ବାଃ ବାଃ ରେ ଝିଅ । ବିଚିତ୍ର ଏ ଝିଅ ବୟସ ମାତ୍ର 11 ବର୍ଷ ଏତେ ସୁନ୍ଦର ଅକ୍ଷର ଯେ ତାଙ୍କ ଅକ୍ଷର ଆଗରେ ହାର ମାନିଛି କମ୍ପ୍ୟୁଟର ତାଙ୍କର ପରିଚୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଜୀବନକାଳ ମଧ୍ୟରେ ବିଭିନ୍ନ ପ୍ରକାର ସମୟ ଆସିଛି କେତେବେଳେ ଖୁସି ପୁଣି ଦୁଃଖ କିନ୍ତୁ ସବୁଠାରୁ ସ୍କୁଲ ସମୟ ବହୁତ ସ୍ମରଣୀୟ ହୋଇଥାଏ। ସେ ସମୟକୁ କେବେ ବି ଭୁଲି ହେବନି। ସ୍କୁଲ ସମୟରେ ପଢିବା,ଖେଳିବା,ଖାଇବା ସବୁ ଭିନ୍ନ ଥାଏ। ସେ ସମୟରେ ସମସ୍ତେ ହସ୍ତାକ୍ଷର ଲେଖିଥାନ୍ତି। କାରଣ ଅକ୍ଷର ଭଲ ହେବା ଲାଗି। ଯେ ଭଲ ଲେଖୁଥିଲେ ସେ ଶିକ୍ଷକଙ୍କ ପ୍ରିୟ ଛାତ୍ର ବା ଭଲ ପିଲା ହୋଇପାରିଥିଲା। ହସ୍ତାକ୍ଷର ପାଇଁ କିଛି ପିଲା ଶିକ୍ଷକଙ୍କର ଶିକାର ହୁଅନ୍ତି। ଯେଉଁମାନଙ୍କର ଅକ୍ଷର ଭଲ ହୋଇଥାଏ ସେଥିପାଇଁ ସେ ଭଲ ନମ୍ବର ମଧ୍ୟ ପାଇଥାନ୍ତି।

ହସ୍ତାକ୍ଷର ଦେଖିଲା ପରେ ଜଣାଯାଏ ଗୋଟିଏ ପିଲାର ବ୍ୟକ୍ତିଗତ ପରିଚୟ ମିଳେ। ସେ ପିଲା କେତେ ଭଲ ବା ଖରାପ। ତେଣୁ ସମସ୍ତେ ଏହି ସମୟରେ ହସ୍ତାକ୍ଷର ଲେଖିବାକୁ ପ୍ରୟାସ କରିଥାନ୍ତି।

କିନ୍ତୁ ଆଜି ଆମେ ଏମିତି ବିଦ୍ୟାର୍ଥୀ ବିଷୟରେ କହିବୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ ଆମେ ବହୁତ ଥର ଚେଷ୍ଟା କଲାପରେ ଅକ୍ଷର ପରିପର୍ତନ ହୁଏ ନାହିଁ। ସେ ସମୟରେ ଆମେ ହାର ମାନିଥାଉ। କିନ୍ତୁ ଆଜି ଆମେ ଏତିକି କହୁଛୁ ଯେ ନିଜର ପରିଶ୍ରମ ଉପରେ ନିର୍ଭର କରେ।

କୌଣସି କାର୍ଯ୍ୟ ବି କର ନିଜର ପରିଶ୍ରମ ଭଲ ଥିବ ତମେ ସଫଳ ପାଇଁ ପାରିବ ଯଦି ପରିଶ୍ରମ ନଥିବ ତମେ ସଫଳ ହୋଇପାରିବ ନାହିଁ। ତମକୁ ଗୋଟିଏ ଜ୍ୱଳନ୍ତ ଉଦାହରଣ କହୁଛି ଜଣେ ନେପାଳ ର ଝିଅ  ପ୍ରକୃତି ମିଲ୍ଲା ଙ୍କ ସମ୍ପର୍କରେ । ପ୍ରକୃତି ମିଲ୍ଲା ସେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ତାଙ୍କର ଭଲ ଦକ୍ଷତା ପାଇଁ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

ତାଙ୍କର ସୁନ୍ଦର ହସ୍ତାକ୍ଷର କୁ ନେଇ ବହୁତ ଚର୍ଚ୍ଚିତ ଅଛନ୍ତି। ଆପଣମାନେ ବହୁତସାରା ହସ୍ତଖର ଦେଖିଥିବେ କିନ୍ତୁ ପ୍ରକୃତି ମିଲ୍ଲାଙ୍କ ହସ୍ତକ୍ଷରର ଶୈଳୀ ଭିନ୍ନ। ଆପଣ ହସ୍ତାକ୍ଷର ର ଅକ୍ଷର ଦେଖିଲା ପରେ ଭାବିବେ କମ୍ପୁରର ପ୍ରିଣ୍ଟିଂଗ ବୋଲି। ତାଙ୍କର ଏହିପରି ହସ୍ତାକ୍ଷର ସାରି ଦୁନିଆରେ ଘୁରି ବୁଲୁଛି ଆଉ ବହୁତ ଚର୍ଚ୍ଚିତ ।

ସେ ନେପାଳ ର ସୈନିକ ଅବସିୟା ମହାବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ତାଙ୍କର ଏବେ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କ ପାଖରେ ଏପରି ପ୍ରତିଭା ଦେଖିଲାପରେ ଲୋକମାନେ ବି ବିଶ୍ୱାସ କରିପାରୁ ନାହାନ୍ତି। ପ୍ରକୃତି ମିଲଲା ଙ୍କ ଏହିପରି ହସ୍ତକ୍ଷରର ସୁନ୍ଦରତା ର ପଛରେ କଠିନ ପରିଶ୍ରମ ଅଛି। କାରଣ ବିନା ପରିଶ୍ରମର ଆଜି ଯାଏ କେହି ବି ଦୁନିଆରେ ସଫଳ ହୋଇପାରିନାହଁନ୍ତି। ଓଡ଼ିଆରେ କଥା ଅଛି- କର୍ମ କଲେ ହି ଫଳ ମିଳେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।