ବହୁତ ବଡ଼ ଖୁସିର ଖବର ! ଜିଓର ମାଲିକ ମୁକେଶ ଅମ୍ବାନି ବାଇକ ଚାଳକ ମାନଙ୍କୁ ଦେଲେ ବଡ଼ ଉପହାର…

ଏବେ ଏବେ ଆସିଛି କିଛି ବଡ଼ ଖବର ବାଇକ୍ ଚାଳକ ମାନଙ୍କ ପାଇଁ । ତେବେ ଆଜି କାଲି ସଡ଼କ ଦୁର୍ଘଟଣା ରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉ ଅଛନ୍ତି । ସଡକ ଦୁର୍ଘଟଣା ଆଜି କାଲି ବହୁତ୍ ସାଧାରଣ ହୋଇ ଗଲାଣି । ତେବେ ଏହି ସଡକ ଦୁର୍ଘଟଣା କୁ ଆଖି ଆଗରେ ରଖି ମୁକେଶ ଅମ୍ବାନୀ ଏବେ ବାଇକ୍ ଚାଳକ ମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି।ତେବେ କଣ ରହିଛି ସେହି ସମ୍ପର୍କ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ତେବେ ଆପଣ ମାନେ ନିହାତି ରିଲିଆଁସ ଜିଓ ରେ ହେଡ ମୁକେଶ ଅମ୍ବାନୀ କୁ ନିହାତି ଭାବେ ଜାଣିଥିବେ । ରିଲିଆଁସ ଜିଓ କମ୍ପାନୀ ତରଫରୁ ସବୁ ବେଳେ କିଛି ନା କିଛି ବଡ଼ ଅଫର୍ ମିଳି ଥାଏ । ତେବେ ଏବେ ଏବେ ମଧ୍ୟ ସେହି ପରି କିଛି ନୂଆ ବର୍ଷ ରେ ନୂଆ ସୁବିଧା ଆସି ଯାଇଛି ରିଲିଆଁସ ଜିଓ ତରଫରୁ ଯାହାକି ବାଇକ୍ ଚାଳକ ମାନଙ୍କ ପାଇଁ। ତେବେ ବର୍ତ୍ତମାନ ସମୟ ରେ ଦୁର୍ଘଟଣା ରେ ଏବେ ବହୁତ ଲୋଙ୍କର ଜୀବନ ଯାଉଛି ।

ଏହି ଦୁର୍ଘଟଣା ଭାରତ ରେ ବହୁତ୍ ସାଧାରଣ ହୋଇ ଗଲାଣି ।ଏକ ରିସର୍ଚ୍ଚ ରୁ ଜଣା ପଡିଛି ଯେ ଭାରତ ରେ ପ୍ରତିଦିନ ପାଖା ପାଖି ୪୦୦ ଲୋକଙ୍କର ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା ରେ ହୋଇଥାଏ। ଏହା ର ଅର୍ଥ ପ୍ରତି ୧ ଘଣ୍ଟା ରେ ୧୬ ଟି ସଡ଼କ ଦୁର୍ଘଟଣା ହୋଇଥାଏ। ତେବେ ଏହି ଦୁର୍ଘଟଣା କୁ ଦୃଷ୍ଟି ରେ ରଖି ଆଉ ଲୋକ ମାନଂକ ଜୀବନ କିପରି ଏହି ଦୁର୍ଘଟଣା ରେ ସୁରକ୍ଷିତ ରହିବ ଏଥିପାଇଁ ରିଲିଆଁସ ଜିଓ ଏହି ନୂଆ ବର୍ଷ ରେ ଏକ ନୂଆ ଉପହାର ନେଇ ଆସିଛି।

ତେବେ ଅଧିକାଂଶ ଦୁର୍ଘଟଣା ଆମର ଅସାବଧାନତା ଅବଲମ୍ବନ ଯୋଗୁଁ ହୋଇଥାଏ। ତେଣୁ ମୁକେଶ ଅମ୍ବାନୀ ଏବେ ଏକ କବଚ ନାମକ ସୁରକ୍ଷା କିଟ୍ ଲଞ୍ଚ କରିଛନ୍ତି ।ତେବେ ଏହି କିଟ୍ ର ବ୍ୟବହାର ଦ୍ଵାରା ଆପଣ ଦୁର୍ଘଟଣା ରେ ନିଜ ଜୀବନ ବଞ୍ଚାଇ ପାରିବେ । ଏହି କିଟ୍ ରେ ଆପଣ ଙ୍କୁ ଏକ ହେଲମେଟ ସହିତ କାନ୍ଧର ସୁରକ୍ଷା ପାଇଁ ଯାକେଟ ଏବଂ ହାତର ସୁରକ୍ଷା ପାଇଁ ଗ୍ଲୋବ୍ସ ସହିତ ଗୋଡ଼ ର ସୁରକ୍ଷା ପାଇଁ ଗାର୍ଡ ମଧ୍ୟ ଯୋଗାଇ ଦିଆ ଯାଉଛି।

ତେବେ ସୂଚନା ଅନୁସାରେ ଏହି ସବୁ କିଟ୍ କୁ ପ୍ରସ୍ତୁତ କରିବା ପାଇଁ କମ୍ପାନୀ କୁ ୫୦,୦୦୦ ଟଙ୍କା ବିନିଯୋଗ କରିବା ପାଇଁ ପଡ଼ୁଛି ଏହା ସହିତ ଏହି ସବୁ ଜିନିଷ ଆନ୍ତର୍ଜାତିୟ ସ୍ତର ର ଅଟେ । କିନ୍ତୁ ଆପଣ ଏହି କିଟ୍ କୁ କମ୍ପାନୀ ପାଖରୁ ମାତ୍ର ୧୨,୦୦୦ ଟଙ୍କା ଦେଇ କିଣି ପାରିବେ। ତେବେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଏହି କିଟ୍ କୁ କିସ୍ତି ରେ କିଣି ପାରିବ ର ସୁବିଧା ମଧ୍ୟ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।