Online ମିଟିଂ ବେଳେ ସେ-କ୍ସ କରୁଥିଲେ ସରକାରୀ ଅଧିକାରୀ – ତା ପରେ ଯାହା ହେଲା ଜାଣିଲେ ମୁଣ୍ଡ ତଳକୁ ହୋଇଯିବ ! ଭିଡ଼ିଓ ହେଉଛି ଭାଇରାଲ….

ଲକ୍ ଡାଉନ୍ ପରେ ଡିଜିଟାଲ ପ୍ଲାଟଫର୍ମ ର ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ଅନ୍ ଲାଇନ୍ ସେକ୍ଟର ରେ ଲୋକେ ତାଙ୍କର ଅଧିକାଂଶ କାମକୁ କରିବାରେ ଲାଗିଛନ୍ତି। କରନା ସଂକ୍ରମଣ କାରଣରୁ ସମଗ୍ର ଦେଶରେ ପ୍ରାୟ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥା ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଇଛି।

ଆଉ ଏସବୁ ର ସମସ୍ୟା ର ସମାଧାନ ପାଇଁ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ସେମାନଙ୍କ ଅଫିସିଆଲ୍ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଅନଲାଇନ ଭିଡ଼ିଓ କନ୍ଫରେନ୍ ଆପର ସାହାଯ୍ୟ ନେଉଛନ୍ତି।ଆଉ ଶିକ୍ଷା କ୍ଷେତ୍ରରେ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟ ଏହାର ବହୁଳ ବ୍ୟବହାର ହେବାରେ ଲାଗିଛି।

ତେବେ ସେହି ଆପ୍ ଗୁଡ଼ିକ ମଧ୍ୟରୁ ଜୁମ ଆପ ଏବଂ ଗୁଗୁଲ ମିଟ୍ ଅପ୍ ର ଚାହିଦା ଅଧିକ ରହିଛି। ତେବେ ଏହି ଆପ ରେ ଭିଡିଓ କନ୍ଫରେନେ ସମୟରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କୁ ଲଜ୍ୟାବୋଧ ହେବ ଏବଂ ନିଜକୁ ବହୁତ୍ ଖରାପ୍ ମଧ୍ୟ ଅନୁଭବ ହେବ। କାରଣ ଘଟଣା ଟି କିଛି ସେହିପରି।

ତେବେ ଏହି ଘଟଣାଟି ଘଟିଛି ପିଲିଫାଇନ୍ସ ର ଜଣେ ସରକାରୀ କର୍ମଚାରୀ ଙ୍କ କ୍ଷେତ୍ରରେ। ଏଠାରେ ସରକାରୀ ବିଭାଗ ପକ୍ଷରୁ ସମସ୍ତଙ୍କୁ ଯୁମ୍ ଆପ ମାଧ୍ୟମରେ ଯୋଗ ଦେବାକୁ କୁହା ଯାଇଥିଲା।ଆଉ ଏହି ସମୟରେ ଜଣେ କାଉନସିଲର ମଧ୍ୟ ଏହି ମିଟିଂ ରେ ଜୁମ୍ ଆପ ରେ ଯୋଗ ଦେଇଥିଲେ।ଆଉ ଏହି ସମୟରେ ସେ ତାଙ୍କ ମୋବାଇଲ୍ ଆପ ର କ୍ୟାମେରା ଅପ୍ସନ୍ କୁ ବନ୍ଦ କରିବାକୁ ଭୁଲି ଯାଇଥିଲେ।

ଆଉ ଠିକ୍ ଏହି ସମୟରେ ସେ ତାଙ୍କ ରୁମ୍ ର ଗୋଟିଏ କୋଣରେ ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ କାର୍ଯ୍ୟ ତଥା ପ୍ରେମଲାପ କରିବାରେ ବ୍ୟସ୍ତ ହୋଇ ଯାଇଥିଲେ।ସେ ଏହା ଭୁଲି ଯାଇଥିଲେ କି ମୋବାଇଲ୍ ରେ କ୍ୟାମେରା ଅପ୍ସନ୍ କୁ ସେ ବନ୍ଦ କରି ନାହାନ୍ତି।ଆଉ ଏହି ସମୟରେ ତାଙ୍କର ଏହି କାର୍ଯ୍ୟ କଲାପ ର ଭିଡିଓ କୁ ସେହି ମିଟିଂ ରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟ ମାନେ ଦେଖିଥିଲେ।

ଯେତେବେଳେ ମିଟିଙ୍ଗ ଟି ଆରମ୍ଭ ହୋଇଥିଲା ଓ ଏଥିରେ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ସେତେବେଳେ ସେମାନେ ଏହି କାଉଁସିଲର ଙ୍କ କର୍ମଚାରୀ ସହ ସେକ୍ସ କରୁଥିବା ର ଭିଡ଼ିଓ ଦେଖି ତାହାକୁ ରେକର୍ଡ କରିଥିଲେ।ପରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଥିଲା।ଏହାପରେ ଉକ୍ତ ସରକାରୀ କର୍ମଚାରୀଙ୍କୁ ଚାକିରି ରୁ ନିଲମ୍ବିତ ମଧ୍ୟ କରା ଯାଇଥିଲା। ମିଟିଂ ସମୟରେ ଏଭଳି କାର୍ଯ୍ୟ ନକରିବା ପାଇଁ ମଧ୍ୟ ସମସ୍ତଙ୍କୁ ସଚେତନ କରା ଯାଇଥିଲା।

ଏପରି ଘଟଣା ଦ୍ଵାରା ଏହା ଜନସାଧାରଣ ଙ୍କ ଉପରେ ଏକ ଖରାପ୍ ପ୍ରଭାବ ପକାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।