ପୁଣି ଓଡ଼ିଶାରେ ଲଜ୍ୟା ! ଦିଅର-ଭାଉଜଙ୍କ ଅବୈଧ ସଂପର୍କ ଦେଖି ନେଲା ବୋଲି ନିଜର ଛୋଟ ଭାଣିଜୀ କୁ ଜୀବନରୁ ମାରିଦେଲା ମାମୁଁ….ଅପରାଧି ଙ୍କୁ କିପରି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ଜଣାନ୍ତୁ….

ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟିଛି । ଭାଣିଜୀକୁ ଦିଅର ଆଉ ଭାଉଜ ଯୋଜନାବଦ୍ଧ ଭାବରେ ହତ୍ୟା କଲେ । ଦିଅର ଆଉ ଭାଉଜଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଦେଖିବାରୁ ନିଜ ହାତରେ ଗଳା କାଟି ହତ୍ୟା କଲେ ମାମୁଁ। ସେ ମାମୁଁଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସମସ୍ତେ କହୁଛନ୍ତି। ମାମୁ ତାର ନିଜର ଭାଣିଜିକୁ ନିଜ ହାତରେ ଆରପାରିକୁ ପଠେଇଦେଲେ।

ଏମିତି ଲୋମହର୍ଷଣକାରୀ ଘଟଣା ଦେଖା ଦେଇଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ ଅନ୍ତର୍ଗତ ଯମ୍ଭୀରାଇ ପଞ୍ଚାୟତର  ସୁନ୍ଦରକୁଲି  ଗାଁରେ। ମାମୁ ଦୀପକ ସାହୁ ସବୁ ପୋଲିସ ପାଖରେ ସ୍ୱୀକାର କରିଛନ୍ତି।

ଖବର ମିଳିଛି, ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ଥିଲେ, ସେ ଶୁକ୍ରବାର ସକାଳ ଠାରୁ ଖେଳିବାକୁ ଯାଇଥିଲେ । ପରେ ଆଉ ସେ ଫେରି ନାହାନ୍ତି ,ନିଖୋଜ ହୋଇଯାଇଥିଲେ। ବିଷ୍ଣୁପ୍ରିୟା ମାମୁଙ୍କର ଅବୈଧ ଘଟଣାକୁ କାଳେ ସମସ୍ତେଙ୍କୁ କହିଦେବ ତାପରେ ତାକୁ ନେଇଯାଇଥିଲେ। ତାଙ୍କ ମାମୁ ପାଖରେ ଗୋଟିଏ ଭାଉଜଙ୍କ ସହ ସମ୍ପର୍କ ରଖିଥିଲେ।

ଆଉ ଦୀପକ ସେ ଭାଉଜ ଙ୍କ ସହ ବହୁତ ଦିନ ପୂର୍ବେ ପ୍ରେମ ହୋଇଥିଲା। ତାପରେ ସେ ଦୁହେଁ କିଛି ଦିନ କଥା ହୋଇଥିଲେ। ପରେ ସେ ତାଙ୍କ ସହ ସମ୍ପର୍କ ରଖିଥିଲେ। ଯେଉଁ ସମୟରେ ସେ କୁନି ଝିଅଟି ଦେଖିଦେଇଥିଲା। ସେ ଝିଅକୁ ନେଇ ଯାଇଥିଲେ ଆଉ ତାକୁ ଲୁଚେଇ ଦେଲେ। ଘରେ ସମସ୍ତେ ବହୁତ ସମୟ ଖୋଜିଲା ପରେ ନିରାଶ ହୋଇଗଲେ। ଶେଷରେ ପୋଲିସର ସହାୟତା ନେଲେ। ବିଷ୍ଣୁପ୍ରିୟା ବାପା ବାଲିଆପାଳ ଥାନାରେ ଏତଲା ଦେଲେ।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କଲେ। ଏହି ଘଟଣାକୁ ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାରୁ ଘଟଣାର ପରଦା ଫାର୍ସ ହୋଇଛି। ଏହି ଘଟଣାକୁ ବାଲେଶ୍ୱର ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ବସ୍ତା ର ଏସ୍ଡିପିଓ ଗୋଟିଏ ଟିମ ପଠେଇ ବଳିପାଳ ଆଇ ଆଇ ସି ଙ୍କ ସହାୟତାରେ ସଫଳ ହୋଇପାରିଲେ।

ପ୍ରାୟ ତିନି ଦିନ ତଳେ ନିଖୋଜ ଥିବା ୭ ବର୍ଷର ନାବାଳିକା ବିଷ୍ଣୁପ୍ରିୟା ଆଜି ପୋଖରୀ ହୁଦାରୁ ମୃତ ଦେହ ମିଳିଛି। ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଦୀପକ ସାହୁଙ୍କୁ ଅଟକ ରଖିଛି। ଏହି ଘଟଣା ହେଲା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁର ସବୁ ଲୋକମାନେ ଏକତ୍ରିତ ହୋଇ ଉତ୍ତେଜନା କରୁଛନ୍ତି ସେଥିପାଇଁ ପୋଲିସ ଗୋଟିଏ ପ୍ଲାଟୁନ ମୁତୟନ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।