ଦେଖନ୍ତୁ ଭିଡ଼ିଓ । ନୂଆ ବର୍ଷରେ ଫ୍ୟାନ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କ’ଣ କହିଲେ ଅଭିନେତା ଓ ଅଭିନେତ୍ରୀ ଦେଖନ୍ତୁ….

ଗତକାଲି ପାଳିତ ହୋଇଥିଲା ନୂଆ ବର୍ଷ । ଏହି ନୂଆ ବର୍ଷ ଅବସର ରେ ସମସ୍ତ ଆପଣାର ଲୋକ ମାନେ ଆପଣଙ୍କୁ ନିଶ୍ଚୟ ଶୁଭେଚ୍ଛା ଜଣାଇ ଥିବେ। କାରଣ ଏହି ଦିନ ରେ ସମସ୍ତେ ଶୁଭେଛା ଓ ଶୁଭକାମନା ଜଣାଇ ଥାଆନ୍ତି। ତେବେ ଏହି ଅବସର ରେ ଏହି ଶୁଭେଚ୍ଛା ଦେବା ରୁ ବାଦ୍ ପାଇ ନାହାଁନ୍ତି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆ ଜରିଆ ରେ ନିଜ ଫ୍ୟାନ ମାନଙ୍କୁ ଶୁଭେଛା ବାର୍ତ୍ତା ଦେଇଛନ୍ତି। ତେବେ କେଉଁ ଓଡ଼ିଆ ହିରୋ ହିରୋଇନ୍ ମାନେ ସବୁ ଏହି ବାର୍ତ୍ତା ଜଣାଇ ଅଛନ୍ତି ଆସନ୍ତୁ ଜାଣିବା ;

ତେବେ ଏହି ଲିଷ୍ଟ ରେ ପ୍ରଥମ ଆସନ୍ତି ଅଲିଉଡ ର ସୁପରଷ୍ଟାର ବାବୁସାନ୍ ମହାନ୍ତି । ସେ ଏହି ନୂତନ ବର୍ଷ ରେ ନିଯା ଫ୍ୟାନ ମାନଙ୍କୁ ଶୁଭେଛା ବାର୍ତ୍ତା ଦେଇଛନ୍ତି। ଏହି ୨୦୨୧ ମସିହା ଟି ସମସ୍ତଙ୍କ ପାଇଁ ଖୁସି ନେଇ ଆସୁ ବୋଲି କହିଛନ୍ତି।

ଏହି ଲିଷ୍ଟ ରେ ଦ୍ଵିତୀୟ ସ୍ଥାନ ରେ ଆସନ୍ତି ଅଲିଉଡ ର ଖାଣ୍ଟି ଓଡ଼ିଆ ଝିଅ ଏଲିନା ସାମନ୍ତରାୟ । ସେ ମଧ୍ୟ ଏକ ଭିଡିଓ ଜରିଆ ରେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ଅଛନ୍ତି।

ଏହି ଲିଷ୍ଟ ରେ ତୃତୀୟ ସ୍ଥାନ ରେ ଅଛନ୍ତି ଆଲିଉଡ ର ଚୁଲବୁଲି ନୟିକା ଅର୍ଚ୍ଚିତା ସାହୁ। ସେ ମଧ୍ୟ ନିଜ ଚୁଲବୁଲି କଥା ଓ ଆକ୍ସନ ମାଧ୍ୟମ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ଅଛନ୍ତି ଆଉ ୨୦୨୦ ରେ ଆମେ ଯାହା ସବୁ ସିଖିଚୁ ଯେମିତି କି ମାସ୍କ୍ ପିନ୍ଧିବା ନିଜ ପ୍ରତି ଯତ୍ନବାନ ହେବା ପରିଷ୍କାର ପରିଚ୍ଛନ୍ନ ରହିବା ସେହି ସବୁ କୁ ଆମେ ୨୦୨୧ ରେ ଅପ୍ଲାଏ କରିବା ଆଉ ଖୁସି ରେ ରହିବା ବୋଲି କହିଛନ୍ତି ।

ଏହି ଲିଷ୍ଟ ରେ ଚତୁର୍ଥ ସ୍ଥାନ ରେ ଆସୁଛନ୍ତି ଏଭର୍ ଗ୍ରୀନ ଷ୍ଟାର୍ ଜ୍ୟୋତି । ସେ ମଧ୍ୟ ଏକ ଭିଡିଓ ମାଧ୍ୟମ ରେ ନିଜ ଫ୍ୟାନ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ବା ସହିତ ଏହି ବର୍ଷ ସମସ୍ତେ ନିଜ ନିଜ ପରିବାର ମାନଙ୍କ ସହିତ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ବୋଲି କାମନା କରିଛନ୍ତି ।

ଏହି ଲିଷ୍ଟ ରେ ପଞ୍ଚମ ସ୍ଥାନ ରେ ଆସନ୍ତି ଭୂମିକା । ସେ ମଧ୍ୟ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ଅଛନ୍ତି ଆଉ ଏହି ନୂତନ ବର୍ଷ ଟି ସମସ୍ତଙ୍କ ପାଇଁ ଖୁସି ଓ ଆନନ୍ଦ ନେଇ ଆସୁ ବୋଲି କହିଛନ୍ତି ।

ଏହି ଲିଷ୍ଟ ରେ ଷଷ୍ଠ ସ୍ଥାନରେ ଆକାଶ । ସେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଯେ କରନା ଭାଇରସ ଟି ବର୍ତ୍ତମାନ ଆମ ମାନଙ୍କ ଠାରୁ ସମ୍ପୂର୍ଣ ଭାବେ ଦୂରେଇ ଯାଇ ନାହିଁ ତେଣୁ ସତର୍କ ରୁହନ୍ତୁ ଆଉ ସୁସ୍ଥ ରୁହନ୍ତୁ ବୋଲି ନିଜ ଫ୍ୟାନ ମାନଙ୍କୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।