଅ ର ନଗ୍ନ ଫଟୋ ଭିଡ଼ିଓ ଭାଇରାଲ ଦେଖି ଆତ୍ମହତ୍ୟା କରିଛନ୍ତି ମା। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ୍ ଥାନା ବାଣପୁର ଅଞ୍ଚଳରେ ।

ଏନେଇ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲା ବଉଳଙ୍ଗ ଅନ୍ତର୍ଗତ ଶୁଭଙ୍କର ଦଳେଇ ଓ ଜୟଙ୍କର ଦଳେଇ। ମିଳିଥିବା ଖବର ଅନୁଯାୟୀ ଶୁଭଙ୍କର ବାଣପୁର ଅଞ୍ଚଳ ର ଜଣେ ଯୁବତୀ ଙ୍କୁ ପ୍ରେମ ଜାଲ ରେ ଫସାଇ ତାଙ୍କର ନଗ୍ନ ଫଟୋ ଓ ଭିଡିଓ କୁ ସଂଗ୍ରହ କରିଥିଲା ।

ପରେ ଏହାକୁ ସୋସିଆଲ ମିଡ଼ିଆ ରେ ଛାଡି ଦେଇ ଥିଲା। ଏହି କାମ ରେ ଶୁଭଙ୍କର ଭାଇ ଜୟଦେବ ମଧ୍ୟ ତାକୁ ସହୋଯୋଗ କରିଥିଲା। ଘଟଣା ଜଣା ପଡ଼ିବା ପରେ ଯୁବତୀ ଙ୍କ ମା ଗତକାଲି ଆତ୍ମହତ୍ୟା କରି ଦେଇଛନ୍ତି । ପୋଲିସ୍ ଜଣଙ୍କୁ ଜବତ କରିବା ସହିତ ଘଟଣା ର ତଦନ୍ତ ଜାରି ରଖିଛି। ଆଜି ଉଭୟ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଯାଜପୁର ଥାନା କେଶ୍ ନମ୍ୱର୍ ୩୧୧ ବାଇ ୨୦୨୦ ଅଣ୍ଡର ସେକ୍ସନ ୩୦୬ ଆଇଟି ଅକ୍ଟ ରେ ଏକ କେଶ୍ ରୁଜ୍ଜୁ କରା ଯାଇଛି। ତେବେ ତଦନ୍ତ ରୁ ଜଣା ପଡିଛି ଯେ ଝିଅ ର କିଛି ନଗ୍ନ ଭିଡିଓ ଫଟୋ ଫେସବୁକ୍ ରେ ଭାଇରାଲ ହେବା ପରେ ତାଙ୍କ ମା ଏହି ସବୁ ଦେଖି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। କେଶ୍ ର ତଦନ୍ତ ପରେ ପୋଲିସ ବାଲେଶ୍ଵର ରୁ ଦୁଇ ଜଣ ଯୁବକ ଜଣେ ମେନ୍ ଯୁବକ ଜୟଦେବ ଦଳେଇ ସହିତ ଶୁଭଙ୍କର ଦଳେଇ କୁ ଆଜି ଅରେଷ୍ଟ କରିଛନ୍ତି ।

ତେବେ ଏମିତି ଗୋଟିଏ ପରେ ଗୋଟିଏ ଘଟଣା ଆମ ସାମ୍ନା କୁ ଆସୁଛି କେଉଁଠି ନିଜେ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ତ ଆଉ କେଉଁଠି ମା । ତେବେ ଏହି ଭଳି କେଶ୍ ରେ ଅଭିଯୁକ୍ତ ମାନଙ୍କୁ କିପରି ଶାସ୍ତି ଦେବା ଉଚିତ୍ ଆପଣ କୁହନ୍ତୁ। କାରଣ ଏହି କେଶ୍ ପ୍ରତିଦିନ ଘଟୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।