ସାବଧାନ! ଏଣିକି ଏହି ୬ଟି ଜିନିଷ ଗୁଗୁଲରେ ସର୍ଚ୍ଚ କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ, ନଚେତ ଯାଇପାରନ୍ତି ଜେଲ……

ଦିନେ ଏମିତି ସମୟ ଥିଲା ଯେଉଁଠି ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ବୁଦ୍ଧିଜୀବୀ ମାନଙ୍କୁ ଅନେକ ବହି ପଢିବାକୁ ପଡୁଥିଲା । କେତେ ବହି ପଢ଼ିବା ପରେ ଓ ପୋଥି ପଢ଼ିବା ପରେ ସେମାନେ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇ ପାରୁଥିଲେ । କିନ୍ତୁ ଆଜି କାଲି ଆଉ ସେମିତି ହଉନି ଆଜି କାଲି ଆପଣ ଗୋଟିଏ କ୍ଲିକ୍ ରେ ଆପଣ ନିଜର ସବୁ ପ୍ରଶ୍ନ ର ଉତ୍ତର ପାଇ ପାରିବେ । ସେ ପୁଣି ଦୁନିଆ ର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗଲ ମାଧ୍ୟମ ରେ । ଆଜି କାଲି ଦୁନିଆ ରେ ସବୁଠୁ ଜ୍ଞାନୀ ଓ ବିଚକ୍ଷଣ ହେଉଛି ଗୁଗଲ

ତେବେ ଗୁଗଲ ଆପଣ ଙ୍କ ର ସବୁ ଡାଟା ରଖୁଛି ଆପଣ କୁଆଡ଼େ ଯାଉଛନ୍ତି କଣ କରୁଛନ୍ତି ସବୁ ର ଡାଟା ଗୁଗଲ ପାଖରେ ରହିଛି । ବେଳେ ବେଳେ ଆପଣ ଦେଖିଥିବେ ଯେ ଆପଣ ଫ୍ଲିପ୍ କାର୍ଟ କିମ୍ବା ଆମଜନ ରେ ଯଦି କୌଣସି ପ୍ରଦକ୍ଟ ସର୍ଚ୍ଚ କରୁଛନ୍ତି ତେବେ ଏହା ପରେ ଆପଣଙ୍କ ଇମେଲ ରେ ସେହି ରିଲେଟ ଆଇଟମ ଆସିଥାଏ। ତେବେ ଏହା ଏଇଥିପାଇଁ ହୁଏ ଯେ କାରଣ ଗୁଗଲ ଆପଣ ଙ୍କ ସବୁ ଆକ୍ତିଭିଟି ଉପରେ ନଜର ରଖିଥାଏ। ସେଥିପାଇଁ ଏମିତି କିଛି ଜିନିଷ ରହିଛି ଯାହାକୁ ଆପଣ ରେ ଗୁଗଲ ରେ ସର୍ଚ୍ଚ କରିବା ଉଚିତ୍ ନୁହେଁ।

୧- ଆତଙ୍କବାଦ ସହିତ ଜଡିତ ଯେକୌଣସି ତଥ୍ୟ , ଆପଣ ଙ୍କୁ ଗୁଗଲ ରେ ଆତଙ୍କବାଦ ସହିତ ଜଡିତ ଯେକୌଣସି ତଥ୍ୟ ଯେପରିକି ବମ୍ ପ୍ରସ୍ତୁତ କରିବା ଉପାୟ , ହତିଆର ସପ୍ଲାଏ କରିବା ଇତ୍ୟାଦି । ଯେମିତିକି ଆମେ ଜାଣିଛ ଯେ ସାରା ବିଶ୍ଵ ଏବେ ଆତଙ୍କବାଦ ଙ୍କୁ ନେଇ ଚିନ୍ତିତ ଓ ବର୍ତ୍ତମାନ କିଛି ଦେଶ ବିଶ୍ବବ୍ୟାପୀ ଆତଙ୍କବାଦ କୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି ସେଥିପାଇଁ ଆତଙ୍କବାଦ ଙ୍କୁ ନେଇ ସବୁ ତଥ୍ୟ ର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି । ଯଦି ଆପଣ ଏମିତି କିଛି ତଥ୍ୟ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କ ଆଇପି ଆଇଡି ଟ୍ରାକ କରି ଆପଣ ଙ୍କୁ ଆରେଷ୍ଟ୍ କରାଯାଇ ପାରେ ।

୨- ନାମ , ଠିକଣା , ଇମେଲ ଆଇଡି କିମ୍ବା ଫୋନ୍ ନମ୍ବର , କିଛି ଲୋକ ନିଜ ନାମ , ଠିକଣା , ଇମେଲ ଆଇଡି ଗୁଗଲ ରେ ସର୍ଚ୍ଚ କରି ଥାଆନ୍ତି କିନ୍ତୁ ଏମିତି କରନ୍ତୁ ନାହିଁ କାରଣ ଆପଣ ଙ୍କ ସବୁ ଡାଟା ଗୁଗଲ ରେ ସେଭ୍ ହୋଇ ରୁହେ ଓ କେବେବି ଏହାର କେହି ବ୍ୟବହାର କରି ପାରନ୍ତି ।

୩- କେଉଁ ଖାଦ୍ୟ ଖାଇବା ଦ୍ବାରା କ୍ୟାନ୍ସର ହୋଇଥାଏ , ଗୁଗଲ ରେ ସବୁ ତଥ୍ୟ ଠିକ୍ ନଥାଏ ତେଣୁ ଆପଣ ଯଦି ଖାଦ୍ୟ ସର୍ଚ୍ଚ କରିବେ ଓ ଆପଣ ଙ୍କୁ ଭୁଲ୍ ତଥ୍ୟ ମଧ୍ୟ ମିଳି ଥାଏ

୪- ଗର୍ଭପାତ କିପରି କରାଯାଏ , ଗର୍ଭପାତ ଏକ ସମ୍ବେଦଶୀଳ ଘଟଣା ତେଣୁ କେବେବି ଏହାକୁ ସର୍ଚ୍ଚ କରନ୍ତୁ ନାହିଁ କାରଣ ଏଥିରେ ଏମିତି କିଛି ଖାଦ୍ୟ ଖାଇବା ପାଇଁ କହିପାରେ ଯାହା ଏକ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

୫- ନିଜ ସ୍ବାସ୍ଥ୍ୟ ସମ୍ବର୍ଧିତ କୌଣସି ତଥ୍ୟ , ସବୁ ମେଡ଼ିସିନ୍ ଆମ ଶରୀର ରେ ଠିକ୍ ରୂପେ କାର୍ଯ୍ୟ କରେ ନାହିଁ ତେଣୁ ଗୁଗଲ ରେ ସର୍ଚ୍ଚ କରି ମେଡ଼ିସିନ୍ ସେବନ କରନ୍ତୁ ନାହିଁ।

୬- ଚାଇଲ୍ଡ ପର୍ନ , ସରକାର ଚାଇଲ୍ଡ ପର୍ନ ସାଇଟ୍ କୁ ବନ୍ଦ କରି ଦେଇଛନ୍ତି ତେଣୁ ଆପଣ ଏହାକୁ ଗୁଗଲ ରେ ସର୍ଚ୍ଚ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।