ହେ ପ୍ରଭୁ ! ବାହାଘର ର ମାତ୍ର ୨ମାସ ହୋଇନି ନେହା କକ୍କର୍ ହେବାକୁ ଯାଉଛନ୍ତି ମା”…..ଆଗରୁ କ’ଣ ସେ……

ଇଣ୍ଡିଆ ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟ ଅତୀତରେ ବିବାହ କରି ଥିଲେ । ନେହା କକ୍କର ଏକ ପଞ୍ଜାବୀ ଗାୟକ ରୋହନ୍ ପ୍ରୀତି ସିଂହ ଙ୍କୁ ବିବାହ କରିଛନ୍ତି । ଦୁଇ ଜଣଙ୍କ ର ବିବାହ ବହୁତ୍ ଧୁମ୍ ଧାମରେ ହୋଇ ଥିଲା । ତାଙ୍କ ବିବାହ ପାଇଁ ତାଙ୍କ ପ୍ରଶଂସକ ମାନେ ଖୁବ୍ ଖୁସି ଥିଲେ। ତେବେ ଏବେ ଗୋଟିଏ ଖବର ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେ ଗାୟିକା ନେହା ଏବେ ପ୍ରେଗ୍ନେଟ ଅଛନ୍ତି।

ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି କାରଣ ସେମାନେ ବହୁତ୍ କମ୍ ଦିନ ହେବ ବିବାହ କରି ଥିଲେ । ତେବେ ନେହା କକ୍କର୍ ଓ ରୋହନପ୍ରିତି ସିଂହ ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ପରେ ଉଭୟ ଦମ୍ପଦି ନିଜର ହନିମୁନ ପାଇଁ ଦୁବାଇ ଯାଇ ଥିଲେ । ଦୁହେଁ ଏହି ବିବାହ ରେ ଖୁବ୍ ଖୁସି ଥିବାର ଜଣା ପଡ଼ି ଥିଲେ ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଗାଇକା ନେହା ଓ ତାଙ୍କ ସ୍ଵାମୀ ରୋହନପ୍ରିତି ସିଂହ ଙ୍କ ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁ ଥିରେ ସେ ମା ହେବାର ସୂଚନା ଦେଇଛନ୍ତି । ତେବେ ତେବେ ତାଙ୍କର ଏହି ମାଆ ଖବର ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ନେହା ନିଜ ବିବାହ ରେ ଖୁବ୍ ଖୁସି ନଜର ଆସିଥିଲେ ଓ ଏବେ ପୁଣି ଥରେ ନେହାଙ୍କ ଜୀବରେ ପୁଣି ଏକ ଖୁସି ଖବର ଆସିବାକୁ ଯାଉଛି । ତେବେ ଏହାକୁ ନେଇ ତାଙ୍କ ପରିବାର ସମେତ ପ୍ରଶଂସକ ମାନେ ମଧ୍ୟ ଖୁବ୍ ଖୁସି ଅଛନ୍ତି।

ନେହା କକର ଇଣ୍ଡିଆନ ଆଇଡଲ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଆଉ ବର୍ତ୍ତମାନ ସେ ଇଣ୍ଡିଆ ର ସବୁଠୁ ଫେମସ ଗାୟିକା । ଅନେକ ଫିଲ୍ମ୍ ଗୀତ ରୁ ଆରମ୍ଭ କରି ଆଲବମ୍ ରେ ସେ ନିଜର ଯାଦୁ ଦେଖାଇ ସାରିଛନ୍ତି । ନିଜର ଗୀତ ର ଯାଦୁ ରେ ସେ ସମସ୍ତ ଫ୍ୟାନ ମାନଙ୍କୁ ବାନ୍ଧି ରଖିଛନ୍ତି।ତେବେ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ର ସୁଟିଂ ଚାଲିଛି ଯେଉଁଥିରେ ନେହା ନଜର ଆସିଛନ୍ତି । ବର୍ତ୍ତମାନ ତାଙ୍କର ଏହି ପ୍ରେଗ୍ନେଶି ତାଙ୍କ ସୁଟିଂ ଉପରେ ପ୍ରଭାବ ପକାଇ ପାରେ ବୋଲି କୁହା ଯାଉଛି ।

ତେବେ ନେହା କକ୍କର ଓ ରୋହନପ୍ରିତୀ ସିଂହ ଙ୍କ ପ୍ରେମ ସମ୍ପର୍କ ବେଶୀ ଦିନ ର ନଥିଲା ସେମାନେ ଏକ ମୀୟୂଜିକ୍ ସୋ ରେ ସାକ୍ଷାତ ହୋଇଥିଲେ ଓ ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଉଭୟ ବିବାହ କରିଥିଲେ । ତେବେ ବର୍ତ୍ତମାନ ନେହା ଙ୍କୁ ଓ ରୋହନପ୍ରିତୀ ସିଂହ ଙ୍କୁ ତାଙ୍କର ଫ୍ୟାନ ମାନେ ଅଭିନନ୍ଦନ ଜଣାଉ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।