2021 ନୂଆବର୍ଷ – ଘରକୁ ଆଣନ୍ତୁ ଏହି ( ୫ଟି ଜିନିଷ ) ଧନର ବର୍ଷା ହେବ

ବନ୍ଧୁଗଣ ନୂଆବର୍ଷ ଆସୁଛି ନୂଆ ନୂଆ ଉର୍ଜା, ସୁଖ, ସମୃଦ୍ଧି କୁ ସାଥିରେ ନେଇ l ଆପଣ ଜାଣିଛନ୍ତି କି ଏହି ୫ଟି ଜିନିଷ ଯଦି ଆପଣ ଘରକୁ ଆଣିବେ ଘରେ ଧନର ବର୍ଷା ସହ ସୁଖ, ସମୃଦ୍ଧିରେ ପରିପୂର୍ଣ ହେବ l

1-ଶାସ୍ତ୍ରରେ ଏହା ବର୍ଣିତ ଅଛିଯେ କୌଣସି ଶୁଭ କାମରେ ଗଣେଶ ଓ ମହାଲକ୍ଷ୍ମୀଙ୍କୁ ଘରକୁ ଆଣିଲେ ସୁଖ ସମୃଦ୍ଧି ଏବଂ ଧନରତ୍ନରେ ବୃଦ୍ଧି ହୋଇଥାଏ l ଏହି ଦୁହିଁଙ୍କ ମହିମାକୁ ସବୁଠାରୁ ଶକ୍ତିଶାଳୀ ମାନିଥାନ୍ତି l ତେଣୁ ଏହି ନୂଆବର୍ଷରେ ଗଣେଶ ଓ ଲକ୍ଷ୍ମୀଙ୍କର ଫୋଟୋ ଆଣି ପୂଜା କରନ୍ତୁ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ l ଘରେ ଧନଧାନ୍ୟ ରେ ପରିପୂର୍ଣ ହୋଇ ଯିବ l

2-ଶାସ୍ତ୍ରରେ ମୟୁର ପକ୍ଷୀର ମହତ୍ତ୍ୱ ପୂର୍ଣ୍ଣ ବିଷୟ ବର୍ଣିତଅଛି ଏବଂ ମୟୁର ପକ୍ଷୀକୁ ବହୁତ ପଵିତ୍ର ବୋଲି ମାନିଥାନ୍ତି l ଭଗବାନ ଶ୍ରୀକୃଷ୍ଣଙ୍କର ମସ୍ତକରେ ଏହା ଶୋଭା ପାଇଥାଏ l ବାସ୍ତୁଶାସ୍ତ୍ର ଅନୁଯାଇ କୌଣସି ଶୁଭ କାର୍ଯ୍ୟରେ ଯଦି ମୟୁରପକ୍ଷୀଘରକୁ ଆଣିଥାନ୍ତି ସେହି କାର୍ଯ୍ୟ ସଫଳ ହୋଇ ଥାଏ l ଏହାକୁ ରଖିବାର ସ୍ଥାନ ପୂର୍ବ, ଉତ୍ତର, ଓ ଉତ୍ତରପୂର୍ବ କୋଣ ବା ଆଗ୍ନେୟକୋଣ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ l ମୟୁର ପକ୍ଷୀ ସକାରାତ୍ମକ ଉର୍ଜାକୁ ବହୁତ ଶୀଘ୍ର ବୃଦ୍ଧି କରିଥାଏ ଯାହା ଫଳରେ ଘରର ସମସ୍ତ ପ୍ରକାର କଷ୍ଟ ଦୂର ହୋଉ ଯାଇଥାଏ l

3-ନୂଆବର୍ଷ ର ଆରମ୍ଭ ଯଦି ମୁହଁ ମିଠାକରି ଆରମ୍ଭ କରାଯାଏ ତେବେ ଏହା ଦୁଭଦାୟକ ହୋଇଥାଏ ଓ ଏହାର ବିପରୀତ ହେଲେ ବର୍ଷଟି ବହୁତ ଅଶୁଭ ହୋଇଥାଏ l ଏଣୁ ନୂଆବର୍ଷ ଦିନ ଘରକୁ ମିଠା ଆଣିଲେ ଘର ଖରାପ ପରିସ୍ଥିତି ଠାରୁ ବିଜୟ ପ୍ରାପ୍ତି କରି ଥାଏ l ପ୍ରଥମେ ଏହାକୁ ଘରେଥିବା ଦେବାଦେବୀ ଙ୍କର ପାଖରେ ଅର୍ପଣ କରିସାରିବା ପରେ ଘରର ବଡ ମାନଙ୍କ ମୁହଁ ମିଠା କରନ୍ତୁ l

4-ଲାଫିଙ୍ଗବୁଦ୍ଧ ଙ୍କୁ ସୁଖ ଶାନ୍ତିର ଦେବତା ମାନିଥାନ୍ତି ଓ ଆପଣଙ୍କୁ ଯଦି କିଏ ଦାନ କରିଥାନ୍ତି ତେବେ ଅତ୍ୟନ୍ତ ଶୁଭ ଦାୟକ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l ଲାଫିଙ୍ଗ ବୁଦ୍ଧ ଧନ ବୃଦ୍ଧି ର ପ୍ରତୀକ ହୋଇଥାନ୍ତି l ଲାଫିଙ୍ଗ ବୁଦ୍ଧଙ୍କର ମୂର୍ତ୍ତି ଏହି ନୂଆବର୍ଷ ରେ ଘରକୁ ଆଣନ୍ତୁ ଦେଖିବେ ସବୁ ସମସ୍ୟା ସମାଧାନ ହୋଇଯିବ l

5-ଶାସ୍ତ୍ରରେ ବର୍ଣିତ ଅଛିକି ଘରେ ହନୁମାନଙ୍କର ଫୋଟୋ ରଖିଲେ କୌଣସି ଅଶୁଭ ଦୃଷ୍ଟି ଘର ଉପରେ ପଡ଼ିନଥାଏ l ତ ଖାସ କରି ନୂଆବର୍ଷରେ ହନୁମାନଙ୍କର କୌଣସି ଫୋଟୋ ଘରକୁ ଆଣନ୍ତୁ ଏବଂ ଘରର ମୁଖ ଦ୍ୱାରରେ ଏହାକୁ ଟାଙ୍ଗନ୍ତୁ l ଏହା କରିବା ଦ୍ୱାରା ମଙ୍ଗଳ ଦାୟକ ଶନି ଓ ଭୂତ ପ୍ରେତଙ୍କର ଅଶୁଭ ଦୃଷ୍ଟି ଘର ଉପରେ ପଡ଼ିନଥାଏ l ଅଶୁଭ ଶକ୍ତି ଘରେ ପ୍ରବେଶ କରି ପାରିନ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।