ଏହି ଅଭିନେତ୍ରୀ ମାନେ ବାହାଘର ପୂର୍ବରୁ ନିଜ Boyfriend ଠାରୁ ହୋଇଛନ୍ତି ପ୍ରେଗ୍ନାଣ୍ଟ । ୩ ନମ୍ବର ତ କେବେଠୁ….

ଅଭିନୟ ଦୁନିଆ ରେ ବହୁ ଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି। ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଏକଦା ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଥିଲେ। ଯାହା ପାଇଁ ଏହି ଅଭିନେତ୍ରୀ ମାନେ ଅନେକ ସଫଳତା ସାଉଁଟି ଛନ୍ତି।ଆପଣମାନେ ଜାଣିଥିବେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।

ଆପଣ ବଲିଉଡ୍ ଓ ଟିଭି କଳାକାର ମାନଙ୍କୁ ତାଙ୍କ ଅଭିନୟରେ ଦେଖୁଛନ୍ତି, ସେମାନେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେମାନେ ତାଙ୍କର ବାସ୍ତବ ଜୀବନରେ ନିଜକୁ ଅତିବାହିତ କରି ପାରି ନଥାନ୍ତି।

ତେବେ ସେମାନଙ୍କର ରହସ୍ୟ ହେଉ କି ଜୀବନର ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି କେଁ ରହିଥାଏ ସେମାନଙ୍କ ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ। ତେବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କର କିଛି ଗୁପ୍ତ ରହସ୍ୟ ଆପଣ ମାନଙ୍କୁ ଜଣା ନଥିବ।ତେବେ ଆଜିର ଏହି ଲେଖାରେ ଆମେ ଜାଣିବା ଯେ ବଲିଉଡ୍ ରେ ଏମିତି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇ ସାରିଛନ୍ତି।

୧) ସାରିକା ହାସନ୍- ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସାଉଥ ହିରୋ କମଲ୍ ହାସନ୍ ଙ୍କ ପତ୍ନୀ।ସେ ବିବାହ ପୂର୍ବରୁ ମାଆ ହେବାକୁ ଯାଉଥିଲେ।ପରେ ଆବୋଶନ କରିବା ପରେ ସେ କମଳ ହାସନଙ୍କୁ ବିବାହ କରିଥିଲେ। ଅଭିନେତ୍ରୀ ଶ୍ରୁତି ହାସନ୍ ଏବଂ ଅକ୍ସରା ହାସନ ହେଉଛନ୍ତି ତାଙ୍କର ଦୁଇ ଝିଅ।

୨) ଅମୃତା ଆରୋରା- ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମଲ୍ଲିକା ଆରୋରାଙ୍କ ଭଉଣୀ।ସେ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇ ସାରିଥିଲେ ତାଙ୍କ ବୟ ଫ୍ରେଣ୍ଡ୍ ଶକିଲ ଙ୍କ ଦ୍ଵାରା।ପରେ ସେ ତାଙ୍କ ବୟ ଫ୍ରେଣ୍ଡ୍ କୁ ହିଁ ବିବାହ କରିଥିଲେ ୨୦୦୯ ମସିହାରେ।

୩) କୋଙ୍କଣା ସେନ୍- କୋଙ୍କଣା ସେନ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହୋଇ ସାରିଥିଲେ।ପରେ ସେ ରଣବିର ସୋରିଙ୍କୁ ବିବାହ କରିଥିଲେ ଓ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଟି ନଥିଲା।ତେବେ କୋଙ୍କଣା ସେନ ହେଉଛନ୍ତି ହିନ୍ଦୀ ବଙ୍ଗଳା ଓ ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ।

୪) ସେଲିନା ଜେଟଲି- ଏହି ଅଭିନେତ୍ରୀ ଜଣଙ୍କ ୨୦୦୧ ମସିହାରେ ମିସ ଇଣ୍ଡିଆ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଥିଲେ।ସେ ବିବାହ ପୂର୍ବରୁ ତାଙ୍କ ପୁରୁଷ ବନ୍ଧୁ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଗର୍ଭବତୀ ମଧ୍ୟ ହୋଇ ଯାଇଥିଲେ।ପରେ ଏହାକୁ ଆବୋଶନ୍ କରିବା ପରେ ସେ ପିଟର ହକ ଙ୍କୁ ବିବାହ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।