ଆଶ୍ଚର୍ଯ୍ୟ ! ଅଦ୍ଭୁତ ଶିବଲିଙ୍ଗ ରୂପେ ଏଠାରେ ୫ହଜାର ବର୍ଷରୁ ବିରାଜମାନ କରିଛନ୍ତି ଭଗବାନ ଶଙ୍କର, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ବିଶ୍ଵରେ ଦେଶ ମାନଙ୍କ ମଧ୍ୟରେ ଭାରତ ଏକ ମହାନ ଦେଶ। ଆମ ଦେଶ ଏକ ଏମିତି ଦେଶ ଯେଉଁଠି ସବୁଧର୍ମର ଲୋକ ଆଉ ମନ୍ଦିର ଦେଖିବାକୁ ମିଳିଥାଏ। ଏହି ଦେଶ ସମ୍ପୂର୍ଣ ମନ୍ଦିରରେ ଭର୍ତ୍ତି ଏବଂ ଭିନ୍ନ ଭିନ୍ନ ସ୍ଥାନରେ ତାଙ୍କର ବିଭିନ୍ନ ରୂପ ଦେଖିବାକୁ ମିଳେ। ଆଉ ହିନ୍ଦୁ ଧର୍ମରେ ଭଗବାନ ଏବଂ ସେମାନଙ୍କର ବାହନ ମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ। ସାଧାରଣତଃ ଆମେମାନେ ବିଶ୍ଵାସ କରିଥାଉ ହିନ୍ଦୁ ଧର୍ମରେ ୩୩ କୋଟି ଦେବା ଦେବୀ ଅଛନ୍ତି।

ଭଗବାନଙ୍କର ଭିନ୍ନ ଭିନ୍ନ ରୂପରେ ଅଲଗା ଅଲଗା ସ୍ଥାନରେ ପୂଜା କରିବା ଏବଂ ଅନେକ ଚମତ୍କାରିତା ମଧ୍ୟ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟକର ଘଟଣା ଏବଂ ଏକ ମନ୍ଦିର ସମ୍ପର୍କରେ କହିବୁ। ଆପଣ ଜାଣିଲା ପରେ କହିବେ ଏମିତି ବି ଚମତ୍କାରିତା ଅଛି। ତେବେ ଆସନ୍ତୁ ଜାଣିବା।

ଦୁନିଆରେ ଅନେକ ମନ୍ଦିର ଅଛି ଆଉ ସେମାନଙ୍କ ରହସ୍ୟ ସମ୍ପର୍କରେ ଶୁଣିଥିବେ। ତେବେ ପାର୍ବତୀଙ୍କର ପତି ଭଗବାନ ଶିବଙ୍କୁ ଶାଦାଶିବ କୁହାଯାଇଥାଏ। ବିଶ୍ୱରେ ପଞ୍ଚମୁଖୀ ଦେବତା ତଥା ସତ୍ୟ ଶିଭମ ସୁନ୍ଦରମ କହିଲେ ଦେବ ଦେବ ମହାଦେବଙ୍କୁ ଜାଣିଥାଆନ୍ତି। ଆଉ ତିନି ଲୋକର ସ୍ୱାମୀ ଅର୍ଥାତ ତ୍ରିନାଥ ଶିବଙ୍କର ଦେଶରେ ଅନେକ ସ୍ଥାନରେ ବଡ ଆକାରରେ ପୂଜା କରାଯାଇଥାଏ। ବିଶ୍ୱରେ ବିଭିନ୍ନ ଅନେକ ଜାଗାରେ ଭଗବାନ ଶିବଙ୍କର ମନ୍ଦିର ଦେଖିବାକୁ ମିଳିଥାଏ। ସବୁ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ଭଗବାନ ଶଙ୍କରଙ୍କୁ ପୂଜା କରାଯାଇଥାଏ।

ଅନେକ ମନ୍ଦିରମାନଙ୍କ ମଧ୍ୟରେ ଗୁଜୁରାଟର ନର୍ମଦା ଜିଲାରେ ଏକ ଅବସ୍ଥିତ। ଏଠାରେ ଥିବା ମନ୍ଦିରର ଶିବ ଲିଙ୍ଗ ଗୋଟିଏ ବର୍ଷ କି ୨ ବର୍ଷ ନୁହେଁ ପ୍ରାୟତଃ ୫ ହଜାର ବର୍ଷ ତଳର ମନ୍ଦିର। ଏହି ପୁରାତନ ମନ୍ଦିର ଦର୍ଶନ କରିବାକୁ ଶ୍ରାବଣ ମାସରେ ଭକ୍ତ ମାନଙ୍କର ଭିଡ ଲାଗିଥାଏ। ଏହି ମନ୍ଦିର ଏବଂ ଶିବ ଲିଙ୍ଗ ୫ ହଜାର ବର୍ଷ ତଳର ପୁରାତନ ମନ୍ଦିର ବୋଲି ଏଠାରେ ଲିପିବଦ୍ଧ ହୋଇଅଛି।

ଆଉ ଏଠାରେ ପ୍ରତ୍ୟେକ ସୋମବାର ରେ ପୂଜା କରିବା ପାଇଁ ଭକ୍ତ ମାନଙ୍କ ଭିଡ ଲାଗିଥାଏ। ଏହା ଧର୍ମଶାସ୍ତ୍ରରେ ବହୁ ପ୍ରାଚୀନ ବୋଲି ଉଲ୍ଲେଖ କରାଯାଇଛି, ୧୯୪୦ ରେ ପୁରାତତ୍ତ୍ୱ ବିଭବ ଦ୍ୱାରା ଏହାକୁ ଖନନ କରାଯାଇଥିଲା। ଏହି ସମୟରେ ଏଠାରେ ୮ ହଜାର ବର୍ଷ ପୁରୁଣା ଶିବ ଲିଙ୍ଗ ଦେଖିବାକୁ ମିଳିଥିଲା। ଆଗରୁ ଏହି ମନ୍ଦିରକୁ ଅନ୍ୟନାମ ଜଳେଶ୍ବର ନାମରେ କୁହାଯାଇଥିଲା ଯାହା ଜଣାପଡିଛି। ଆଉ ଭଗବାନ ଶିବଙ୍କର ମଧ୍ୟ ବହୁତ ମହିମା ଅଛି। ସେ ସମସ୍ତଙ୍କର ମନସ୍କାମନା ପୂରଣ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।