ବାର୍ଷିକ ରାଶିଫଳ 2021 | ନୂଆ ବର୍ଷରେ ଏହି ୮ଟି ରାଶିରେ ଧାନ ର ବର୍ଷା, ଆସିବ ପୁଳା ପୁଳା ଟଙ୍କା…

ପ୍ରତି ବର୍ଷ ନୂଆ ବର୍ଷରେ ସମସ୍ତଙ୍କର ଗ୍ରହ ରାଶି ଅଲଗା ଅଲଗା ହୋଇ ରହିଥାନ୍ତି l ସବୁ ଗ୍ରହ ମାନଙ୍କର ଗତି ଵିଧିରେ ପରିବର୍ତ୍ତନ ଆସେ l ଆସନ୍ତୁ ଜାଣିବା ଏହି ନୂଆବର୍ଷ 2021ରେ କେମିତି ରହିଛି ଏହି ବାର ଗୋଟି ରାଶିମାନଙ୍କର ରାଶିଫଳ l

1- ମେଷ – ଏହି ରାଶିରେ ଧନ ସମ୍ପତି, ମାନ ସମ୍ମାନ ସବୁକିଛି ପାଇ ପାରିବେ l ବେପାର ବାଣିଜ୍ୟରେ ଆପଣଙ୍କୁ ଆଶା ଠାରୁ ଅଧିକ ଲାଭ ମିଳିବ l ଚାକିରୀ ଜୀବିଙ୍କ ପାଇଁ ବର୍ଷଟି ଖୁବ ଭଲ ରହିବ ଓ ପଦୋନ୍ନତି ମଧ୍ୟ ପାଇବା l ବୈବାହିକ ଜୀବନରେ ସୁଖ ମିଳିବ l ପରିବାରରେ ସୁଖ ଶାନ୍ତି ରହିବ l ଆପଣ କୌଣସି ରୋଗରେ ପଡ଼ିବାର ସମ୍ଭାବନା
ରହିଛି l

2- ବୃଷ – ବର୍ଷ ଆରମ୍ଭରୁ ଆପଣଙ୍କ ଉନ୍ନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ l ଯେଉଁମାନେ ଭାଗିଦାର ବେପାର କରୁଛନ୍ତି l ଏହି ସବୁ ମାସ ବହୁତ ଭଲ ରହିବ l ଜୁନରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଆଶାଠାରୁ ଅଧିକ ପାଇବେ l ନୂଆ ଯୋଜନା ଚିନ୍ତା କରିବା l ଚାକିରୀର ପରିବର୍ତ୍ତନ ହେବାର ସୁଯୋଗ ମଧ୍ୟ ରହିଛି l

3-ମିଥୁନ – କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବ l ଏଥି ପାଇଁ ଅନେକ ସୁଯୋଗ ମଧ୍ୟ ମିଳିବ l ଯେଉଁମାନେ ବାହା ହୋଇନାହାନ୍ତି ସେମାନଙ୍କର ବିବାହର ଯୋଗ ମଧ୍ୟ ରହିଛି l ବାକି ପ୍ରତ୍ୟକ କ୍ଷେତ୍ରରେ ବହୁତ ଭଲ ଫଳ ମିଳିବ l

4-କର୍କଟ – ଚାକିରୀ ଏବଂ ବୃତ୍ତିରେ ଫଳ ଭଲ ରହିବ l ବେଶୀ ଲାଭ ପାଇଁ ଭଲ କାର୍ଯ୍ୟ କରିବେ l ବେପାରରେ ମଧ୍ୟ ଲାଭ ହେବ l ଛାତ୍ରଛାତ୍ରୀମାନଙ୍କର ଭଲ ଫଳ ମିଳିବ l ସବୁ କାର୍ଯ୍ୟ ଭଲ ହେବ l

5- ସିଂହ – ଆପଣଙ୍କ ଭାଗ୍ୟର ସମ୍ପୂର୍ଣ ସାଥ ମିଳିବ l ଦୁଇ ମାସରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି l ବିବାହର ଯୋଗ ରହିଛି l ସୁଷମ ଖାଦ୍ୟ ଖାଆନ୍ତୁ l ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହଁ l ପ୍ରତିଟି କ୍ଷେତ୍ରରେ ଭଲ ରହିଛି l

6- କନ୍ୟା – ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି କରିବା ପାଇଁ ନୂଆ କାର୍ଯ୍ୟ କରନ୍ତୁ l ଆପଣଙ୍କୁ ଦୁଇ ମାସ ସାବଧାନ ହୋଇ ରହିବାକୁ ପଡିବ ନହେଲେ ହଇରାଣରେ ପଡିବେ l ନୂଆ ଚାକିରୀର ସୁଯୋଗ ଆସିବ ଆଉ ଖୁବ ଭଲ ସମୟ ମଧ୍ୟ ରହିଛି l

7-ତୁଳା – ନୂଆ ପରିଯୋଜନାରେ ପୁଞ୍ଜି ନିବେଶ କରିପାରନ୍ତି l ବ୍ୟବସାୟରେ ପ୍ରଚୁର ଲାଭ ମିଳିବ l ଚାକିରୀରେ ପରିବର୍ତ୍ତନ ରହିବ ଏବଂ ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ l

8-ବିଛା – ଆପଣଙ୍କ ମନବଳରେ ଲକ୍ଷ୍ୟକୁ ପାଇପାରିବେ l ଆପଣଙ୍କ କାରବାରରେ ଲାଭ ମିଳିବ l ବହୁତ ଜାଗାରୁ ଧନପ୍ରାପ୍ତି ହେବ l ନୂଆ ବ୍ୟବସାୟ ଆରମ୍ଭ କରିପାରିବେ l ଏ ବର୍ଷ ବହୁତ ଶୁଭ ରହିଛି l

9-ଧନୁ – ସବୁ ଦୃଷ୍ଟିରୁ ବହୁତ ଭଲ ଫଳ ମିଳିବ l ଚାକିରୀରେ ପଦୋନନ୍ତି ମିଳିବ l ନୂଆ ଚାକିରୀର ସୁଯୋଗ ଆସିବ l ପାରିବାରିକ ଜୀବନ ସୁଖମୟ ହେବ l

10-ମକର – ଚାକିରୀ ଏବଂ ବ୍ୟବସାୟରେ ଅଧିକ ଭଲ ଲାଭ ମିଳିବ l ଅଧିକ ସଫଳତା ମଧ୍ୟ ପାଇପାରିବେ l କିଛି କାମରେ ଭଲ ପ୍ରଦର୍ଶନ କରି ପୁରସ୍କାର ମିଳିବ l

11- କୁମ୍ଭ – ଆପଣ ସକ୍ରିୟ ରହି ସବୁକାମକୁ ବହୁତ ଭଲଭାବରେ କରିବେ l ଅନେକ କ୍ଷେତ୍ରରେ ସଫଳତା ହାସଲ କରିବେ l ବ୍ୟବସାୟରେ ବହୁତ ଲାଭ ପାଇବେ l ଧନପ୍ରାପ୍ତି ମଧ୍ୟ ରହିଛି l

12- ମୀନ – ଗ୍ରହାମାନଙ୍କର ଭଲ ଦୃଷ୍ଟିଥିବାରୁ ବହୁତ ଶୁଭ ଫଳ ଲାଭ ହେବ l ବ୍ୟବସାୟରେ ଲାଭ ପାଇବେ l ଆପଣଙ୍କୁ କିଛି ଧନରାଶି ପ୍ରାପ୍ତି ହେବ l ଚାକିରୀରେ ପରିବର୍ତ୍ତନ ଆସିବ l ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।