Health Tips – ଜାଣନ୍ତୁ ଲିଙ୍ଗକୁ ଲମ୍ବା କରିବାର ପ୍ରାକୃତିକ ତେଲ ଏବଂ ଏହାର ଅଦ୍ଭୁତ ଫାଇଦା ବିଷୟରେ…

ଯୌନ କ୍ରିୟା ବା ଶାରିରୀକ ସମ୍ପର୍କ ଦାମ୍ପତ୍ୟ ଜୀବନରେ ଏକ ଭିନ୍ନ ରଙ୍ଗ ଭରି ଦେଇଥାଏ। ପ୍ରାୟତଃ ଏହା ବୈବାହିକ ଜୀବନରେ ନିହାତି ଆବଶ୍ୟକ ଜିନିଷ ହୋଇପଡେ ଗୋଟିଏ ଦମ୍ପତ୍ତି ପାଇଁ। ତେବେ ଏଭଳି କ୍ଷେତ୍ରରେ ବିଭିନ୍ନ କାରଣରୁ ଯଦି ପୁରୁଷ ମାନେ ଏହି ସମ୍ପର୍କ ସ୍ଥାପନ କରିବା ପାଇଁ ନିଜକୁ ସମର୍ଥ କରି ନ ପାରନ୍ତି ତେବେ ସେମାନଙ୍କ ବୈବାହିକ ଜୀବନ ନିରସ ଏବଂ ତିକ୍ତପୂର୍ଣ୍ଣ ହୋଇ ଉଠେ।

ଏଥିପାଇଁ ଧାତୁ ପତଳା, ଶୀଘ୍ର ପତନ, ଲିଙ୍ଗ ରେ ଅପେକ୍ଷାକୃତ ବୃଦ୍ଧି ନହେବା ବା ଛୋଟ ଲିଙ୍ଗ ଆଦି ସମସ୍ୟା ହୋଇଥାଏ। ତେବେ ଅନେକ ପୁରୁଷ ଛୋଟ ଲିଙ୍ଗ କାରଣରୁ ନିଜର ଦାମ୍ପତ୍ୟ ଜୀବନକୁ ଉପଭୋଗ କରି ପାରନ୍ତି ନାହିଁ କିମ୍ବା ନିଜ ସ୍ତ୍ରୀ କୁ ମଧ୍ୟ ସମ ପରିମାଣରେ ଖୁସି କରାଇ ପାରି ନଥାନ୍ତି।

ଏଥିପାଇଁ ଅନେକ ସମୟରେ ସେମାନେ ମାନସିକ ଚିନ୍ତା ବା ଅବସାଦ ମଧ୍ୟରେ ରହିଥାନ୍ତି। ତେଣୁ ସମୟ ସମୟରେ ସେମାନେ ଏହାର ଉପଚାର ସଦୃଶ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ଏବଂ ଅଧିକାଂଶ କ୍ଷେତ୍ରରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇଥାଏ। ତେବେ ଛୋଟ ଲିଙ୍ଗ ପାଇଁ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଆମେ ଆଜି ଏହାର ସମାଧାନ ନିମନ୍ତେ ଏକ ଘରୋଇ ଉପଚାର ନେଇ ଆସିଛୁ। ଯାହା ଫଳରେ ଆପଣ ଏଥିରୁ ମୁକ୍ତି ପାଇ ପାରିବେ ଘରେ ବସି ବସି ମାତ୍ର ୧୦ ଦିନ ମଧ୍ୟରେ।

ଆବଶ୍ୟକୀୟ ଉପକରଣ- ସୋରିଷ ତେଲ, ଜୁଆଣି ଏବଂ ରସୁଣ।

କେମିତି କରିବେ ପ୍ରସ୍ତୁତ- ପ୍ରଥମେ ୪ ଚାମଚ ସୋରିଷ ତେଲ ନିଅନ୍ତୁ। ଏହାକୁ ଗରମ କରନ୍ତୁ।ଏହା ଗରମ ହେବା ପରେ ଏଥିରେ ୧ ଚାମଚ ଜୁଆଣି ମିଶାନ୍ତୁ। ଏହାକୁ ଗୋଳାଇ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆପଣ ଅଳ୍ପ ଆଞ୍ଚରେ ଗରମ କରନ୍ତୁ।ଏହାପରେ ଆପଣ ଏଥିରେ ୪ କୋଷା ରସୁଣ କୁ ଚୋପା ଛଡାଇ ଏହାକୁ ଅଳ୍ପ କୁଟି ଦିଅନ୍ତୁ କିମ୍ବା ଛୋଟ ଛୋଟ କରି କାଟି ଦିଅନ୍ତୁ।

ଏହାକୁ ସେହି ଜୁଆଣି ଓ ତେଲ ମିଶ୍ରଣରେ ୨/୩ ମିନିଟ୍ ପର୍ଯ୍ୟନ୍ତ ପକାଇ, ଏହାକୁ ଗୋଳାଇ ଅଳ୍ପ ଆଞ୍ଚରେ ରଖନ୍ତୁ। ଯେମିତି ରସୁଣ ଏବଂ ଜୁଆଣି ର ଔଷଧୀୟ ଗୁଣ ତେଲରେ ଭଲ ଭାବରେ ମିଶିବ। ରସୁଣ ର ରଙ୍ଗ ପରିବର୍ତ୍ତନ ହେବା ପରେ ଏହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ। ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।

ବ୍ୟବହାର-

ଆପଣ ଏହି ତେଲକୁ ଆଙ୍ଗୁଳି ସାହାଯ୍ୟରେ ଲିଙ୍ଗର ବାହ୍ୟ ପାଶ୍ୱର୍ରେ ଭଲ ଭାବରେ ମାଲିସ୍ କରନ୍ତୁ। ତଳୁ ଉପର କରି ଏହାକୁ ମାସାଜ୍ କରନ୍ତୁ। ତେଲ ଭଲ ଭାବରେ ଲିଂଗରେ ମିଶିବା ପର୍ଯ୍ୟନ୍ତ ଆପଣ ମାଲିସ୍ କରନ୍ତୁ।ଏହାପରେ ୫ ମିନିଟ୍ ପରେ ଆପଣ ସୁତା କପଡ଼ାରେ ଲିଙ୍ଗକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏହିପରି ୧୦ ଦିନ କଲେ ଆପଣ ଫରକ୍ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।