ଘରର ମୁଖ୍ୟ ଦ୍ଵାର ସାମ୍ନାରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ନଚେତ ହୋଇଯିବେ ଭିକାରି

ଆମ ଓଡ଼ିଆ ସଂସ୍କୃତିରେ ଏମିତି କିଛି ଜିନିଷ ଅଛି ଯାହା ଦ୍ୱାରା ଆମକୁ ଧନ ପ୍ରାପ୍ତି ହୁଏ ଏବଂ ଆଉ କିଛି ଜିନିଷ ଦ୍ୱାରା ଘରେ ମାତା ଲଷ୍ମୀ ବି ଛାଡି ଚାଲି ଯାଆନ୍ତି l ଘରର ମୁଖ୍ୟ ଦ୍ୱାରରେ କେତେକ ଜିନିଷ ରଖିବା ଦ୍ୱାରା ଲଷ୍ମୀ ସେହି ଘରକୁ ପ୍ରବେଶ କରନ୍ତି ନାହିଁ l ସବୁବେଳେ ସମସ୍ୟା ଲାଗି ରହିଥାଏ l ଘରର ସୁଖ ଶାନ୍ତି ଚାଲି ଯାଇଥାଏ l ଧନର ମଧ୍ୟ ଅଭାବ ଦେଖା ଯାଇଥାଏ l ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟ ରେ l

ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ପରିସ୍କାର ରଖିବା ଉଚିତ l କାରଣ ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ l ଏବଂ ମାତା ଲଷ୍ମୀଙ୍କର ଆଗମନ ହୋଇଥାଏ l ଅନେକ ଲୋକମାନେ ଘରର ମୁଖ୍ୟ ଦ୍ୱାରରେ ବହୁତ ଗଛ ଲଗାଇଥାନ୍ତି l ସେହି ଗଛର ଛାଇ ମଧ୍ୟ ଘର ଉପରେ ପଡିଥାଏ l ଏହା କଲେ ଘରେ ଅଶୁଭ ହୋଇଥାଏ l

1.ବହୁତ ଲୋକ ମାନେ ମଧ୍ୟ ଘର ସାମ୍ନାରେ ଚପଲ ରଖି ଥାନ୍ତି l କିମ୍ବା ଅଳିଆ ଗଦା ବା ଡଷ୍ଟବିନ ଆଦି ରଖି ଥାନ୍ତି l ଏହା ରଖିବା ଦ୍ୱାରା ବହୁତ ଖରାପ ହୋଇ ଥାଏ l ସେହି ଘରକୁ କେବେ ମାତା ଲଷ୍ମୀଙ୍କ ଆସି ନଥାନ୍ତି l ଦ୍ୱାରା ସାମ୍ନାରେ ଚପଲ ରଖିବା ଦ୍ୱାରା ମାତା ଲଷ୍ମୀଙ୍କୁ ଅପମାନ ହୋଇ ଥାଏ l ସେଥି ପାଇଁ ଦ୍ୱାର ସାମ୍ନାରେ ଚପଲ ରଖା ଯାଏ ନାହିଁ l ସେହି ଘରକୁ ସବୁବେଳେ ନକାରାତ୍ମକ ଶକ୍ତି ଆସିଥାଏ l ଖୁସି ମଧ୍ୟ ନଷ୍ଟ ହୋଇ ଯାଇଥାଏ l

2.ଆପଣ ପ୍ରତ୍ୟକ ଦିନ ସ୍ନାନ ସରିଲା ପରେ ଘରର ଚାରି ଆଡେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ l ଏହା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ l ସବୁବେଳେ ମାତା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ l ଚପଲ ଓ ଚପଲ ଷ୍ଟାଣ୍ଡ ରଖିଲେ ଏହାକୁ ଘୋଡାଇ ରଖନ୍ତୁ l

3. ଘରର ମୁଖ୍ୟ ଦ୍ୱାରରେ ସବୁବେଳେ ଫୁଲ ମାଳ ଟଂଗାଇ ରଖନ୍ତୁ l ଏହା ଦ୍ୱାରା ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ଥାଏ l ଏବଂ ଘରେ କେବେ ବି ଧନର ଅଭାବ ଦେଖା ଯାଏ ନାହିଁ l

4.ଘର ସାମ୍ନାରେ କେବେ ବି ଝାଡୁ ଆଦି ରଖନ୍ତୁ ନାହିଁ l ଯଦି ଆମେ ଘର ସାମ୍ନାରେ ଝାଡୁ ରଖୁଛନ୍ତି, ତେବେ ଏହା ବହୁତ ଖରାପ ହୋଇଥାଏ l ଏହି ସବୁ ଜିନିଷକୁ ଆମେ ଯଦି ଘର ସାମ୍ନାରେ ନରଖିବା l ତାହେଲେ ଆମ ଘରେ କେବେବି ସୁଖ ଶାନ୍ତି ନଷ୍ଟ ହେବନି l ଧନର ମଧ୍ୟ ଅଭାବ ଘଟିବନି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।