ଦେଖନ୍ତୁ ଭିଡ଼ିଓ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ନିଦ ହଜେଇଲା ଏହି ଛୋଟ ବାଳକ, ସାରା ଓଡ଼ିଶାରେ ୬୦ ଲକ୍ଷ ଲୋକ ଏହି ଭିଡ଼ିଓ କୁ ସେୟାର କରି ସାରିଲେଣି…..

କୁନି ପିଲା ମାନଙ୍କର ସରଳ ଓ ନିଷ୍ପାପ୍ୟ ମନରୁ ଯେଉଁ ମଧୁର କଥା ଶୁଣିବାକୁ ମିଳେ ତାକୁ ବହୁତ୍ ଶ୍ରୁତି ମଧୁର ହୋଇଥାଏ ଓ ବହୁତ୍ ଖୁସି ଲାଗିଥାଏ।ତେବେ ସେମାନେ ଅନେକ ସମୟରେ ତାଙ୍କର ସୃଜନଶୀଳତା ଏବଂ ବୁଦ୍ଧି ବିବେକ ଏମିତି ହୋଇଥାଏ ଯେ ସେମାନେ କୌଣସି ଜିନିଷକୁ ବହୁତ୍ ସହଜରେ ଉପସ୍ଥାପନା କରନ୍ତି ଯାହା ବହୁତ ସୁନ୍ଦର୍ ଲାଗିଥାଏ। ଛୋଟ ଛୋଟ ପିଲା ମାନଙ୍କର କଥା ଶୁଣିଲେ ଏକ ଅଜଣା ଖୁସି ଜାତ ହୋଇଥାଏ।

ସେମାନେ କେତେବେଳେ ଦେଶ ରାଇଜର କଥା ପଚାରନ୍ତି ତ ପୁଣି କେତେବେଳେ ଅବାସ୍ତବ କଥା କୁ ଜାଣିବାକୁ ଚାହିଁଥାନ୍ତି। କେତେବଳେ ସେମାନଙ୍କ ମନକୁ କଣ ଆସିଥାଏ ତାହା କହିବା ମୁସ୍କିଲ।

କାରଣ ସାନ ପିଲା ମାନଙ୍କର ସ୍ମରଣ ଶକ୍ତି ଅଧିକ ରହି ଥିବାରୁ ସେମାନେ ଯାହାବି ଶୁଣନ୍ତି ତାହାକୁ ମନେ ରଖି ଦେଇଥାନ୍ତି। ତେଣୁ ସେମାନଙ୍କ ଆଗରେ କିଛି କଥା କାହା ବିଷୟରେ କହୁଥିଲେ ସାବଧାନ ହୁଅନ୍ତୁ। କାରଣ ସେମାନେ ଯାହାବି ଶୁଣନ୍ତି ତାହା ଅନ୍ୟ ପାଖରେ ନିଶ୍ଚୟ ପ୍ରକାଶ କରନ୍ତି। ତେବେ ସେମାନଙ୍କର ସୃଜନଶୀଳତା ଏତେ ପ୍ରଖର ଯେ ସେମାନେ ଖେଳ ଖେଳୁଥିବା ସମୟରେ ମଧ୍ୟ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କରନ୍ତି ଏବଂ ତାଙ୍କ ଆଖପାଖ ର ଘଟଣା ବିଷୟରେ ନଜର ରଖନ୍ତି ଏବଂ ଆଲୋଚନା ହେଉଥିବା କଥା କୁ ମଧ୍ୟ ଧ୍ୟାନ ଦେଇ ଶୁଣନ୍ତି।

ତେବେ ପିଲାମାନେ ଅନେକ ସମୟରେ ସେହିପରି କିଛି ଅଜବ କଥା ମଧ୍ୟ କହିଥାନ୍ତି।ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ଯେଉଁ ଭଳି ଭାବରେ ଏବେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ଏଥିରେ ଜଣେ କୁନି ବାଳକ ଯିଏକି ପ୍ରଥମ ଶ୍ରେଣୀରେ ପଢୁଛନ୍ତି ସେ କଣ କହିଛନ୍ତି ଶୁଣନ୍ତୁ। ଯାହାକୁ ଶୁଣିଲେ ଆପଣ ହସିବେ ତ ନିଶ୍ଚିତ କିନ୍ତୁ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।

ସେ କହିଛନ୍ତି ଯେ ମୁଁ କଣ ଶୁଣିଲି ଆମ ସ୍କୁଲ ଏଠାରୁ ଉଠି ଯାଉଛି ଆଉ ମାଇନର ସ୍କୁଲ୍ ରେ ଯାଇ ମିଶୁଚି। ଆମେ ସେଠାକୁ କଣ ବଣ ରାସ୍ତା ଦେଇ ଯିବୁ। ଯଦି ସେପଟେ ଗଲେ ଆମକୁ ଶଣ୍ଢ ମାରିଦେବ ତେବେ ଆମ ବାପା ମାଆ ଙ୍କୁ ଆଉ ଗୋଟିଏ ପୁଅ ତୁମେ ଆଣିଦେବ। ଯଦି ଗାଡ଼ି ଚାପି ଦିଏ ଆଉ ଆମର କିଛି ହୋଇଯାଏ ତେବେ ଆମ ବାପା ମାଆ ଙ୍କ କଥା କିଏ ବୁଝିବ?

ଆମ ବାପା ମାଆ ଙ୍କୁ କଣ ଆଉ ଗୋଟିଏ ପୁଅ ଆଣି କି ଦେବ। ତେଣୁ ମୁଁ ସରକାରଙ୍କ ହାତ ଯୋଡ଼ି ନିବେଦନ କରୁଛି ଯେ ଆମ ସ୍କୁଲ ଯେଉଁଠି ଥିଲା ସେଇଠି ଥାଉ। ଏହିଭଳି ଭାବରେ ଅନେକ କଥା ସେ ତାଙ୍କ ସୂକ୍ଷ୍ମ ଦୃଷ୍ଟି କୋଣରୁ କହୁଛନ୍ତି ଯାହା ଶୁଣିବା ପରେ ନିଶ୍ଚିତ ଭାବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେଣୁ ଆପଣ ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ କୁନି ବାଳକର ଏହି ସବୁ କଥା କୁ ଭଲ ଭାବରେ ଶୁଣନ୍ତୁ। ତାପରେ ଜାଣି ପାରିବେ ସେ କେମିତି ଏହାକୁ ଉପସ୍ଥାପନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।