ଦେଖନ୍ତୁ ଭିଡିଓ – ଜଣଙ୍କର ବାପା ହୋଇଥିଲେ ମଧ୍ୟ ଆଉ ଜଣଙ୍କ ସ୍ତ୍ରୀ ସହିତ ରୋମାନ୍ସ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅନ୍ତରଙ୍ଗ ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି…

ଦୁନିଆ ଯେତେ ଆଗେଇଲେ ମଧ୍ୟ କଣ ହେବ, ଅନେକ ଲୋକ ତାଙ୍କର ପ୍ରକୃତି ଏବେବି ବଦଳାଉ ନାହାନ୍ତି।ଆଉ କିଛି ଏଭଳି ନୈତିକତା ହୀନ ମଣିଷ ମାନେ ଥାଆନ୍ତି ଯେଉଁ ମାନଙ୍କ ଖରାପ୍ କାର୍ଯ୍ୟ ପାଇଁ ସାରା ମାନବ ସମାଜ ଲଜ୍ଜିତ ହୋଇଥାଏ।ବେଳେବେଳେ ମଣିଷ ନିଜର ଉପସ୍ଥିତ ବୁଦ୍ଧି ହରାଇ ବିଚଳିତ ହୋଇ ଯାଇଥାଏ କାମନା ଓ ବାସନା ଆଗରେ।ସେହି ସମୟରେ ମନ ଏକାସାଙ୍ଗରେ ଅନେକ ଇନ୍ଦ୍ରିୟ ସହିତ ରହିଥାଏ ଏବଂ ଆମେ ଏକା ସାଙ୍ଗରେ ଏକାଧିକ ଇନ୍ଦ୍ରିୟ ସହିତ କାମ କରୁ, ଫଳରେ ନିଜର ସଂଯମତା କୁ ଭୁଲି ଖରାପ୍ ଦିଗରେ ନିଜକୁ ନେଇଥାଉ।

ଏହିପରି ଏକ ଦୁଷ୍ଟ ମନ ଗୋଟିଏ ଅର୍ଥରୁ ଅନ୍ୟ ଅର୍ଥକୁ ଏତେ ଦ୍ରୁତ ଗତିରେ ଚାଲିଥାଏ ଏବଂ ଆମେ ଅନୁଭବ କରୁ ଯେ ଆମେ ଏକାସାଙ୍ଗରେ ଅଧିକ ଇନ୍ଦ୍ରିୟ ସହିତ କାର୍ଯ୍ୟ କରୁଛୁ। ତେବେ ଆମକୁ ନିଜର ସଂଯମତା ରକ୍ଷା କରିବାକୁ ପଡ଼ିବ।ତେବେ ବେଳେ ବେଳେ ମଣିଷର କାମ ବାସନା ର ସୀମା ଟପି ଯାଇଥାଏ।

ଆଉ ସେତେବେଳେ ଅନୈତିକ ସମ୍ପର୍କ ର ଶେଷ ପରିଣାମ ଭୟଙ୍କର ହୋଇଥାଏ ଜାଣି ମଧ୍ୟ ମଣିଷ ଏହାକୁ ଅଟକାଇ ପାରି ନଥାଏ। ତାପରେ ଆଜିର ସମାଜରେ ଏହି ଭଳି ସମ୍ପର୍କର କୌଣସି ସୀମା ନାହିଁ। ଯିଏ ଯେମିତି ପାରୁଛି ସମ୍ପର୍କ କୁ ବଢ଼ାଉଛି।କେହି ବି ସାମାଜିକ କଟକଣା କୁ ମାନିବାକୁ ନାରାଜ। ଯିଏ ଯାହା ଇଚ୍ଛା ତାହା କରିବାରେ ବ୍ୟସ୍ତ।

ଆଉ ଏହି ସମୟରେ ବୃଦ୍ଧି ପାଉଛି ଅନୈତିକ ସମ୍ପର୍କ। କୁହାଯାଏ ପ୍ରେମ ସବୁଠୁ ବଳବାନ। ଏହା କୌଣସି ସାମାଜିକ କଟକଣା କୁ ମାନି ନଥାଏ। ବେଳେ ବେଳେ ସମ୍ପର୍କ ର ସମସ୍ତ ସୀମା କୁ ଟପି ଯାଇ ଏହି ପ୍ରେମ ସମ୍ପର୍କ। କିନ୍ତୁ ପ୍ରେମର ଆଖ୍ୟା ଦିଆ ଯାଉଥିବା ସବୁ ସମ୍ପର୍କ ପ୍ରେମ ସମ୍ପର୍କ ନୁହେଁ। କାରଣ କେବଳ କାମନା ବାସନା କୁ ଚରିତାର୍ଥ କରିବା ପାଇଁ କିଛି ଲୋକ ଏହିଭଳି ସମ୍ପର୍କର ଡୋର ତିଆରି କରନ୍ତି। ଏହି ଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି।

ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ। କାରଣ ଘଟଣାଟି ସେମିତି। ଏଠାରେ ଜଣେ ବୃଦ୍ଧ ଙ୍କ ରାସଲୀଳା ର ଭିଡିଓ ଦେଖିବାକୁ ମିଳୁଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରଲ୍ ହେବାରେ ଲାଗିଛି। ବୃଦ୍ଧ ମଉସା ଜଣଙ୍କ ଜଣେ ମହିଳା ଙ୍କୁ ଧରି ତାଙ୍କୁ କୁଣ୍ଢାଇ ଚୁମ୍ବନ କରୁଥିବାର ଦେଖିବାକୁ ମିଳିଛି।ସେ ଆଖ ପାଖର ପରିବେଶ କୁ ନଦେଖି ସତେ ଯେମିତି ପ୍ରେମାଲାପ ରେ ମଜ୍ଜି ଯାଇଛନ୍ତି।

କୋଳରେ ବସାଇ ମହିଳା ଜଣଙ୍କୁ ସେ ପ୍ରେମ କରି ଚାଲିଛନ୍ତି। ଆଉ ଏହି ସମୟରେ ତାଙ୍କର ଏହି ପ୍ରେମାଲାପ କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ଏହା ଖୁବ୍ ଭାଇରଲ ହେବାରେ ଲାଗିଛି। ତେବେ ଏଠାରେ କହିବା କଥା ହେଉଚି ଏସବୁ କରିବା ପୂର୍ବରୁ ଥରେ ପାରିପାର୍ଶ୍ବିକ ସ୍ଥିତି ଉପରେ ନଜର ପକାଇବା କଥା। ଏବଂ ଯେଉଁମାନେ ଏସବୁ କୁ ରେକର୍ଡ କରି ପୋଷ୍ଟ କରୁଛନ୍ତି ସେମାନେ ବି ଇଣ୍ଟରନେଟ୍ ର ଉପଯୁକ୍ତ ବ୍ୟବହାର କରିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।