ସରକାରୀ ସ୍କୁଲ୍ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର । ଆପଣଙ୍କ ପିଲା ସ୍କୁଲ ରେ ପଢୁଥିଲେ ନିଶ୍ଚୟ ଦେଖନ୍ତୁ….

ଏବେ ଏବେ ଆସିଛି କିଛି ବଡ଼ ଅପଡେଟ ଯାହା ସରକାରୀ ସ୍କୁଲ୍ ପିଲା ମାନଙ୍କ ପାଇଁ । ସରକାରୀ ସ୍କୁଲ୍ ମାନଙ୍କ ରେ ପଡୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଏକ ଖୁସି ଖବର ଯାହା ସେମାନଙ୍କ ପାଠ ପଢା ପାଇଁ ଆହୁରି ଅଧିକ ସହାୟକ ହେବ। ଯେକୌଣସି ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ହାୟର ଷ୍ଟଡି ପାଇଁ ମନ ବଳେଇ ପାରିବେ ।ତେବେ ପୂର୍ବରୁ ପଛୁଆ ବର୍ଗ ର ପିଲା ମାନଙ୍କ ପାଇଁ ଓ ଶାରିରୀକ ଅକ୍ଷମ ପିଲା ମାନଙ୍କ ପାଇଁ ସରକାରୀ କଲେଜ୍ ମାନଙ୍କ ରେ ସିଟ୍ ସଂରକ୍ଷଣ ହୋଇ ରହୁ ଥିଲା ।

ତେବେ ଏବେ ଏକ ପ୍ରସ୍ତାବ ଅନୁମୋଦନ ହୋଇଛି ଯେଉଁ ପ୍ରସ୍ତାବ ଅନୁସାରେ ସରକାରୀ ବିଦ୍ୟାଳୟ ରେ ପାଠ ପଢୁଥିବା ପିଲା ମାନଙ୍କ ପାଇଁ ବର୍ତ୍ତମାନ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ ମାନଙ୍କ ରେ ସିଟ୍ ସଂରକ୍ଷଣ ହୋଇ ରହିବ ।

ତେବେ ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ଙ୍କ ଏହି ଉଦବୋଧନ ସରକାରୀ ସ୍କୁଲ ରେ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଅଧିକ ଆଗ୍ରହ ବଢାଇବା ରେ ସହାୟକ ହେବ ।ତେବେ ରାଜ୍ୟ ପରିଷଦ ବୈଠକ ପକ୍ଷରୁ ଆସୁଥିବା ସବୁ ନିଷ୍ପତି ମାନଙ୍କୁ ରୁ ଏହି ନିଷ୍ପତି ଟି ସବୁଠୁ ବଡ଼ ନିଷ୍ପତି ବୋଲି କୁହା ଯାଉଚି । ବିଜେଡି ରାଜ୍ୟ ପରିଷଦ ରେ ଆସିଥିବା ଏହି ପ୍ରସ୍ତାବ କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ତେବେ ଏହି ପ୍ରସ୍ତାବ ବ୍ୟତୀତ ପଛୁଆ ବର୍ଗ ଲୋକ ମାନଙ୍କ ପାଇଁ ମଧ୍ୟ ଏକ ନିଷ୍ପତି ଅନୁମୋଦନ କରାଯାଇ ଅଛି । ଏହି ପଛୁଆ ବର୍ଗ ସର୍ଭେ ସମ୍ପର୍କ ରେ ଯେଉଁ ପ୍ରସ୍ତାବ ଆସିଛି ତାହା ସାମାଜିକ କ୍ଷେତ୍ର ରେ ନ୍ୟାୟ ପ୍ରତିଷ୍ଠା ଦିଗରେ ଏକ ମାଇଲଖୁଣ୍ଟ ସଦୃଶ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହିତ ମହିଳା ସଶକ୍ତି କରଣ ସମ୍ପର୍କ ରେ ମଧ୍ୟ ଏକ ନୂଆ ନିଷ୍ପତି ଆସିଛି । ତେବେ ମହିଳା ସଶକ୍ତି କରଣ ସମ୍ପର୍କ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳ ରୂପେ କାର୍ଯ୍ୟକାରୀ କରିବାକୁ ସମ୍ପୂର୍ଣ ରୂପେ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଏତିକି ନୁହେଁ ନୁହେଁ ରାଜ୍ୟ ରାଜ୍ୟ ପରିଷଦ ବୈଠକ ପକ୍ଷରୁ ଆସୁଥିବା ସମସ୍ତ ନିଷ୍ପତି କୁ ସଫଳ ରୂପେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏତତ୍ ବ୍ୟତୀତ ବିଜେଡି ରାଜ୍ୟ ପରିଷଦ ବୈଠକରେ ସମାଜ ରେ ହେଉଥିବା ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଦୁର୍ନୀତି ସମାଜ ର ବିକାଶ କ୍ଷେତ୍ର ରେ ଏକ ବଡ ଶତ୍ରୁ । ତେବେ ଦୁର୍ନୀତି ବିରୋଧ ରେ ଲଢେଇ ପାଇଁ ଆମ ସରକାର ବିଶ୍ୱାସ କରନ୍ତି । ଆଉ ଆଗକୁ ଏହି ଲଢେଇ ଜାରି ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।