Jyotisa Shastra – 2021 ମସିହା ଆପଣଙ୍କ ପାଇଁ କେମିତି ରହିବ ଏହି ରାଶି ଗୁଡିକ ରେ ଶୀଘ୍ର ଦେଖନ୍ତୁ…

ଆଗତ ନବବର୍ଷରେ ଆମ୍ଭମାନଙ୍କ ଦିନ କିପରି କଟିବ ତଥା କେଉଁ କେଉଁ ଶୁଭ ଫଳ ପ୍ରାପ୍ତ ହେବ ଜାଣିଗଲେ ନୂଆବର୍ଷ ର ଆନନ୍ଦ ଦୁଇଗୁଣା ବଢିଯାଇଥାଏ । ଏହି ନୂଆବର୍ଷରେ ଆମେ ଆପଣଙ୍କ ପାଇଁ ଆଣିଦେଇଛୁୂ ସଂପୂର୍ଣ୍ଣ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟଫଳ ।ଏହି ନୂଆବର୍ଷ କଣ ସବୁ ଖୁସି ଖବର ଆଣିକରିଆସୁଅଛି ।କେଉଁ ବିଷୟ ପ୍ରତି ସାବଧାନ ରହିବା ଆଉ କେଉଁ କେଉଁ ବିପତ୍ତି ପଡ଼ିବାର ସମ୍ଭାବନା ଅଛି ସେ ସଂପର୍କରେ ଧାରଣା ଦେବୁ ।

୧.ମେଷ:- ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇ ଚଳିତ ବର୍ଷଟି ବହୁ ଶୁଭଦାୟକ ।ଶନି,ବୃହସ୍ପତି,କେତୁଙ୍କ ଶୁଭଦୃଷ୍ଟି ଯୋଗୁଁ ଆପଣଙ୍କ ସବୁ କାମ ସଫଳ ହେବା ।ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଲାଭ ହେବ ।ସ୍ବାସ୍ଥ୍ୟ ଓ ସମ୍ପତ୍ତି କ୍ଷେତ୍ରରେ ଉନ୍ନତି ହେବ।କିନ୍ତୁ ସ୍ବାସ୍ଥ୍ୟ ଉପରେ ଯତ୍ନବାନ ହେବାକୁ ପଡିବ ।

୨.ବୃଷ:- ନବବର୍ଷ ଏହି ରାଶି ପାଇଁ ଉଜ୍ଜ୍ୱଳ ଓ ଉନ୍ନତିମୂଳକ ଅଟେ ।ସଫଳତାରେ ଭରପୂର ଏହି ବର୍ଷକୁ ଆପଣ କେବେ ବି ଭୁଲି ପାରିବେ ନାହିଁ ।ବୈବାହିକ ଜୀବନ ଓ ବ୍ୟବସାୟରେ ସଫଳତାର ଶୁଭଫଳ ମିଳିବ ।

୩.ମିଥୁନ:- ଏ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ସାଧାରଣ ରହିବ ।କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।ଯେକୌଣସି ନିର୍ଣ୍ଣୟ ନେବା ଆଗରୁ ବୁଝିବିଚାରି ନେବାକୁ ପଡିବ ।ଏହି ବର୍ଷ ଟି ଅଧିକ ଭଲ ଫଳ ନଦେଲେ ମଧ୍ୟ ବିଶେଷ କିଛି ଖରାପ ବି ହେବ ନାହିଁ ।

୪. କର୍କଟ:-ଏହି ରାଶିର ବ୍ୟକ୍ତିମାନେ ଯେମିତି ଚାହିଁବେ ସେମିତି ବର୍ଷ କଟାଇପାରିବେ । ପ୍ରତିକ୍ଷେତ୍ରରେ ସଫଳତା ଦେଖାଯିବ ।ପ୍ରଶଂସାର ପାତ୍ର ହେବେ ।ପରିଶ୍ରମ ଅନୁସାରେ ଫଳ ମିଳିବ ।

୫.ସିଂହ:-ମାନ ସମ୍ମାନ,ଉନ୍ନତି ନେଇଆସୁଛି ଏହି ବର୍ଷ ଆପଣଙ୍କ ପାଇଁ ।ଲୋକମାନଙ୍କ ପାଇଁ ଆପଣ ଆଦର୍ଶ ବନି ପାରନ୍ତି । ପାରିବାରିକ ଜୀବନ ବହୁତ୍ ଭଲ ହେବ ।ଘର,ଗାଡ଼ି,ଭଳି ଦାମୀ ଜିନିଷ କିଣିପାରନ୍ତି ।

୬.କନ୍ୟା:-କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଦେଖାଯିବ ।ଭାଗ୍ୟ ସାଥୀ ହେବା ।ବିବାହର ଯୋଗ ରହିଛି ।

୭.ତୁଳା:-ସୁଖ ସମୃଦ୍ଧି ଭରି ରହିଛି । ପାରିବାରିକ କଳହ ଦୂରୀଭୂତ ହେବ ।ଦାମୀ ଜିନିଷ କିଣିପାରନ୍ତି । ରୋମାଣ୍ଟିକ ସ୍ୱଭାବର ରହିବେ ବର୍ଷସାରା ।

୮. ବିଚ୍ଛା:-କାର୍ଯ୍ୟକ୍ଷେତ୍ରରେ ଆଖିଦୃଷ୍ଟିଆ ସଫଳତା ପାଇବେ ।ଯାନବାହାନ କିଣିବାର ସମ୍ଭାବନା ରହିଛି ।କୌଣସି କ୍ଷେତ୍ରରେ ଧନନିବେଶ୍ ପାଇଁ ମନ ବଳାଇବେ ।ଲଭାପ୍ରଦ ରହିବା ବର୍ଷଟି ।

୯:- ଧନୁ:- ମତାନ୍ତର ମନାନ୍ତର ଦୂରୀଭୂତ ହେବ ।ବେରୋଜଗରିମାନଙ୍କୁ ଶୁଭ ଖବର ମିଳିବ ।ଫଳ ୪ଗୁଣ ହେବ ।ଅଯଥାରେ କିଛି ଖର୍ଚ ହେବ।ଧାନ ଜନିତ ସମସ୍ୟା ଲାଗୁରହିବ ।

୧୦.ମକର:-ଶୁଭ ଫଳ ଦେବ ନାହିଁ ।ଆୟ ଠୁ ବ୍ୟୟ ବଢିବ ।ଧାନ ସଞ୍ଚିପାରିବେ ନାହିଁ ।

୧୧.କୁମ୍ଭ:- ସ୍ବାସ୍ଥ୍ୟ ଅନୁକୂଳ ରହିବ ।ଆର୍ଥିକ ସମସ୍ୟା ଶୀଘ୍ର ଦୂର ହେବ ।ବିଭିନ୍ନ କ୍ଷେତ୍ରରେ ମାନ ପ୍ରତିଷ୍ଠା ହେବ ।

୧୨. ମୀନ:-ଅଧିକରୁ ଅଧିକ ଲୋକ ମିଶିବାକୁ ପସନ୍ଦ କରିବେ ।ଭାଗ୍ୟ ସାଥ ଦେବ୍ ।ସଫଳତା ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।