ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଏହି ଗୋଟିଏ ଗୁଜୁରାତି ଦେଖନ୍ତୁ ଆଶ୍ଚର୍ଯ୍ୟ ଜଣକ ଫାଇଦା….

ଆମର ରୋଷଇ ଘରେ ସାଧାରଣତଃ ଗୁଜୁରାତି ରହିଥାଏ l ଗୁଜୁରାତିକୁ ଆମେ ଆମର ଖାଦ୍ୟରେ ମିଶାଇ ଖାଇଲେ l ଆମର ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ l ଗୁଜୁରାତିକୁ ଆମେ ବିଭିନ୍ନ ପ୍ରକାରର ରୋଷଇ କାର୍ଯ୍ୟରେ ବ୍ୟବହାର କରି ଥାଉ l ଆମେ ଗୁଜୁରାତିକୁ ମିଠା ତିଆରି କରିବାରେ ଓ ଚାହା ତିଆରି କଲା ବେଳେ ମଧ୍ୟ ବ୍ୟବହାର କରାଯାଏ l ଏହି ଗୁଜୁରାତିର ମଧ୍ୟ କିଛି ଉପକାରିତା ରହିଛି l ତେବେ ଆସନ୍ତୁ ଜାଣିବା ଏହି ଗୁଜୁରାତିର ଉପକାରିତା ବିଷୟରେ l

ଗୁଜୁରାତିକୁ ଲୋକମାନେ ଖାଇ ସରିଲା ପାରେ l ଆମ ପାଟି ବାସ୍ନା ନ ହେବା ପାଇଁ ଆମେ ଗୁଜୁରାତିକୁ ସେବନ କଲେ l ଆମ ପାଟି ଆଉ ବାସ୍ନା ହେବନାହିଁ l ଏହି ସାଧାରଣ ଦେଖା ଯାଉଥିବା ଗୁଜୁରାତିର ବହୁତ ଔଷଧୀୟ ଗୁଣ ରହିଛି l

1. ଏହି ଗୁଜୁରାତିକୁ ରାତିରେ ପାଣି କିମ୍ବା କ୍ଷୀର ସହ ମିଶାଇ ପିଇଲେ l ଏହା ଚମତ୍କାରୀ ଫାଇଦା ଦେଇଥାଏ l କୋଷ୍ଠକାଠିନ୍ୟର ସମସ୍ୟା ଅଛି କିମ୍ବା ହଜମ କ୍ରିୟାରେ ହଜମ ହୋଇ ନଥାଏ ଓ ଗ୍ୟାସ କିମ୍ବା ଏସିଡ଼ିଟି ହୋଇଥିଲେ ଓ ଖଟା ହାକୁଟି ହେବାର ସମସ୍ୟା ରହି ଥାଏ l

2. ଆପଣ ପ୍ରତି ଦିନ ରାତିରେ ଗୋଟିଏ ଗ୍ଲାସ ପାଣିରେ ଦୁଇଟି ଗୁଜୁରାତିକୁ ଗୁଣ୍ଡ କରି ପାଣିରେ ମିଶାଇ ପିଇଲେ l ହଜମ କ୍ରିୟା ସହିତ ସବୁ ସମସ୍ୟାରୁ ମୁକ୍ତି ପାଇ ଥାନ୍ତି l

3.ଏହା ଆମର ପେଟର ଚର୍ବିକୁ ମଧ୍ୟ କମାଇ ଥାଏ l ଯଦି ମୋଟା ପଣ ସମସ୍ୟାରୁ ଚିନ୍ତିତ ଅଛନ୍ତି l ତେବେ ଓଜନ ହ୍ରାସ କରିବା ପାଇଁ ଗୁଜୁରାତିରେ ଯେଉଁ ପୋଟାସିୟମ,ଭିଟାମିନ -B1 ଏବଂ ଭିଟାମିନ -B6 ଅଛି l ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ l

4.ଆପଣ ରାତିରେ ଶୋଇଲାବେଳେ ଦୁଇଟି ଗୁଜୁରାତିର ସେବନ କରି ଗୋଟେ ଗ୍ଲାସ ଉଷୁମ ପାଣି ପିଅନ୍ତୁ l ଏମିତି ଗୋଟିଏ ମାସ ପିଇଲେ ଆପଣଙ୍କ ଓଜନ କମିବାରେ ଲାଗିବ l

5. ଆପଣଙ୍କର ଯଦି କେଶ ଝଡିବାର ସମସ୍ୟା ରହିଛି l ତେବେଆପଣଙ୍କ କେଶ ଝଡ଼ିବାକୁ କମ କରିଥାଏ l ତେବେ ଆପଣ ପ୍ରତି ଦିନ ରାତିରେ କ୍ଷୀର ଏବଂ ଉଷୁମ ପାଣିରେ ଗୁଜୁରାତିର ଗୁଣ୍ଡକୁ ପକାଇ l ଏହାକୁ ଛଅ ମାସ ପର୍ଯ୍ୟନ୍ତ ସେବନ କଲେ l କେଶକୁ ମୂଳରୁ ମଜବୁତ କରାଏ l ଏବଂ କେଶ ଝାଡ଼ିବା ବନ୍ଦ ହୋଇ ଯାଏ l

6.ଏହା ରୁପି ସମସ୍ୟାରୁ ମଧ୍ୟ ଦୂର କରି ଥାଏ l ଏହା ମଧ୍ୟ ରକ୍ତ ସଂଚାଳନ ଭଲରେ ହୋଇଥାଏ l ପ୍ରତି ଦିନ ରାତିରେ କ୍ଷୀର ଓ ପାଣି ସହିତ ମିଶାଇ ପିଇଲେ l ଏହା ରକ୍ତସଂଚଳନା ଭଲ କରିଥାଏ l ରକ୍ତ ମଧ୍ୟ ସଫା ହୋଇଥାଏ l ଚେହେରାରେ ମଧ୍ୟ ଚମକ ଆସିଥାଏ l

ଏହି ଗୁଜୁରାତିର ଆହୁରି ମଧ୍ୟ ବହୁତ ଉପକାର ଆମକୁ ମିଳି ପାରିବ l ଆମେ ଯଦି ଏହାକୁ ସଠିକ ମାଧ୍ୟମରେ କାର୍ଯ୍ୟରେ ଲଗାଇଲେ ବହୁତ ଭଲ ଫଳ ପାଇପାରିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।