ଏହି ମହିଳା ଜଣଙ୍କ ରଖି ସାରିଲେଣି 100 ଜଣ ବିବାହିତ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ, ତଥାପି ଏବେବି କହୁଛନ୍ତି ମୋର ଆହୁରି….

ଦୁନିଆରେ ଆପଣ ବିଭିନ୍ନ ରୁଚିର ଲୋକଙ୍କୁ ଦେଖିବାକୁ ପାଇଥିବେ। କାରଣ ସବୁ ଲୋକଙ୍କ ଇଚ୍ଛା ବା ରୁଚି ସମାନ ହୋଇ ନଥାଏ। ତେବେ ବିଭିନ୍ନ ପ୍ରକାରର ଲୋକଙ୍କ ରୁଚି ଭିତରେ ସେମାନଙ୍କ ଜୀବନଶୈଳୀ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। କିଏ ସମାଜସେବା , କିଏ ଡାକ୍ତର, କିଏ ଶିକ୍ଷକତା, ଗାୟକ, ଲେଖକ, ଚିତ୍ରକର, ଡିଜାଇନର ତ କିଏ ସୁରକ୍ଷା କର୍ମୀ ତ କିଏ ପୁଣି ବ୍ୟବସାୟ ଆଦି କରିବାର ରୁଚି ରଖିଥାନ୍ତି।

ତେବେ ଏସବୁ ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନେ ସମାଜର ଅନୁକୂଳ ସ୍ରୋତ ରେ ନିଜକୁ ପରିଚାଳିତ କରନ୍ତି ନାହିଁ।ତେବେ ଆଜିର ଦୁନିଆର କିଛି ଅଜିବ ପ୍ରକାରର ଲୋକତ ନିଶ୍ଚିତ ଭାବରେ ରହିଛନ୍ତି।

ସେହିଭଳି ଏକ ଭିନ୍ନ ଧରଣର ମହିଳା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ବି ଅବାକ୍ ହୋଇଯିବେ ଏହି ମହିଳା ଙ୍କ ରୁଚି ଏବଂ ଭିନ୍ନ କାର୍ଯ୍ୟ ବିଷୟରେ ଜାଣିବା ପରେ। ତାଙ୍କ ମତରେ ସେ ଏକ ଭିନ୍ନ ଧରଣର ସମାଜ ସେବା କରୁଛନ୍ତି।

ସିଏ ଏମିତି ଏକ ଅଲଗା ପ୍ରକାର ସମାଜସେବା ଆରମ୍ଭ କରିଛନ୍ତି ଯାହାକୁ ଜାଣିବା ମାତ୍ରେ ଆପଣ ବି ନିଶ୍ଚିତ ପ୍ରତିକ୍ରିୟା ଶିଳ ହୋଇ ପଡିବେ। ତେବେ ସେ କଣ ଆଉ କେମିତି ସମାଜସେବା କରୁଛନ୍ତି ତାହା ଆସନ୍ତୁ ଜାଣିବା। ପ୍ରଥମେ କହି ରଖୁଛୁ ଯେ ଏହି ମହିଳା ଜଣଙ୍କ ବ୍ରିଟେନ ର ଅଧିବାସୀ।ସେ ଜଣେ ବିଧବା ମହିଳା ଅଟନ୍ତି।

ସେ ଏକ ଶହ ଜଣ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖିଥିବାର ନିଜେ ଉଲ୍ଲେଖ କରିଛନ୍ତି।ସବୁଠାରୁ ବଡ଼ କଥା ହେଉଛି ସେ ଏକାଧିକ ପୁରୁଷ ଙ୍କ ସହିତ ସମ୍ପର୍କ ରଖି ମଧ୍ୟ ଏଥିପାଇଁ ପଶ୍ଚତାପ କରନ୍ତି ନାହିଁ।ଏକା ସାଙ୍ଗରେ ଏତେ ସଂଖ୍ୟକ ପୁରୁଷ ଙ୍କ ସହିତ ସମ୍ପର୍କ ରଖି ସେ ତାଙ୍କର ଅର୍ଥାତ୍ ପୁରୁଷ ମାନଙ୍କର ବୈବାହିକ ଜୀବନକୁ ଖୁସିରେ ପରିଚାଳିତ କରିଥାନ୍ତି।

କାରଣ ସେହି ପୁରୁଷ ମାନଙ୍କର ଯୌନ ଜୀବନ ଅର୍ଥାତ୍ ପତି ସୁଖ ପାଇବାରେ ସମସ୍ୟା ଥାଏ। ତେଣୁ ସେ ସେମାନଙ୍କୁ ତାଙ୍କର ସୁଖ ପ୍ରଦାନ କରନ୍ତି ଶାରିରୀକ ସମ୍ପର୍କ ସେମାନଙ୍କ ସହ ସ୍ଥାପନ କରି।ତେବେ ଏହି ମହିଳାଙ୍କ ନାମ ହେଉଛି ଗ୍ବେନେଥଲି।  ଯିଏକି ପୂର୍ବରୁ ଜଣେ ମଡେଲ ଭାବେ କାର୍ଯ୍ୟ କରୁଥିଲେ।ଆଉ ଏବେ ସେ ଫାଇନାନସିଆଲ କନସଲଟେଣ୍ଟ ଭାବରେ କାମ କରୁଛନ୍ତି ଏବଂ ଏବେ ସେ ଲଣ୍ଡନ ର ପସ କଲୋନୀ ଚେଲେଶିଆ ରେ ରହୁଛନ୍ତି।

ତେବେ ସେ ଯୌନ ସୁଖରୁ ବଞ୍ଚିତ ହେଉଥିବା ପୁରୁଷ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଖୋଲାଖୋଲି ସ୍ବୀକାର କରିଥାନ୍ତି।ଆଉ ଏଥିପାଇଁ ସେ IllicitEncountrs . com ନାମକ ଏକେ ଡେଟିଂ ୱେବ୍ ସାଇଟ୍ ଖୋଲି ଏହି ୱେବ୍ ସାଇଟ ଜରିଆରେ ବିବାହିତ ପୁରୁଷ ମାନଙ୍କ ସହ ସାକ୍ଷାତ କରିଥାନ୍ତି ଓ ସେମାନଙ୍କ ସହ ସମ୍ପର୍କ ରଖିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।