ନୂଆ ବର୍ଷରେ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳରେ ନବ କଳେବର । ବିଦା ହୋଇପାରନ୍ତି ମନ୍ତ୍ରୀ ଅରୁଣ ସାହୁ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର । ଏଠି ଲୋକମାନେ ସରକାର ଚୟନ କରନ୍ତି। ତେଣୁ ସରକାର ହେଉଛନ୍ତି ଲୋକ ମାନଙ୍କର । ଏଠି ଅଲଗା ଥରେ ବିଜେତା ହେଲାପରେ ଆଉ ଦେଖା ନାହାନ୍ତି। ସେହିପରି ଆମ ଓଡିଶାରେ ଗୋଟିଏ ସରକାର ଏବଂ ଗୋଟିଏ ମନ୍ତ୍ରୀ ,ଗୋଟିଏ ଶାସନ ବ୍ୟବସ୍ଥା ଚାଲିଛି। କିନ୍ତୁ ଆମ ମୁଖ୍ୟ ମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳର ହୋଇପାରେ ଅଦଳବଦଳ ବା ନବକଳେବର। ୫ମ ଥର ନିର୍ବାଚନରେ ପ୍ରଥମ ଥର ପାଇ ଅଦଳବଦଳ । କିଏ ଯିବା ଆଉ କିଏ ଆସିବ ଠିକ ନାହିଁ।

ଆମ ଭାରତରେ ବହୁଦଳ ଶାସନ ବ୍ୟବସ୍ଥା ଚାଲିଛି । ତେଣୁ ବହୁତ ଦଳ ନିର୍ଵାଚନରେ ଯୋଗ ଦେଇଥାନ୍ତି। ପ୍ରତ୍ୟକ ଦଳର କଯ୍ୟକାଳ ୫ବର୍ଷ । ଏହି ୫ ବର୍ଷ ପରେ ପୁଣି ଥରେ ନିର୍ବାଚନ ହୁଏ ସେଥିରେ ଦଳ ଅଦଳବଦଳ ହେବା କଥା।

ଯଦି ଗୋଟିଏ ଦଳ ରହିବ ତେବେ ଶାସନରେ ବହୁତ ଅବହେଳା ଏବଂ ଅନ୍ୟାୟ ଦେଖାଦେବା। ସେହିପରି ଆମ ଓଡିଶାରେ ବହୁତ ଦିନ ହେଲାଣି ଗୋଟିଏ ସରକାର ଏବଂ ଗୋଟିଏ ଶାସନ। ତାଙ୍କ ମନ୍ତ୍ରୀ ମଣ୍ଡଳ ବି ସମାନ। ଯାହାଦ୍ୱାରା ବହୁତ କ୍ଷେତ୍ରରେ ଅବହେଳା ଆଉ କୁଶାସନ ଦେଖା ଦେଇଛି। ଆମ ମୁଖ୍ୟ ମନ୍ତ୍ରୀ ଯାହା ବି ନିଷ୍ପତି ନେଇଛନ୍ତି ଗ୍ରହଣୀୟ। ଆଉ କିଛି ମନ୍ତ୍ରୀ ଅଛନ୍ତି ଯେ କିଛି ବି ଜାଣିନାହାନ୍ତି କିନ୍ତୁ ସେ ବଡ ବଡ ମନ୍ତ୍ରୀ ଅଛନ୍ତି । ଯେଉଁଥିପାଇଁ ସବୁ କ୍ଷେତ୍ରରେ ଅସୁବିଧା ଦେଖା ଯାଉଛି।

ସେହିପରି ମନ୍ତ୍ରୀ ଅରୁଣ ସାହୁ ବି ଅଛନ୍ତି। ସେ ଉଚ୍ଚ ବିଭାଗର ଶିକ୍ଷା ମନ୍ତ୍ରୀ । ସେ ଆସିବା ଠାରୁ କିଛି ବି ପରିବର୍ତନ ଆସିନାହିଁ। ତେଣୁ ସମସ୍ତେଙ୍କୁ ଅଦଳବଦଳ ହେଉ । ଯାହାଦ୍ୱାରା ଯଦି କିଛି ପରିବର୍ତନ ହୋଇପାରେ। ଅରୁଣ ସାହୁ ମଧ୍ୟ ନିଷ୍ପାପ ଶିଶୁ ପରୀ ନିଖୋଜରେ ସାମିଲ ଅଛନ୍ତି। ଆହୁରି ମଧ୍ୟ ଶୁଣାଯାଉଛି ବିବାଦରେ ଥିବା ମନ୍ତ୍ରୀ ଏବଂ ଯେଉଁମାନେ ନଅନ ଫର୍ମରେ ଅଛନ୍ତି ସେମାନେ ଉପରେ ବି ପ୍ରଭାବ ପଡିପାରେ।

ଏହି ସମ୍ଭାବ୍ୟ ତାଲିକାଭୁକ୍ତ- ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ  ନାୟକ, ତୁଷାରାକାନ୍ତି ବେହେରା, ରଘୁନନ୍ଦନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା । ପରୀ ମାମଲାରେ ବିବାଦରେ ଥିବା ମନ୍ତ୍ରୀ ଅରୁଣ ସାହୁ ବି ବାଦ ପଡିବାରେ ଯଥେଷ୍ଟ ରହିଛି। ଏହି ସମୟରେ ଆଉ କିଛି ପରିବର୍ତନ ଜୋଇପାରେ।

କିନ୍ତୁ ଶ୍ରୀ ନବୀନଙ୍କ ମନ୍ତ୍ରୀମଣ୍ଡଳ ନବକଳେବର ସମୟରେ ସେ କିଛି ସରପ୍ରାଇଜ କାର୍ଡ ଖେଳି ପାରନ୍ତି । ଏହି ନିର୍ବାଚନରେ ଯେଉଁ ମନ୍ତ୍ରୀ ମଣ୍ଡଳ ଗଠନ କରାଯାଇଥିଲା ପୂର୍ବଥର ଠାରୁ ଭିନ୍ନ ଥିଲା । ସେଥିରେ ବିଜେପିର ପ୍ରଥମ ଥର ଜିତି ଥିବା ବିଧାୟକଙ୍କୁ ମନ୍ତ୍ରୀ ପଦରେ ପୁରସ୍କୃତ କରିଥିଲେ। କିନ୍ତୁ ଏବେ ପରିବର୍ତନର ସମୟ। ବାଦ ପଡି ପାରନ୍ତି ବଡ ନେତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।