Health Tips – ୨୫ ବର୍ଷରୁ ଚାଲୁଥିବା ଡାଇବେଟିସ ଔଷଧ କେବଳ ୭ ଦିନରେ ହେବ ଗାଏବ ୧୦୦% ଗ୍ୟାରେଣ୍ଟି

ବନ୍ଧୁଗଣ ଡାଏବେଟିସ ବା ମଧୁମେୟ ରୋଗ ପରିବର୍ତ୍ତିତ ଜୀବନକୁ ନେଇ ଏହି ରୋଗ ଏକ ଘାତକୀୟ ରୂପ ନେଇଛି l ଏକ ସର୍ଭେ ଅନୁସାରେ ପଚାଶ ବର୍ଷ ରୁ ଅଧିକ ବୟସର ବାର ପ୍ରତିଶତ ଭାରତୀୟ ଡାଏବେଟିସ ବା ମଧୁମେୟ ରୋଗରେ ଆକ୍ରାନ୍ତ l ବର୍ତମାନ ବିଶ୍ୱରେ ବାୟାଳିଶ କୋଟି ଲୋକ ଡାଏବେଟିସ ରେ ଆକ୍ରାନ୍ତ l ଦୁନିଆରେ ମୃତ୍ୟୁ ର ସପ୍ତମ କାରଣ ଏହା l

ବନ୍ଧୁଗଣ ଆଜି ମୁ ଆପଣଙ୍କୁ ଏମିତି ଏକ ଉପଚାର ବା କଢ଼ା ବନେଇବା ଶିଖାଇବି ଯାହା ଆପଣଙ୍କ ପୁରୁଣାରୁ ପୁରୁଣା ସୁଗାର କୁ ଭଲ କରିବାରେ ସକ୍ଷମ ହେବ l କେବଳ ସାତ ଦିନିରେ ପ୍ରୟୋଗ ଦ୍ଵାରା ଆପଣଙ୍କ ଫଳାଫଳ ପାଇଯିବେ l ବନ୍ଧୁଗଣ ଏହା ମାଧ୍ୟମରେ କେବଳ ସୁଗାରକୁ ଠିକ କରିବେରେ ନୁହେଁ ଏହା ଅପଣଙ୍କ ଶରୀରରେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରେ l ଯାହାଦ୍ଵାରା କୌଣସି ରୋଗ କି ଭାଇରସ ଆପଣଙ୍କୁ ଛୁଇଁ ପାରିବନି l

ସୁଗାର ପାଇଁ ଲୋକ ଆଲୋପତି ମେଡ଼ିସିନ ଦେଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ତାର କୌଣସି ବି ସଫଳତା ମିଳିନାହିଁ l ଏହି ରୋଗ ହେବାଦ୍ଵାରା ଆପଣଙ୍କୁ ଜୀବନ ସାରା ମେଡ଼ିସିନ ଖାଇବାକୁପଡେ l ମାତ୍ର ଦୁଇଟି ଜିନିଷର ଆବଶ୍ୟକତା ପଡିବ ଆଉ ସାତ ଦିନ ବ୍ୟବହାର ପରେ ଆପଣଙ୍କ ସୁଗାର ଭଲ ହେଇଯିବ l ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବନେଇବାର ବିଧି ବିଷୟରେ ଏବଂ ଏହାକୁ ସେବନ କରିବାର ଉପାୟ ବିଷୟରେ l

1.ପ୍ରଥମେ ଗ୍ଲାସ ପାଣି କୁ ଫୁଟାଇବା ଆଉ ସେଥିରେ ଏକ ଚାମଚ ମେଥି ପକାଇବା l ବନ୍ଧୁଗଣ ମେଥି ଆମକୁ ଶହେ ଆଡଚାଳିଶ ରୋଗରୁ ରକ୍ଷା କରିଥାଏ l ଏହା ବହୁତ ଉପକାରୀ ଅଟେ l ଏଥିରୁ ଅନେକ ସାରା ପୋଷ୍ଟିକ ତତ୍ତ୍ୱ ମିଳିଥାଏ, ଯେମିତିକି ଆଇରନ,ପ୍ରୋଟିନ, କାର୍ବୋ ହେଇଡ୍ରେନ,ଫାଇବର, କପର ଆଦି l ଆଉ ଏକ ବିଶେଷ ସାମଗ୍ରୀ ମିଶାଇବା ହଳଦୀ l ଆପଣ ତ ଜାଣିଥିବେ ହଳଦୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ l

2. ଆମେ ଏହାକୁ ମସଲା ଭାବେ ଉପଯୋଗ କରିଥାଉ l ହଳଦିରେ ପ୍ରୋଟିନ,ଭିଟାମିନ -ଏ, କାର୍ବୋ ହେଇଡ୍ରେଟ ଏବଂ ମିନେରାଲ ପ୍ରଚୁର ମାତ୍ରରେ ମିଳିଥାଏ l ବାତ, କଫ ଏବଂ ପିତ ତିନିପ୍ରକାର ରୋଗରୁ ଏହା ଆମକୁ ରକ୍ଷା କରିଥାଏ l ଯଦି ଆପଣଙ୍କ ର ବାତ, ପିତ, କଫ ଠିକ ସେ ହବ ତାହେଲେ ଆମକୁ କୌଣସି ରୋଗ ହେବ ନାହିଁ l

3.ଯଦି ଆପଣ ଏହି ଦୁଇଟି ଜିନିଷ କୁ ମିଶାଇ କଡା ବନାନ୍ତି ତେବେ ଆପଣଙ୍କୁ ବହୁତ ମାତ୍ରା ରେ ଫାଇଦା ହବ l ଏବେ ଜାଣିବା ସେବନ ବିଷୟରେ l ଏହା ଅଧ ଗ୍ଲାସ ହେଲା ପଯ୍ୟନ୍ତ ଫୁଟାନ୍ତୁ l ତାକୁ ହାଲକା ଗରମ କିରି ଦିନରେ ଦୁଇଥର ସକାଳେ ଏବଂ ସଂଧ୍ୟାରେ ସେବନ କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।