ଦେଖନ୍ତୁ ଭାଇରାଲ ଭିଡ଼ିଓ । ପୁଣି ଥରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କର TIK TOK ଭିଡିଓ। ପୁଣି ଥରେ ଚର୍ଚ୍ଚା କୁ ଆସିଲେ ରାନୀ ପଣ୍ଡା…..

ଆପଣମାନେ ଜାଣିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା। ଯିଏକି କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି।

ତେବେ ଏବେ ପୁଣି ସେ ସୋସିଆଲ ମିଡିଆରେ ତାଙ୍କର ଜଲବା ଦେଖାଇଛନ୍ତି।ଏମିତିରେ ଆଜିର ଯୁବ ସମାଜ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନେ ଅଧିକ ମାତ୍ରାରେ ଏଥିପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି।

ଆଜିକାଲି ଟିକ ଟକ ଆପ ମାଧ୍ୟମରେ ଅନେକ ଯୁବକ ଯୁବତୀ ସେମାନଙ୍କ ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ସେହିପରି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ରାନୀ ପଣ୍ଡା ଙ୍କର ମନୋରଞ୍ଜନ ର ଭିଡିଓ ମାନ ଆପଣଙ୍କୁ ଦେଖେଇବାକୁ ଯାଉଛୁ ଯାହାକୁ ଆପଣ ଥରେ ଭଲ ଭାବରେ ଦେଖନ୍ତୁ। କିପରି ଭାବରେ ଏହି ଅଭିନେତ୍ରୀ ତାଙ୍କର ମଜା ମସ୍ତି କୁ ଦେଖାଉଛନ୍ତି, ଉଭୟ ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ।

ବିଭିନ୍ନ ପ୍ରକାର ଓଡ଼ିଆ ଆଲବମ୍ ଏବଂ ଫିଲ୍ମ୍ ସଙ୍ଗୀତର ତାଳେତାଳେ ସେ ଏହି ସବୁ ଟିକ ଟକ ଭିଡିଓ କୁ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ରାନୀ ପଣ୍ଡା। ତାଙ୍କର ଅଭିନୟ ମଧ୍ୟ ବହୁତ୍ ପ୍ରଶଂସନୀୟ ରହିଛି। ଏହାଛଡା ତାଙ୍କର ନୃତ୍ୟ ମଧ୍ୟ ବହୁତ୍ ମନୋରଞ୍ଜନ ଧର୍ମୀ ହୋଇଛି।ସେ ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି।

ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ମାଧ୍ୟମରେ ସେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି।ଏହି ଭିଡିଓ ଗୁଡ଼ିକରେ ସେ ତାଙ୍କର ଜଳବା ଦେଖାଉଛନ୍ତି। ରାନୀ ପଣ୍ଡା ଏହି ଭିଡିଓ ରେକର୍ଡ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ର ଡ୍ରେସ୍ ରେ ହିଁ କରିଥାନ୍ତି ଏବଂ ତାଙ୍କ କାର ର ବ୍ୟବହାର ମଧ୍ୟ କରିଛନ୍ତି। ଯେଉଁଥିରେ ତାଙ୍କର ସୁନ୍ଦରତା ଅଧିକ ଦୁଇ ଗୁଣିତ ହେଉଛି।ସେ କେତେବେଳେ ଶାଢ଼ୀରେ ତାଙ୍କର ଭିଡିଓ ରେକର୍ଡ କରିଛନ୍ତି ତ ପୁଣି କେଉଁ ସ୍ଥାନରେ ସାଲ୍ଵାର୍ ରେ ସେ ସୁନ୍ଦର୍ ଭିଡିଓ ମାନ ରେକର୍ଡ କରିଛନ୍ତି।

ତେବେ ଆପଣ ବି ଥରେ ଦେଖନ୍ତୁ ଏହି ସବୁ ଭିଡିଓ ରେ କିଭଳି ଭାବରେ ଭିଡିଓ ସବୁ ସୁଟ କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା। ପାରମ୍ପରିକ ପୋଷାକରେ ମଧ୍ୟ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ସେ। ବିଭିନ୍ନ ବେଶଭୂଷା ରେ ନିଜକୁ ସଜେଇ ସେ ଅନେକ ଭିଡିଓ ରେକର୍ଡ କରିଛନ୍ତି।ଏହି ଭିଡିଓ ଗୁଡ଼ିକ ରେ ସେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି ଏବଂ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି।ବାସ୍ତବରେ ତାଙ୍କର ଅଭିନୟର ପ୍ରତିଭା ଏହି ଭିଡିଓ ମାନଙ୍କରେ ପ୍ରତିଫଳିତ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।