ହେ ଭଗବାନ ! ପ୍ରତିଦିନ ଏହି ମନ୍ଦିରକୁ ମା’ କାଳୀ ଙ୍କ ପୂଜା କରିବାକୁ ଜଙ୍ଗଲକୁ ଆସିଥାଏ ଏହି ଅଦ୍ଭୁତ ଭାଲୁ, ମନରେ ଭକ୍ତିଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

ଆଜି ଆମେ ଏକ ଏମିତି ଏକ ଘଟଣା ବିଷୟ ରେ ଜାଣିବା ଯେଉଁଠି ଏକ ଭାଲୁ ମା ଚଣ୍ଡୀ ଙ୍କ ମନ୍ଦିର ରେ ପୂଜା କରିବା ପାଇଁ ଆସିଥାଏ ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା । ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି ।ଆମ ଭାରତ ରେ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିବା ଭଗବାନ ଙ୍କ ପ୍ରତି ଶ୍ରଦ୍ଧା ସମସ୍ତ ଙ୍କ ର ମନରେ ଥାଏ।

ତେବେ ଅନେକ ସମୟ ରେ ଦେଖିବାକୁ ମିଳିଥାଏ ଯେ ମଣିଷ ପରି ମଧ୍ୟ ପଶୁ ମାନଙ୍କ ର ଭଗବାନ ଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ରହିଥାଏ । କୁହାଯାଏ ଯେ ମଣିଷ ପରି ପଶୁ ମାନେ ମଧ୍ୟ ଉପବାସ କରିଥାନ୍ତି ।

ତେବେ ଆମେ ଭଗବାନ ଙ୍କୁ ପୂଜା କରିବା ପାଇଁ ବିଭିନ୍ନ ମନ୍ଦିର ସ୍ଥାପନ କରିଥାଉ ଓ ସେଠାରେ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ମନ୍ଦିର ମାନଙ୍କ ରେ ମନ୍ଦିର ପୂଜାରୀ ଆଦି ରହି ଥାଆନ୍ତି ଯେଉଁମାନେ ମନ୍ଦିର ରେ ପୂଜା ଅର୍ଚ୍ଚନା କରିବା ପାଇଁ ରହି ଥାଆନ୍ତି । ତେବେ ଆଜି ଆମ ସାମ୍ନା କୁ ଏମିତି ଏକ ଘଟଣା ଆସିଛି ଗୋଟିଏ ଭାଲୁ ମା ଚଣ୍ଡୀ ଙ୍କୁ ପୂଜା କରୁଛି ।

ଛତିଶଗଡ଼ ରେ ମା ଚଣ୍ଡୀ ଙ୍କ ମନ୍ଦିର ଛତିଶଗଡ଼ ର ମହାସମୁଦ୍ର ଜଳର ବାଗବାହାର ଠାରୁ 5 କିମି ଦୂର ଜଙ୍ଗଲ ମଧ୍ୟରେ ଅବସ୍ଥିତ । ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ ସେହି ମନ୍ଦିର କୁ ପ୍ରତିଦିନ ଗୋଟିଏ ଭାଲୁ ଆସେ ମା ଙ୍କ ଦର୍ଶନ କରିବା ପାଇଁ । ଭାଲୁ ଟି କାହାରି କିଛି କ୍ଷତି କରେ ନାହିଁ । କେବଳ ଏତିକି ନୁହେଁ ଭାଲୁ ତାର ପୁରା ପରିବାର ସହିତ ପୂଜା କରିବାକୁ ମନ୍ଦିର କୁ ଆସି ଥାଏ।

ମନ୍ଦିର ର ପୂଜା ସରିବା ପରେ ଭାଲୁ ଟି ପ୍ରସାଦ ନେଇ ଚୁପ ଚାପ ପଳେଇ ଥାଏ। ନବରାତ୍ରି ସମୟ ରେ ଏହି ମନ୍ଦିର ରେ ଅଧିକ ସଂଖ୍ୟା ର ଭିଡ଼ ଦେଖିବାକୁ ମିଳିଥାଏ ଅଗଣିତ ଭକ୍ତ ମାନେ ଏହି ମନ୍ଦିର କୁ ଆସି ଥାଆନ୍ତି ଆଉ ସେହି ଭକ୍ତ ମାନଙ୍କ ମଧ୍ୟରେ ଭାଲୁ ମଧ୍ୟ ଜଣେ ଭକ୍ତ ହୋଇଥାଏ।

ଭାଲୁ ଆଉ ତାର ପରିବାର ମା ଙ୍କ ପୂଜା ସାରିବା ପରେ ସେମାନେ ମନ୍ଦିର ଚତୁର୍ପର୍ଶ୍ଵ ମଧ୍ୟ ଭ୍ରମଣ କରି ଥାଆନ୍ତି । ତେବେ ପୂଜାରୀ ମାନଙ୍କ କହିବା ଅନୁସାରେ ସେମାନେ କାହାର କୌଣସି କ୍ଷତି କରନ୍ତି ନାହିଁ। ମନ୍ଦିର ଟି ପ୍ରାୟ ୧୫୦ ବର୍ଷ ପୁରୁଣା ଅଟେ। କେବଳ ମଣିଷ ମାନଙ୍କ ର ନୁହେଁ ପଶୁ ମାନଙ୍କ ର ମଧ୍ୟ ଭଗବାନ ପ୍ରତି ଶ୍ରଦ୍ଧା ଓ ଭକ୍ତି ଭାବନା ରହିଥାଏ । ଏହି ଭାଲୁ ହିଁ ଏହାର ଏକ ଉଦାହରଣ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।