କାଗଜରେ ଏହା ଲେଖି ଜଳାଇ ଦିଅନ୍ତୁ, ଯାହା ବି ଇଛା ଥିବ ସବୁ ୨ ଘଣ୍ଟାରେ ପୂର୍ଣ୍ଣ ହେବ

ବନ୍ଧୁଗଣ ଆଜିର ଦିନରେ ଆମର କିଛିନା କିଛି ଅସୁବିଧା ଲାଗିରହିଛି l ତେଣୁ ଆଜି ଆମେ ଏକ ସରଳ ଓ ଭିନ୍ନ ଉପାୟ ବିଷୟରେ କହୁଛୁ ଯାହା କରିବା ଦ୍ୱାରା ଆପଣଙ୍କ ସବୁ ଅସୁବିଧା କମ କରିପାରିବେ l ଯଦି କିଛି ଇଛା ଓ ମନସ୍କାମନା ଅଛି ତାହା ନିଛିନ୍ତ ଭାବେ ପୂରଣ ହେବ l ଆମର ଅସୁବିଧା ଦୂର କରିବାପାଇଁ ବିଭିନ୍ନ ପ୍ରକାର ଉପାୟମାନ ରହିଛି l

କିନ୍ତୁ ଜୀବନରେ ସମସ୍ତ ଅସୁବିଧା ଓ ମନସ୍କାମନା କୁ ପୂରଣ ପାଇଁ ଏହା ବହୁତ କାର୍ଯ୍ୟକାରୀ ଅଟେ l ଏହାକୁ କରିବା ପୂର୍ବରୁ ଆମେ ଯାହାକହିବାକୁ ଯାଉଛୁ ଭଲଭାବେ ବୁଝିବାକୁ ହେବ l ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ କରିବାକୁ ପଡିବ ଓ ଏହାକୁ ଯଦି କିଛି ସମୟ ବାହାର କରି ଶାନ୍ତିରେ ଅଧଘଣ୍ଟା ବା ପନ୍ଦର ମିନଟ କଲେ ଆପଣଙ୍କ ପାଇଁ ଲାଭଦାୟକ ହେବ l

1. ଆପଣ ଯେଉଁ ସମସ୍ୟାରେ ଥାନ୍ତୁନା କାହିଁକି ଓ କୌଣସି ମନସ୍କାମନା ଥାଉନା କାହିଁକି ସବୁ ଦୂରେଇ ଯିବ ଏହି ଉପାୟ ଦ୍ୱାରା l ଦେଖିବାକୁ ଗଲେ ଅନେକ ଅସୁବିଧା ସମସ୍ତଙ୍କୁ ଘେରି ରହିଛି l କିନ୍ତୁ ଯଦି ଆପଣ ଅନେକ ସମସ୍ୟାରେ ଫସି ରହିଛନ୍ତି, ଅନେକ ସମୟ ଧରି ଅସୁବିଧା ଲାଗି ରହୁଛି କିମ୍ବା ଅନେକ ଦିନ ଧରି ସମସ୍ୟାରେ ରହିବା ଫଳରେ ଆପଣ ବହୁତ ଅସୁବିଧାରେ ଅଛନ୍ତି ଓ ମନେ ମନେ ଭାଙ୍ଗି ପଡିଛନ୍ତି, ନାହିଁ ଆପଣ ଆପଣଙ୍କ ଜୀବନରେ କିଛି କରିପାରିବେ ନା କୌଣସି ସଫଳତା ପ୍ରାପ୍ତି ହେବ l ତେଣୁ ଏହି ଉପାୟ ଆପଣନ୍ତୁ ଆପଣଙ୍କର ସବୁ ସମସ୍ୟା ସମାଧାନ ହେବ l

2. ଆପଣଙ୍କର ଯଦି କୌଣସି ଅସୁବିଧା କିମ୍ବା ଇଚ୍ଛା ରହିଛି ତାକୁ ଏକ ସଫାଧଳା କାଗଜରେ ଲେଖନ୍ତୁ ଓ ଏହାପରେ ଅଳ୍ପ କିଛି ଗୁଗୁଳ ଓ ଝୁଣା କୌଣସି ଝୁଣାଦାନୀ ଉପରେ ଜଳାନ୍ତୁ ଯଦି ଝୁଣାଦାନୀ ନାହିଁ ତେବେ ଏକ ଲୁହାପାତ୍ରରେ ଅଳ୍ପ ଅଳ୍ପ ଝୁଣା ପକାଇ ତାକୁ ଜଳାନ୍ତୁ l ଏହାକୁ ଜଳାଇବା ଦ୍ୱାରା ଏହା ଝୁଣାଦୀପ ପରି ଜଳିଥାଏ l ଏହି ଧୂଆଁ ସହିତ ଆପଣ ଲେଖିଥିବା କାଗଜକୁ ଜଳାଇ ଦିଅନ୍ତୁ ଏବଂ ଏହାକୁ ଆପଣ ଆପଣଙ୍କ ଘର ଭିତରେ ହିଁ କରନ୍ତୁ l

3.ଭଗବାନ ଶନିଦେବ ଓ ମାତାଲକ୍ଷ୍ମୀଙ୍କର ହୋଇଥିବା ଆବଶ୍ୟକ l ଯେତେବେଳ ଏହି ଧୂଆଁ ଜଳାଇବେ ଆପଣ ଆପଣଙ୍କର ଦୁଇ ଆଖି ବନ୍ଦକରି ଯାହାବି ଆପଣ ସେହି କାଗଜରେ ଲେଖିଥିଲ ଆପଣ ମନେମନେ ଆଉ ଥରେ ପଢି ଦିଅନ୍ତୁ l ଏବଂ ଅଧଘଣ୍ଟା ପର୍ଯ୍ୟନ୍ତ ଦୋହରନ୍ତୁ l ଆପଣଙ୍କୁ ଏହା ସନ୍ଧ୍ୟା ସାତଟl ପାଖାପାଖି କରିବାକୁ ହେବ l ଏହି ଉପାୟ କରିବା ଦ୍ୱାରl ଆପଣ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିବ l ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆପଣଙ୍କ ଆଡକୁ ଆକର୍ଷିତ ହେବ l

ଆପଣଙ୍କ ମନସ୍କାମନା, ଇଛା, ସବୁ ପୂରଣ ହେବ l ଆପଣଙ୍କ ଅସୁବିଧା, ସମସ୍ୟା ଓ ଦୁଃଖ ଦୂରେଇଯିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।