Dr. Basudev Pradhan – ବ୍ରଣ ଓ କଳାଦାଗ ସମସ୍ୟାର ସମାଧାନ ଗୋଟିଏ ଦିନରେ ଭଲ ହେବ 100% ଗ୍ୟାରେଣ୍ଟି

ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ର ରେ ବ୍ରଣ ସମସ୍ୟା ଦେଖା ଯାଏ । ଏହା ତୈଳ ଗ୍ରନ୍ଥି ସେନସେଟିଭ୍ କାରଣ ରୁ ନିର୍ଦ୍ଦିଷ୍ଟ ବାୟସ ପର୍ଯ୍ୟନ୍ତ ବ୍ରଣ ସମସ୍ୟା ଦେଖା ଯାଏ। ସାଧାରଣତଃ ଏହି ବ୍ରଣ ୧୨ ବର୍ଷ ବୟସ ରୁ ୨୪ ବର୍ଷ ବୟସ ପର୍ଯ୍ୟନ୍ତ ଏହା ଦେଖା ଯାଏ ଏହି ସମୟରେ ସେବସିସ୍ ଅଧିକ ପରିମାଣ ରେ ଆକ୍ଟିଭ ଥାଏ ତେଣୁ ବ୍ରଣ ସମସ୍ୟା ଦେଖା ଯାଏ ।

ଶରୀର ର ଆବଶ୍ୟକତା ଠାରୁ ସ୍ନେହସାର ଅଧିକ ହେଲେ ଶରୀର ରେ ବ୍ରଣ ଓ କଳା ଦାଗ ଦେଖା ଦିଏ । ଏଥିପାଇଁ ଆମ କୁ ଖାଦ୍ୟକୁ ଯୋଗୀ ଖାଇବା ପାଇଁ ପଡିବ । ଯଦି ଆମେ ଘିଅ କିମ୍ବା କ୍ଷୀର ଖାଉଛେ ତାକୁ ମାତ୍ରା କମ କରିବ ପାଇଁ ପଡିବ। ଆମେ ବେଳେ ବେଳେ ମୁହଁରେ ବାହାରୁଥିବା ବ୍ରଣ କୁ ନେଇ ଅଧିକ ଚିନ୍ତିତ ହୋଇଥାଇ କିନ୍ତୁ ତା କୁ ରକିବା ପାଇଁ ବହୁତ୍ ପ୍ୟକ୍ ଲଗାଇ ଥାଉ ଅଥଚ ପାଣି ପିଇବା କିମ୍ବା ଖାଦ୍ୟ ପ୍ରତି ଧ୍ୟାନ ଦେଇ ନୋଥାଉ । ପାଣି ଅଧିକ ପିଇବା ଦ୍ବାରା ଆମ ଶରୀରର ସ୍ନେହସାର ସନ୍ତୁଳନ ହେଇଥାଏ ଆଉ ବ୍ରଣ ସମସ୍ୟା ଦେଖା ଯାଏ ନାହିଁ।

1. ପ୍ରଥମେ ଏହି ବ୍ରଣ ଓ କଳା ଦାଗ କୁ ଦୂର କରିବା ପାଇଁ ଅନେକ ଘୋରଇ ଉପଚାର ମଧ୍ୟ ରହିଛି ଗାଧେଇବା ବେଳେ ପାଣିରେ ହଳଦୀ ଓ ନିମ୍ବା ପତ୍ର ପକାଇ ଲେ ସିତ ଦିନରେ ସ୍କିନ୍ ବହୁତ୍ ଭଲ ରହେ । ସେହି ପରି ଯଦି ଆପଣ ଖର ଦିନେ କମଳା ରସ କିମ୍ବା ଲେମ୍ବୁ ରସ ପକେଇ ଗାଧେଇବା ଦ୍ବାରା ଚର୍ମ ଠିକ୍ ରହେ । ଆମେ ପାରିବାରିକ ଜୀବନରେ କିଛି କାମ ପାଇଁ ବାହାରକୁ ଯାଉଛେ ହେଲେ ମୁହଁରେ ବ୍ରଣ ସମସ୍ୟା ରହିଛି ତା ହେଲେ ମୁହଁକୁ ଭଲ ଭାବରେ ଘୋଡାଇ ରଖିବା ଜରୁରୀ ଏଭଳି କଲେ ସ୍କିନ ଭଲ ରହେ ।

2. ଗୋଲାପ ପାଣି ଲେମ୍ବୁ ସହ ଭଲ ମହୁକୁ ମିଶାଇ ତାକୁ ବ୍ରଣ ବାହାରିଥିବା ଜାଗାରେ ଲଗାନ୍ତୁ ଦେଖିବେ କିଛି ଦିନ ଏପରି କଲେ ବ୍ରଣ ଭଲ ହେଇଯିବ । କୌଣସି କାରଣରୁ ଶୋଇବା ଠିକ୍ ସମୟରେ ହଉନି ତା ହେଲେ ଶୋଇବା ସମୟକୁ ପରିବର୍ତ୍ତନ କରନ୍ତୁ । ଶୋଇବା ଏକ ମୁଖ୍ୟ କାରଣ ବ୍ରଣ ବାହାରିବାର ।

3. ଆମ ଜିନ୍ ର କାରଣ ରୁ ମଧ୍ୟ ବ୍ରଣ ବାହାରିଥାଏ l ଯଦି ଆପଣଙ୍କ ବାପା କିମ୍ବା ମା ଙ୍କୁ ଯଦି ଏହି ବ୍ରଣ ହୋଇ ଥିବ ତେବେ ପିଲା ର ବ୍ରଣ ହେବା ର ଚାନ୍ସ ରହି ଥାଏ l ଏହି ଭଳି ସମସ୍ୟା କୁ ଭଲ କରିବା ପାଇଁ କୁହା ଯାଇ ଥିବl ସାମଗ୍ରୀ ବ୍ୟବହାର କଲେ ଆପଣ ଭଲ ଭାବରେ ଏହି ପଦ୍ଧତି ଗୁଡ଼ିକୁ ଅନୁସରଣ କଲେ ବ୍ରଣ ନିଶ୍ଚିତ ଭଲ ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।