ମହା ଶକ୍ତିଶାଳୀ ହନୁମାନ ମନ୍ତ୍ରକୁ ରାତିରେ ଜପ କରନ୍ତୁ ୩ଥର, ତା’ ପରେ ଦେଖନ୍ତୁ ଚମତ୍କାର…

ରାମ ଭକ୍ତ ହନୁମାନ ମାନଙ୍କର ଗୋଟିଏ ମନ୍ତ୍ର ଆପଣଙ୍କୁ କହିବୁ l ସେହି ମନ୍ତ୍ର ଜପ କଲେ ଏଇଶୋର୍ଯ୍ୟ ପ୍ରାପ୍ତ ମଧ୍ୟ ହୋଇ ଥାଏ l ଏବଂ ଏହା ସହିତ ଧନ ସମ୍ପତିରେ ସୁଖୀ ସମ୍ପୂର୍ଣ ଜୀବନ ଅତିବାହିତ କରିବେ l ଏହି ମନ୍ତ୍ର ଏତେ ଶକ୍ତିଶାଳୀ ହୋଇଥାଏ l ଯେ ଏହି ମନ୍ତ୍ର ପ୍ରଭାବରେ ବ୍ୟକ୍ତିର ଘରେ ମଙ୍ଗଳ ମଧ୍ୟ ହୋଇଥାଏ l ମଙ୍ଗଳବାର ପ୍ରଭୁ ହନୁମାନଙ୍କ ବାର ହୋଇଥାଏ l ଏକାଦଶ ଅବତାରାରେ ଭଗବାନ ରୁଦ୍ରଙ୍କ ଅବତାର ଅଟନ୍ତି l

ହନୁମାନ ହେଉଛନ୍ତି, ଏହି କଳି ଯୁଗର ସକ୍ରିୟ ଦେବତା ବୋଲି କୁହାଯାଏ l ଯଦି କୌଣସି ଭଗବାନ ଆପଣଙ୍କ ପୂଜାରେ ପ୍ରସନ ହୁଅନ୍ତି l ତେବେ ତାଙ୍କ ଠାରୁ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି, ପ୍ରଭୁ ହନୁମାନ l

ଆଉ ଯେଉଁ ମାନେ କିଛି ଅଶୁଭ ଶକ୍ତି ଦ୍ୱାରା ପ୍ରଭାବ ପକୋଉଥାଏ ତେବେ ଏହି ମନ୍ତ୍ର ଜପ କଲେ l ଅଶୁଭ ଶକ୍ତି ଠାରୁ ଦୂରେଇ ରହିବ l ପ୍ରଭୁ ହନୁମାନ ତାଙ୍କ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି l କେବଳ କିଛି ସମୟ ବାହାର କରି ରାତିରେ ଏହି ମନ୍ତ୍ରର ଜପ ଶୋଇବା ପୂର୍ବରୁ ଜପନ୍ତୁ l ଆପଣଙ୍କ ଜୀବନରେ ଯାହା ସବୁ ସମସ୍ୟା ରହିଛି l ଯାହା ସବୁ ପରିସ୍ଥିତି ରହିଛି ସବୁ ଦୂରେଇ ଯିବ l ଆପଣଙ୍କ ଜୀବନ ସୁଚାର ରୂପରେ ଚାଲିଥାଏ l

ହନୁମାନ ମହାରାଜ ଏହି କଳି ଯୁଗରେ l ଯେଉଁ ଠାରେ ଭଗବାନ ରାମଙ୍କର ନାମ ନିଆଯାଏ l ସେହି ଠାରେ ହନୁମାନ ଜି କ୍ଷଣ ମାତ୍ରେ ହିଁ ପଂହଁଚି ଯାଇଥାନ୍ତି l ଭକ୍ତମାନଙ୍କ ଇଚ୍ଛା ପୁରା କରିଥାନ୍ତି l କିନ୍ତୁ ମଙ୍ଗଳବାରଟି ହନୁମାନ ଜିଙ୍କର ଜନ୍ମ ହୋଇଥିଲା l ତେଣୁ କୁହାଯାଇଥାଏ କି – ସଙ୍କଟ କଟେୟ ମିଟେ ସବ ପିରା l ଜୋ ସୁମେରେଇ ହନୁମତ ବଲାବିରା l

ହନୁମାଜୀଙ୍କ ସ୍ମରଣ ମାତ୍ରେ ହୁଁ ସବୁ ସଙ୍କଟ ଦୂର ହଇଯାଏ l କଷ୍ଟ ଦୂର ହୋଇଯାଏ l ମାନସମ୍ମାନ ପ୍ରାପ୍ତ ହୋଇଥାଏ l ଏବଂ ଚାରି ଆଡେ ଖୁସିର ବାତାବରଣ ଦେଖାଯାଏ l ଶୋଇଲାବେଳେ ହନୁମାନଜିଙ୍କର ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ଦରକାର l ମନେ ରଖନ୍ତୁ ସ୍ତ୍ରୀ ହେଉ କି ପୁରୁଷ ହେଉ ସମସ୍ତେ ଏହି ମନ୍ତ୍ରକୁ ଜପ କରିବା ନିହାତି ଦରକାର l

କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଯେ ଏହି ମନ୍ତ୍ରର ଉଚ୍ଚାରଣ କରିବା ସମୟରେ ଆପଣ ଯେଉଁଠାରେ ବାସି ଥାନ୍ତୁ ନା କାହିଁକି ଚଳିବ l କିନ୍ତୁ ଆପଣଙ୍କ ଅନ୍ତର ଆତ୍ମାକୁ ଶୁଦ୍ଧି କରି କରିବାକୁ ପଡିବ l ସେହି ସମୟରେ କୌଣସି କଥା ଭାବନ୍ତୁ ନାହିଁ l ଶାନ୍ତ ହୋଇ ବସନ୍ତୁ ଓ ହାତ ଯୋଡି ବସନ୍ତୁ l ଏହି ମନ୍ତ୍ରଟି ହେଉଛି

ଓଁ ନମୋ ହନୁମତେ,ରୁଦ୍ରବତାରୟ, ବିଶ୍ଵ ରୂପାୟ ,
ଅମିତ ବିକ୍ରମାୟ,ପ୍ରକଟ ପରାକ୍ରାମୟ ,ମହାବଲ୍ଲବାୟ,
ସୂର୍ଯ୍ୟକୋଟି ସମରପ୍ରଭାୟ , ରାମ ଦୂତାୟ ସ୍ୱାହା ll
ଏହି ମନ୍ତ୍ରକୁ ଜପ କଲେ ଆପଣଙ୍କ ଜୀବନ ଖୁସିରେ କାଟିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।