ଦେଖନ୍ତୁ ଭିଡ଼ିଓ । JIO ଇଣ୍ଟରନେଟ ସ୍ପିଡ଼ ଏମିତି ବଢ଼ାନ୍ତୁ ବହୁତ ଫାଷ୍ଟ ଚାଲିବ ୧୦୦% ଗ୍ୟାରେଣ୍ଟି କାମ କରିବ

ତେବେ ଆଜି କାଲି ଦୁନିଆ ରେ ସ୍ମାର୍ଟ ଫୋନ୍ ସମସ୍ତେ ବ୍ୟବହାର କରୁଛନ୍ତି ଛୋଟ ରୁ ବଡ଼ ଜାଏ ସମସ୍ତେ ସ୍ମାର୍ଟ୍ ଫୋନ୍ ର ର ବ୍ୟବହାର କରୁଛନ୍ତି।ଆଉ ଯଦି ଆପଣ ଙ୍କ ସ୍ମାର୍ଟ୍ ଫୋନ୍ ରେ ସ୍ପିଡ ଇଣ୍ଟରନେଟ ନଥିବ ତେବେ ଆପଣ ସ୍ମାର୍ଟ୍ ଫୋନ୍ ର କୌଣସି ବି ଫାଇଦା ଉଠାଇ ପାରିବେ ନାହିଁ। ଅଧିକାଂଶ ଲୋକ ମାନଙ୍କ ର ଏହି ସମସ୍ୟା ଥାଏ ଯେ ସେମାନଙ୍କ ଫୋନ୍ ରେ ନେଟ ସ୍ପିଡ କାମ କରେ ନାହିଁ । ତେଣୁ ସେମାନେ ଅଧିକାଂଶ ସମୟ ସମସ୍ୟା ରେ ପଡି ଥାଆନ୍ତି। ତେବେ ଆଜି ଆମେ ଏହାର ଏକ ସମାଧାନ ବିଷୟ ରେ ଜାଣିବା ।

ଆଜି ଆମେ ଏମିତି ଏକ ନୂଆ ଓ ଜବରଦସ୍ତ ଟ୍ରୀକ୍ ବିଷୟ ରେ ଜାଣିବା ଯେଉଁ ଟ୍ରୀକ୍ ମାଧ୍ୟମ ରେ ଯଦି ଆପଣ ରିଲିଆଂଶ ଜିଓ ସିମ ବ୍ୟବହାର କରୁଛନ୍ତି ଆଉ ଆପଣ ଙ୍କ ନେଟୱର୍କ ବହୁତ୍ ସ୍ଲୋ ରହୁଛି ତେବେ ଏହି ଟ୍ରୀକ୍ ଦ୍ଵାରା ଆପଣ ଙ୍କ ଇଣ୍ଟରନେଟ ସ୍ପିଡ ବହୁତ୍ ହୋଇ ଯିବ ।

ତେବେ ପ୍ରଥମେ ଆପଣ ଗୁଗଲ ରେ ସ୍ପିଡ ଟେଷ୍ଟ ସର୍ଚ୍ଚ କରି ନିଅନ୍ତୁ ଓ ଆପଣ ଙ୍କ ନେଟ ସ୍ପିଡ ଜାଣି ନିଅନ୍ତୁ । ତେବେ ଏହି ଇଣ୍ଟରନେଟ ସ୍ପିଡ ବଢାଇବା ପାଇଁ ଆପଣ ଙ୍କୁ ନିଜ ମୋବାଇଲ ରେ ଏକ ନୂଆ ଆପ୍ଲିକେସନ୍ ଡାଉନଲୋଡ୍ କରିବା ପାଇଁ ପଡ଼ିବ ଯେଉଁ ଆପ୍ଲିକେସନ୍ ମାଧ୍ୟମ ରେ ଆପଣ ନିଜ ଜିଓ ଇଣ୍ଟରନେଟ ସ୍ପିଡ ବଢାଇ ପାରିବେ । ତେବେ ଏହି ଆପ୍ଲିକେସନ୍ ର ନାମ wrap ଅଟେ । ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରି ପାରିବେ ।

ତେବେ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରି ସାରିବା ପରେ ଆପଣ ଏହାକୁ ଶିମ୍ପିଲ୍ ଓପନ୍ କରନ୍ତୁ । ଏହାକୁ ଓପନ କରି ସାରିବା ପରେ ଆପଣ ଙ୍କୁ କିଛି ଆସେପ୍ଟ କରିବା ନୋଟିଫିକେଶନ ଆସିବ ଆଉ ଆପଣ ଏହାକୁ ସିମ୍ପିଲ ଆସେପ୍ଟ କରନ୍ତୁ । ଏହା ପରେ ଆପଣ ଙ୍କ ସ୍କିନ ଏକ ଅନ୍ କରିବା ଅପ୍ସନ୍ ଆସିବ ଓ ଏହାକୁ ଆପଣ ଅନ୍ କରନ୍ତୁ ।

ଏହାକୁ ଆପଣ ଅନ୍ କରି ସାରିବା ପରେ ଆପଣ ଙ୍କ ମୋବାଇଲ ଇଣ୍ଟରନେଟ ସ୍ପିଡ ବହୁତ୍ ଅଧିକ ହୋଇଯିବ ବା ବଢିଯିବ। ଆଉ ଆପଣ ଏହାକୁ ଗୁଗଲ ରେ ସର୍ଚ୍ଚ କରି ମଧ୍ୟ ଜାଣି ପାରିବେ । ଆଉ ଏହି ଆପ୍ଲିକେସନ୍ କୁ ଆପଣ ନିଜ ମୋବାଇଲ ର ପ୍ଲେ ଷ୍ଟୋର ରୁ ଡାଉନଲୋଡ୍ କରି ପାରିବେ ତେବେ ଏହି ଆପ୍ଲିକେସନ୍ ଦ୍ଵାରା ଆପଣଙ୍କର ଇଣ୍ଟରନେଟ୍ କୁ ଅଧିକ ସୁରକ୍ଷିତ ଏବଂ ବ୍ୟକ୍ତିଗତ କରି ପାରିବେ ।ତେବେ ଆଜି ହିଁ ଆପଣ ଏହାକୁ ଡାଉନଲୋଡ୍ କରନ୍ତୁ ଓ ଏହା ମାଧ୍ୟମ ରେ ଅଧିକ ବ୍ୟକ୍ତିଗତ ଇଣ୍ଟରନେଟ୍ ର ସୁବିଧା ପାଆନ୍ତୁ ।

ଏହା ବହୁତ୍ ସହଜ ଅଟେ। ଆପଣ ବ୍ୟବହାର କରୁଥିବା ସ୍ମାର୍ଟ୍ ମୋବାଇଲ୍ ଫୋନ୍ ପାଇଁ ଏହା ସର୍ବୋତ୍ତମ ଉପଯୋଗୀ କୌଶଳ ଅଟେ ।