ଜରୁରୀ ଖବର ! ଓଡିଶା ଶିକ୍ଷା ମନ୍ତ୍ରୀ ଙ୍କ ବଡ ଘୋଷଣା । ଏଣିକି ମେଟ୍ରିକ ପରୀକ୍ଷାରେ ୧୦୦ ମାର୍କ ବଦଳରେ ୮୦ ମାର୍କ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

କୋଭିଡ କଟକଣା ଭିତରେ କେମିତି ହେବ ମାଟ୍ରିକ ପରୀକ୍ଷା ।ଏହି ବର୍ଷ କେବେ ହେବ ମାଟ୍ରିକ ପରୀକ୍ଷା ।ଏହି ପରି ସବୁ ପ୍ରଶ୍ନ ଭିତରେ ଛାତ୍ର ଛାତ୍ରୀ ଓ ଅଭିଭାବଙ୍କ ଛନ୍ଦି ହୋଇଥିବା ବେଳେ ପରୀକ୍ଷା କୁ ନେଇ ଆସିଛି ପ୍ରାଥମିକ ସୂଚନା । ପରୀକ୍ଷା ଶୈଳୀ ରେ କେତେକ ଚେଞ୍ଜ କୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରୁଥିବାର ସୂଚନା ମିଳିଛି । ସେଥି ମଧ୍ୟରୁ ପ୍ରତି ବିଷୟ ରେ ମାର୍କ ହ୍ରାସ ପାଇବାର ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ;

ମ୍ୟାଟ୍ରିକ ପରୀକ୍ଷା କୁ ନେଇ ଆସିପାରେ ବଡ଼ ନିଷ୍ପତି । ସହେ ବଦଳରେ ୮୦ ମାର୍କ ର ହୋଇ ପାରେ ପରୀକ୍ଷା । କୋଭିଡ କଟକଣା ଭିତରେ ନିୟମିତ ପାଠ ପଢ଼ା ବନ୍ଦ ହେବା ଯୋଗୁଁ ପରୀକ୍ଷା କୁ ନେଇ ନୂଆ ନିଷ୍ପତି ଦେଇ ପାରନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ଶିକ୍ଷାବର୍ଷ ପଛେଇ ଯାଇଥିବାରୁ କିପରି ହେବ ମାଟ୍ରିକ ପରୀକ୍ଷା ।ତେବେ ଚଳିତ ବର୍ଷ କମ୍ ମାର୍କ ରେ ପରୀକ୍ଷା ହେବ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ପ୍ରତି ବିଷୟ ୧୦୦ ବଦଳ ରେ ୮୦ ମାର୍କ ପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି ।

ଏଥିରେ ବିଷୟ ଭିତ୍ତିକ ପ୍ରଶ୍ନ ଅଧିକ ରହିବ ବୋଲି କୁହା ଯାଉଛି । ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା କିପରି ହେବ ବ୍ୟାପକ ରୂପେ ନିଷ୍ପତି ନିଆଯାଇ ଅଛି । ସେଥିପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପଦକ୍ଷେପ ଯେପରିକି ୮୦ ମାର୍କ ର ପରୀକ୍ଷା , ଅଧିକ ପରୀକ୍ଷା କେନ୍ଦ୍ର ଯେପରି କୋଭିଡ ଗାଇଡ ଲାଇନ ପାଳନ କରାଯିବା ସହିତ ପରୀକ୍ଷା ମଧ୍ୟ ସୂଚାର ରୂପେ କରାଯିବ ।

କୋଭିଡ କଟକଣା ଥିବାରୁ ଏହି ବର୍ଷ ଅନଲାଇନ୍ ପାଠ ପଢ଼ା ହେଉଥିବା ରୁ ସାଧାରଣ ପିଲା ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବୋର୍ଡ ୩୦% ସିଲାବସ ହ୍ରାସ କରାଇ ଥିଲା । ଏହା ଆଧାର ରେ ପ୍ରତି ବିଷୟ ରେ କମ୍ ନମ୍ୱର୍ କରାଯିବ ବୋଲି କୁହା ଯାଉଛି। ପୂର୍ବରୁ ପ୍ରଥମେ ପାଠ ପଢ଼ା ହେବ ଆଉ ଏହା ପରେ ପରୀକ୍ଷା ହେବ ବୋଲି ସୂଚନା ଦେଇ ଥିଲେ । ତେବେ ଅନଲାଇନ୍ ରେ ପରୀକ୍ଷା ହେବ ବୋଲି କିଛି ସୂଚନା ମିଳି ନଥିବା ବେଳେ ସ୍ବଭାବିକ ଭାବରେ ଅଫଲାଇନି ରେ ପରୀକ୍ଷା କରାଯିବ ।

ତେବେ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ମିଳିଛି । ତେବେ ଅଧିକ ପରୀକ୍ଷା କେନ୍ଦ୍ର ହେବା ଦ୍ଵାରା ପିଲା ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହି ପାରିବ ଏହା ସହିତ କରନା କଟକଣା ସୁଚର୍ ରୂପେ ପାଳନ କରାଯାଇ ପାରିବ । ଏହା ସହିତ କମ୍ ମାର୍କ ରେ ଏଥିପାଇଁ ପରୀକ୍ଷା ହେଉଛି କାରଣ କମ୍ ସମୟ ଭିତରେ ପରୀକ୍ଷା କରାଯିବ ଓ ପରୀକ୍ଷା ଶୁଚାର ରୂପେ ହୋଇ ପାରିବ।ଏହା ସହିତ ଅଧିକ ମଲ୍ଟିପୂଲ୍ ପ୍ରଶ୍ନ ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।