କାହାର ଉଦୟ ନାହିଁ କି ଅସ୍ତ ବି ନାହିଁ ? ୯୯% ଲୋକ ଉତ୍ତର ଦେବାରେ ଫେଲ । ଦମ ଅଛି ତ ଉତ୍ତର ଦେଇ ଦେଖାଅ ??

ଆଜି ଆମେ ଦେଖିବା କିଛି ସହଜ ଓ ସରଳ ପ୍ରଶ୍ନ ଓ ଏହାର ଉତ୍ତର।ଏହି ସବୁ ପ୍ରଶ୍ନ ଦ୍ଵାରା ଆପଣ ଙ୍କ ସାଧାରଣ ଜ୍ଞାନ ବଢ଼ାଇବାରେ ସହାୟତା କରିବ । ବେଳେ ବେଳେ ଆମେ ସବୁ ପ୍ରଶ୍ନ ଉତ୍ତର ଜାଣି ମଧ୍ୟ ହଠାତ୍ ଦେଇ ପାରି ନଥାଉ ।ଏହା ଅତି ସାଧାରଣ ପ୍ରଶ୍ନ ହୋଇଥାଏ। ତେବେ ଆଜି ଆମେ ସେମିତି କିଛି ସାଧାରଣ ଓ ସରଳ ପ୍ରଶ୍ନ ବିଷୟ ରେ ଜାଣିବା ଏହା ସହିତ ଏହାର ଉତ୍ତର ମଧ୍ୟ ଦେଖିବା।ତେବେ ଏହି ପ୍ରଶ୍ନ ସବୁ ର ଉତ୍ତର ଦେବା ପାଇଁ ଆପଣ ଚେଷ୍ଟା କରନ୍ତୁ ।

୧- କେଉଁ ଭାଷା ଟି କର୍ଣ୍ଣାଟକ ର ରାଜ୍ୟ ଭାଷା ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କନ୍ନଡ

୨- ମରାଠୀ ଭାଷା ଟି କେଉଁ ରାଜ୍ୟ ର ଭାଷା ଅଟେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ମହାରାଷ୍ଟ୍ର ।।

୩- କେଉଁଟି ଖ୍ରୀଷ୍ଟିଆନ ଧର୍ମ ର ଏକ ପବିତ୍ର ଗ୍ରନ୍ଥ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ବାଇବେଲ ।।

୪- ହୀରାକୁଦ କଣ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ନଦୀ ବନ୍ଧ ।।

୫- କେଉଁ ନଦୀ କୂଳ ରୁ ମହେଞ୍ଜୋଦର୍ ଓ ହରପ୍ପା ନଗର ଦୁଇଟି ର ଧ୍ୱଂସବିସ ହୋଇ ଥିଲା ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସିନ୍ଧୁ ।।

୬- କେଉଁ ଟି ଚାଷ କାର୍ଯ୍ୟ ରେ ବ୍ୟବହାର କରାଯାଏ ନାହିଁ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସିଡି

୭- ଆଖୁ କୂଳ ବସିଥିବା ଅଞ୍ଚଳ ରେ କେଉଁ କଳ ବସି ଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଚିନି କଳ

୮- ଏମାନଙ୍କ ମଧ୍ୟରୁ ଭିନ୍ନ ମନ୍ଦିର ଟି କେଉଁଟି ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ତାରିଣୀ ମନ୍ଦିର କାରଣ ତାରିଣୀ ମା ଦେବୀ ଅଟନ୍ତି ।।

୯- ଏମାନଙ୍କ ମଧ୍ୟରୁ ଅଲଗା ପରିବା କୁ ଚିହ୍ନଟ କର?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଆଳୁ କାରଣ ଆଳୁ ମାଟି ତଳେ ହୋଇଥାଏ ।।।

୧୦- କେଉଁ ପ୍ରକାର ଖାଦ୍ୟ ରୋଗ କୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଜୀବ ସାର ।।

୧୧- ଖାଇବା ଲୁଣ ରେ କେଉଁ ପ୍ରକାର ଖାଦ୍ୟ ଥାଏ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଧାତୁ ସାର

୧୨- କିଏ ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ପତ୍ର

୧୩- ବାରବାଟି ଦୁର୍ଗ କେଉଁ ଠାରେ ଅବସ୍ଥିତ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କଟକ

୧୪- କୁଆପଥର ଜଳ ର କେଉଁ ଅବସ୍ଥା କୁ ବୁଝାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କଠିନ ଅବସ୍ଥା କୁ

୧୫- ପୂର୍ଣ୍ଣିମା ଠାରୁ ପ୍ରତ୍ୟେକ ଦିନ କେତେ ମିନିଟ୍ ଡେରି ରେ ଚନ୍ଦ୍ର ଉଦୟ ହୁଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ୪୮ ମିନିଟ୍

୧୬- ଧ୍ରୁବ ତାରା ଆକାଶ ର ସବୁଦିନ କେଉଁ ଦିଗ ରେ ରୁହେ ?
ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଉତ୍ତର ଦିଗରେ ।।

୧୭- କାହାର ଉଦୟ ନାହିଁ କି ଅସ୍ତ ବି ନାହିଁ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଧ୍ରୁବ ତାରା

୧୮- ପୂର୍ଣ୍ଣିମା ଠାରୁ ଅମାବାସ୍ୟା ୧୫ ଦିନ କୁ କଣ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କୃଷ୍ଣ ପକ୍ଷ

୧୯- ଅମାବାସ୍ୟା ଠାରୁ ପୂର୍ଣ୍ଣିମା ୧୫ ଦିନ କୁ କଣ କୁହାଯାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଶୁକ୍ଳ ପକ୍ଷ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।