Jyotisa Shastra – ଆଜିଠାରୁ ଏହି ୬ଟି ରାଶି ରେ ଶନି ଦେବ ହେଲେ ଖୁସି, ଢାଳିବେ ପ୍ରଚୁର ଧନ

ପୃଥିବୀର ସୌରଜଗତରେ ନଅଟି ଗ୍ରହ ଅଛି l ସବୁ ଗ୍ରହ ଠାରୁ ଶନି ଗ୍ରହ ଅଲଗା l ଯେତେବେଳେ କୌଣସି ଗ୍ରହର ଦଶଦାସାରେ ଅଦଳ ବଦଳ ହୋଇଥାଏ, ତାହା ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇଥାଏ l ଆମେମାନେ ଏହି ପ୍ରଭାବକୁ ବୁଝି ପାରିନଥାଉ l ଯାହା ଫଳରେ ଆମ ଜୀବନରେ ବହୁତ ଘଟଣା ଘଟି ଯାଇଥାଏ l ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ l ଆଜି ଆମେ ଶନି ଗ୍ରହ ବିଷୟରେ ଜାଣିବା l

ଆମର ହିନ୍ଦୁ ଧର୍ମରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ l ଶନିଦେବ ଯାହା ଉପରେ କୃପା କରନ୍ତି, ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଥାଏ l ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ, ତାଠାରୁ ସେତେ ଅଧିକ ସେ ମନୁଷ୍ୟକୁ ଖୁସି ଦେଇଥାନ୍ତି l ଶନି ଭଗବାନ କାହାର ବି ଶତ୍ରୁ ହୋଇ ନଥାନ୍ତି ବରଂ ମିତ୍ର ଅଟନ୍ତି l ଶନିଦେବ ଜଣେ ନ୍ୟାୟ ପ୍ରିୟ ଗ୍ରହ ଅଟନ୍ତି l

ଯିଏ କି ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି, କିନ୍ତୁ ଯେଉଁ ଲୋକମାନେ ଅନାଇତିକ କାର୍ଯ୍ୟ କରୁଥିବ ଲୋକଙ୍କୁ ଭଗବାନ ଶନିଙ୍କ ଦଣ୍ଡ ଭୋଗିବାକୁ ପଡିଥାଏ l ଯେତେବେଳେ ଶନିଦେବ ତାଙ୍କ ଚଳନ ବଦଳାନ୍ତି,ତେବେ ସେ ରାଶିମାନଙ୍କର କାହା ଉପରେ ଭରି ପଡନ୍ତି ତ କାହା ଉପରେ ଖୁସି ହୁଅନ୍ତି l ଏମିତିରେ ତ ସବୁ ରାଶିମାନଙ୍କର ଉପରେ ଶନିଙ୍କର ପ୍ରଭାବ ରହିଥାଏ l ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି l ଯାହାର ଆଗାମୀ ଏକଉସି ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିବେ l

1- ମେଷ ରାଶି :ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ, ଏବଂ ଏହି ରାଶିକୁ ଏବେ ଚିନ୍ତା କରିବାର ନାହିଁ l ଏହି ରାଶିରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ, ଏବଂ ଏହା ପୁଣି ସମ୍ପୂର୍ଣ ଏକଉସି ବର୍ଷ ପର୍ଯ୍ୟନ୍ତ ହେବ l ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ l ଏମାନଙ୍କର ସବୁ ମନସ୍କାମନା ପ୍ରଭୁ ଶନିଦେବ ପୂରଣ କରିବେ, କିନ୍ତୁ ଏଥିରେ ଗୋଟିଏ ସର୍ତ ଯେ ଏବଂ ତାହା ହେଉଛି,ଏମାନଙ୍କୁ ଭଗବାନ ଶନିଦେବ ଉପରେ ସମ୍ପୂର୍ଣ ଭରଷା ଓ ବିଶ୍ୱାସ କରିବା ଦରକାର l

2- ସିଂହ ରାଶି: ଏହି ରାଶିରେ ମଧ୍ୟ ଖୁସି ବରଷିବ କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ ଓ ମନ ଧ୍ୟାନ ଦେଇ ସମ୍ପୂର୍ଣ କାର୍ଯ୍ୟ କରିବାକୁ ପଡିବ l ଏମିତିରେ ଶନିଦେବ ସମସ୍ତଙ୍କର ଭଲ ହିଁ କରିଥାନ୍ତି l

3-କନ୍ୟା ରାଶି : ଏହି ରାଶିରେ ମଧ୍ୟ ସନିଦେବ ଙ୍କର କୃପା ବର୍ଷା ହେବ, ଏହି କୃପା ଆଗାମୀ 21 ବର୍ଷ ଲାଗିରହିବ l

4-ତୁଳା ରାଶି : ଏହି ରାଶିରେ ସନିଦେବ ଙ୍କର କୃପା ଯୋଗୁଁ ଆଗକୁ ବଡ଼ ପରିବର୍ତ୍ତନ ହେବ ଅହିରାଶିର ବ୍ୟକ୍ତି ମାନେ ନିଜର ପ୍ରେମକୁ ପାଇବେ l

5-କର୍କଟ ରାଶି : ଏହି ରାଶିର ବ୍ୟକ୍ତି ମାନେ ଆଗାମୀ 21 ବର୍ଷ ପାଇଁ ଧନ ଯୋଗ ରହିଛି l ଏମାନେ କେବେବି ଧନର ଅଭାବ ଅନୁଭବ କରିବେ ନାହିଁ l

6-କୁମ୍ଭ ରାଶି : ଏହି ରାଶିରେ ଆଗକୁ ସଫଳତା ପାଇବେ ସନିଦେବ ଙ୍କର କୃପାରୁ ଏମାନଙ୍କ ସମସ୍ତ ଲକ୍ଷ ପୂରଣ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।