Health Tips – ଗୋଟିଏ ଥରରେ ଦାନ୍ତ ପୋକ ଏବଂ ଯନ୍ତ୍ରଣା ବାହାର କରିବ, କରନ୍ତୁ ଏହି ଘରୋଇ ଉପାୟ 100 % କାମ କରିବ

ପ୍ରତିଦିନ ଯେଉଁ ସବୁ ଖାଦ୍ୟ ଆମେ ଖାଉଛେ , ଯଦି ଆମେ ଖାଇବା ପରେ ଦାନ୍ତ କୁ ବା ପାଟି କୁ ଭଲ ଭାବରେ ଧୋଇ ନ ଥିବା ତାହାଲେ ଦାନ୍ତ ରେ ଖାଦ୍ୟ ଗୁଡିକ ଜମି ଯାଇ ଛୋଟ ଛୋଟ ପୋକ ସୃଷ୍ଟି ହୋଇ ଥାଏ।ତେବେ ଏହି ଗୁଡିକ ଆମ ଦାନ୍ତ ରେ ରହିଲେ ବହୁତ ଯନ୍ତ୍ରଣା ହୁଏ। ଆମେ ଏହା ପାଇଁ ଭଲ ଭାବରେ ଖାଦ୍ୟ ଖାଇ ପାରୁ ନାହିଁ , ଗନ୍ଧ ବହରିବା ଯୋଗୁ ଲୋକ ଙ୍କ ସହ ଭଲ ରେ କଥା ହୋଇ ପାରୁ ନାହିଁ। ତେବେ ଦାନ୍ତ ର ଯନ୍ତ୍ରଣା ହେଲେ ଏହା ଆମ କୁ ଅଧିକ କଷ୍ଟ ଦେଇ ଥାଏ,ଆଉ ରାତି ରାତି ଆମେ ସୋଇ ପାରୁ ନାହିଁ।

ଏହି ଦାନ୍ତ ପୋକ ପାଇଁ ଏକ ଘୋରୋଇ ଉପଚାର ରହିଛି,ଯାହା ଆମ ପାଇଁ ସୁରକ୍ଷିତ ରହିବ ଆଉ ଅତି ସହଜ ରେ ଦାନ୍ତ ରୁ ପୋକ ସଫା ହୋଇ ଯିବ ଆଉ ତା ସହ ଯନ୍ତ୍ରଣା ମଧ୍ୟ ଦୂର ହୋଇ ଯିବ। ତେବେ ଆସନ୍ତୁ ଜାଣିବା ଏହି ଉପଚାର l

1. ପ୍ରଥମେ ଗୋଟେ ପାତ୍ର ରେ କିଛି ସୋରିଷ ତେଲ ନେବେ ଆଉ ତା ପରେ କିଛି ଲବଙ୍ଗ ନେବେ । ତେବେ ଏହା ପରେ ଆପଣ ଫିଟିକିରି ନେବେ, ଏହା କୁ ଛୋଟ ଖଣ୍ଡ କରି ତାକୁ ପେସି ଦେବେ। ତେବେ ଏହି ସବୁ ଜିନିଷ କୁ ଆପଣ ପ୍ରଥମେ ଗୋଟେ ପାତ୍ର ରେ ୪/୫ ଟି ଲବଙ୍ଗ୍ ନେବେ ,ଆଉ ତା ପରେ ତାକୁ ଗୁଣ୍ଡ କରିଦେବେ।

ତେବେ ଏହାକୁ ନେଇ ଆପଣ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ବା ଯନ୍ତ୍ରଣା ହେଉଛି ସେଠି ନେଇ ରଖି ଦେବେ ଆଉ ଦାନ୍ତ ରେ ଚାପି ରଖି ପାଟି ୫ ମିନିଟ ଯାଏ ବନ୍ଦ କରି ଦେବେ। ତେବେ ଏହା ପରେ ଆପଣ ପାଟି କୁ ସଫା କରି ଦେବେ ,ଆଉ ଆପଣ ଙ୍କ ଯନ୍ତ୍ରଣା ପୁରା କମି ଯିବ ।

2. ଯେଉଁ ସ୍ଥାନ ରେ ପୋକ ଲାଗିଛି ,ତେବେ ପ୍ରଥମେ ଆପଣ ଗୋଟେ ପାତ୍ର ରେ ସୋରିଷ ତେଲ ନେବେ ଆଉ ତା ପରେ ଆପଣ ଯେଉଁ ଗୁଣ୍ଡ କରି ଥିବା ଫିଟିକିରି କୁ ନେଇ ସେଥିରେ ପକାଇ ଭଲ ଭାବେ ମିଶାଇ ଦେବେ। ତେବେ ଏକ ତୁଳା ବା ବ୍ରସ ରେ ସେହି ପେଷ୍ଟ କୁ ନେଇ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ସେ ସ୍ଥାନ ରେ ଭଲ ଭାବେ ଲଗାଇ ଦେବେ । ତେବେ ଏହାକୁ ଆପଣ ୨ ଘଣ୍ଟା ରଖିବେ ।

ତେବେ ଏହା କୁ ୩/୪ ଦିନ ବ୍ଯବହାର କରିବା ଦ୍ୱାରା ଦେଖିବେ ଆପଣ ଙ୍କ ଦାନ୍ତ ରେ ଲାଗି ଥିବା ପୋକ ବହୁତ ଶୀଘ୍ର ଭଲ ହୋଇ ଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।