ବିବାହ ବନ୍ଧନରେ ବାନ୍ଧି ହେବା ପରେ କେମିତି ଅଛନ୍ତି କୁଆଁରୀ ବୋହୁ ର ଅଭିନେତ୍ରୀ ସୋନାଲି….

ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରାୟତଃ ସୋନାଲି ଓଝା ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ଯିଏକି ଆପଣଙ୍କ ପ୍ରିୟ ହିରୋଇନ୍ କବିତା ଅପା ଅଟନ୍ତି। ଯାହାଙ୍କ ସୁନ୍ଦର୍ ଅଭିନୟ ତ ଆପଣ ନିଶ୍ଚିତ ଦେଖିଥିବେ।ତେବେ ଆମେ ଆଜି ଏହି ଅଭିନେତ୍ରୀ ଙ୍କ ବିଷୟରେ ଅଧିକ କିଛି ଜାଣିବା। ଗତ କିଛଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋନାଲି।

ସେ ଏବେ ତାଙ୍କର ଶାଶୁ ଘରେ ଅଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ସୋନାଲି, କଟକର ଜଣେ ବଡ଼ ବିଜିନେଶ୍ ମେନ୍ ପ୍ରଜ୍ଞା ସାଗର କୁ ବିବାହ କରିଛନ୍ତି। ବାହାଘର ପରେ ସେ ତାଙ୍କ ଶାଶୁ ଘରେ ଅର୍ଥାତ୍ କଟକରେ ରହୁଛନ୍ତି।

ତେବେ କବିତା ଅପା ଙ୍କ ବାହାଘର ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ।ଏହି କଳାକାର ମାନେ ସେଠାରେ ପହଞ୍ଚି ତାଙ୍କ ସହିତ ବହୁତ୍ ମଜା ମସ୍ତି କରିଥିଲେ। ତାଙ୍କ ସହିତ ଅନେକ ଫଟୋ ମଧ୍ୟ ଉଠାଇଥିଲେ, ଯାହାର ଝଲକ ମଧ୍ୟ ଆପଣ ନିଶ୍ଚିତ ଭାବରେ ଦେଖି ପାରୁଥିବେ। ଏମିତି ରେ କବିତା ଅପା ଙ୍କ ଅଭିନୟ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। କୁଆଁରୀ ବୋହୁ ସିରିଏଲ୍ ରେ ସେ ତାଙ୍କର ଆକର୍ଷଣୀୟ ଅଭିନୟ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ତାଙ୍କର ଅଭିନୟ ବାସ୍ତବରେ ଉଚ୍ଚ କୋଟୀର ଏବଂ ପ୍ରଶଂସନୀୟ ଅଟେ।

ତେବେ ଏହି ଅଭିନେତ୍ରୀ ଜଣଙ୍କ କୁଆଁରୀ ବୋହୁ ଶିରିଏଲ୍ ରେ ଅଭିନୟ କରିବା ପୂର୍ବରୁ ବହୁତ୍ ସାରା ଶୀରିଏଲ୍ ରେ ଆଗରୁ ମଧ୍ୟ ଅଭିନୟ କରି ସାରିଛନ୍ତି। ଏଥି ସହିତ ବହୁତ୍ ଗୁଡ଼ିଏ ଭଜନ, ଆଲବମ୍ ରେ ମଧ୍ୟ ସେ ଅଭିନୟ କରିଥିବା ବେଳେ ଫିଲ୍ମ୍ ରେ ମଧ୍ୟ ସେ ନଜର ଆସିଛନ୍ତି। ତାଙ୍କର ଅଭିନୟ ସବୁ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ।ସେ ତାଙ୍କ ଅଭିନୟ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି।

କାରଣ ସେ ବହୁତ୍ ସୁନ୍ଦର୍ ଏବଂ ଚମତ୍କାର ଅଭିନୟ କରନ୍ତି। ସୁନ୍ଦରୀ ଚେହେରା ସାଙ୍ଗକୁ ସୋନାଲି ଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ।ତେବେ ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେ ତାଙ୍କ ଶାଶୁ ଘଟେ ବହୁତ୍ ଖୁସି ରହିଛନ୍ତି। ଯାହାର ଝଲକ ଆପଣ ଏହି ଭିଡିଓ ରେ ଦେଖି ପାରୁଥିବେ। ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ସୋନାଲି ପୁଣି ଥରେ ଅଭିନୟ ଜଗତକୁ ଫେରିବେ ଏବଂ ଫିଲ୍ମ୍ ଦୁନିଆରେ ପାଦ ଦେବେ ବୋଲି କହିଛନ୍ତି।

ତେବେ ତାଙ୍କର ବିବାହ ପରେ ଅଭିନୟ ଜଗତକୁ ବିଦାୟ ଦେବା ଜଣା ପଡୁ ନାହିଁ କିମ୍ବା ଅଭିନୟକୁ ଛାଡ଼ିବା ର କୌଣସି ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଆପଣ ମଧ୍ୟ ସୋନାଲି ଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଥିବେ ବୋଲି ଯାହା ଆମର ଆଶା। ତାଙ୍କର ଅଭିନୟ ରେ ଥିବା ଯାଦୁ ଏବଂ ତାଙ୍କର ପ୍ରଦର୍ଶନ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।