Breking News – ଆଜି ପୁଣି ଚଳଚିତ୍ର ଜଗତକୁ ଆସିଲା ଦୁଃଖର ଲହରୀ । ଏହି ପ୍ରସିଦ୍ଧ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଶୋକ ପ୍ରକାଶ କଲେ ସମସ୍ତ କଳାକାର……

ପୁଣି ଥରେ ଟିଭି ଇଣ୍ଡଷ୍ଟ୍ରି ରୁ ଆଉ ଏକ ଦୁଃଖଦ ଖବର ଆସିଚି। ପୁଣି ଥରେ ଆଉ ଜଣେ ଟିଭି ସିରିଏଲ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ତେବେ ଯଦି ଆମେ ଏହି ବର୍ଷ କଥା କହିବା ତେବେ ଏହି ବର୍ଷ ଅନେକ ଟିଭି ଅଭିନେତ୍ରୀ ଓ ବଲିଉଡ୍ ସିନେମା ଜଗତ ର ବରିଷ୍ଠ ଅଭିନେତା ଅଭିନେତ୍ରୀ ମାନେ ମୃତ୍ୟୁ ବରଣ କରିଛନ୍ତି ।

ଅନେକ ଶ୍ରେଷ୍ଠ କଳାକାର ମାନେ ଏହି ବର୍ଷ ମୃତ୍ୟୁ ବରଣ କରିଛନ୍ତି । ଯେମିତି କି ବଲିଉଡ୍ ରୁ ଦୁଃଖ ର ସାୟା କମ୍ ହେଉ ନାହିଁ । ଗୋଟାଏ ପରେ ଗୋଟିଏ ଶ୍ରେଷ୍ଠ କଳାକାର ମାନେ ମୃତ୍ୟୁ ବରଣ କରୁଛନ୍ତି।

ଏବେ ଏବେ ମଧ୍ୟ ଜଣେ ତାମିଲ ଟିଭି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ଆଉ କେହି ନୁହନ୍ତି ପାଣ୍ଡିଆନ ଷ୍ଟୋର୍ସ ସିରିଏଲ ର ପ୍ରସିଦ୍ଧ ଅଭିନେତ୍ରୀ ଭିଜେ ଚିତ୍ରା । ଏହି ସିରିଏଲ ରେ ନିଜର ଭୂମିକା ପାଇଁ ସେ ଅଧିକ ପ୍ରସିଦ୍ଧ ଲାଭ କରି ଥିଲେ । ତାଙ୍କ ବୟସ ମାତ୍ର ୨୮ ବର୍ଷ ଏତିକି ବୟସ ରେ ସେ ଅନେକ ସଫଳତା ପ୍ରାପ୍ତି କରି ଥିଲେ ।

ତେବେ ଭିଯେ ଚିତ୍ରା ଙ୍କ ମୃତ ଦେହ ଚେନ୍ନାଇ ର ଏକ ହୋଟେଲ୍ ର ବାଥରୁମ୍ ରୁ ଉଦ୍ଧାର କରା ଯାଇଛି । ତେବେ ତାଙ୍କର ମୃତ୍ୟୁ ଖବର ଶୁଣି ସାରିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି । ତେବେ ସୂଚନା ଅନୁସାରେ ସେ ଇଭିପି ଫିଲ୍ମ ସିଟିରେ ସୁଟିଂ କରିବା ପରେ ଚିତ୍ରା ରାତି ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଟେଲ କୁ ଫେରିଥିଲେ ।

ତେବେ ଚିତ୍ରା ସେହି ହୋଟେଲ୍ ରେ ଏକା ନୁହେଁ ବରଂ ନିଜ ଭାବି ସ୍ଵାମୀ ଙ୍କ ସହିତ ରହୁ ଥିଲେ।ତାଙ୍କ ସ୍ଵାମୀ ଙ୍କ ନାମ ହେମନ୍ତ ଅଟେ । ତେବେ ପୋଲିସ ହେମନ୍ତ କୁ ଏହି ବିଷୟ ରେ ପଚରା ଉଚୁରା କରି ଜେରା କରିବା ଆରମ୍ଭ କରି ଦେଇଛି। ହେମନ୍ତ ଙ୍କ ବୟାନ ଅନୁସାରେ ଚିତ୍ରା ନିଜର ଇଭିପି ଫିଲ୍ମ ସିଟିରେ ସୁଟିଂ କରିବା ପରେ ଚିତ୍ରା ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଟେଲ କୁ ଫେରିଥିଲେ ।

ହୋଟେଲ୍ କୁ ଫେରିବା ପରେ ସେ ଫ୍ରେସ ହେବା ପାଇଁ ବାଥରୁମ୍ କୁ ଯାଇ ଥିଲେ କିନ୍ତୁ ଅନେକ ସମୟ ଧରି ବାଥରୁମ ରେ ରହି ଥିଲେ । ଯାହା ଫଳରେ ହେମନ୍ତ ଏହି ବିଷୟ ରେ ହୋଟେଲ୍ ସ୍ତାପ୍ ମାନଙ୍କୁ ଏହି ବିଷୟ ରେ ଜଣାଇ ଥିଲେ । ହୋଟେଲ୍ ଷ୍ଟାଫ୍ ମାନେ ମଧ୍ୟ କବାଟ ବାଡେଇ ଥିଲେ କିନ୍ତୁ କିଛି ଉତ୍ତର ମିଳି ନଥିଲା । ଏହା ପରେ ସେମାନେ ଦୁପ୍ଲିକେଟ ଚାବି ମାଧ୍ୟମ ରେ କବାଟ ଖୋଲି ଥିଲେ ।

ଚାବି ଖୋଲିବା ପରେ ସିଲିଂ ରେ ତାଙ୍କ ମୃତ୍ୟୁ ଦେହ ଝୁଲୁ ଥିବାର ଦେଖିବାକୁ ମିଳି ଥିଲା । ଏହା ପରେ ସେ ପୋଲିସ୍ କୁ ଏହି ବିଷୟ ରେ ସୂଚନା ଦେଇ ଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।