Dr Manoj Das – ରାତିରେ ଶୋଇବା ଆଗରୁ ଖାଇ ଦିଅନ୍ତୁ 2ଟା ଲବଙ୍ଗ ତାପରେ ଫଳାଫଳ ଯାହା ହେବ କେବେବି ଭାବି ନଥିବେ

ଆମେ ଖାଉଥିବା ପ୍ରତ୍ୟକ ଜିନିଷର କିଛିନା କିଛି ଗୁଣ ଭରି ରହିଥାଏ l ସେମିତି ଏକ ଜିନିଷ ହେଉଛି ଲବଙ୍ଗ l ଲବଙ୍ଗ ଆମ ରୋଷେଇ ଘର ରହିଥାଏ l ଲବଙ୍ଗର ମଧ୍ୟ କିଛି ଗୁଣ ରହିଛି l ଯାହାକି ଆପଣ କେବେ ଭାବି ନଥିବେ l ଲବଙ୍ଗକୁ ଆମେ ବିଭିନ୍ନ ପ୍ରକାରର ଉପାୟରେ ଖାଇ ଥାନ୍ତି l ଲବଙ୍ଗକୁ ଆମେ ମିଠା ତିଆରି କଲେ ବ୍ୟବହାର କରିଥାଉ l ଆମେ ଲବଙ୍ଗକୁ ମଧ୍ୟ କାଢ଼ା ତିଆରି କରନ୍ତି l

ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲେଣି l ଏହି ଜ୍ଞାନବିଜ୍ଞାନ ମଧ୍ୟ କେବେକେବେ ହାର ମାନିଥାନ୍ତି ଆମ ଆୟୁର୍ବେଦ ଚିକିତ୍ସା ଉପରେ l ବହୁତ ସମୟରେ ଆମେ ଡାକ୍ତରୀ ଔଷଧ ନଖାଇ ଆୟୁର୍ବେଦିକ ଔଷଧ ଖାଇଥାଉ l ଆଉ ଏଥିରେ ମଧ୍ୟ ଆମ ଦେହ ଭଲ ହୋଇଯାଏ l ତେବେ ଆମେ ଆଜି ଲବଙ୍ଗରବିନ୍ଧା ଭଲ ହୋଇଯାଇଥାଏ l ଆମେ ଲବଙ୍ଗରା ଉପକାରିତା ବିଷୟରେ ଜାଣିବା l

ସାଧାରଣ ଭାବରେ ଲବଙ୍ଗକୁ ଆମେ ତରକାରୀରେ ପକାଇଲେ ସ୍ୱାଦିଷ୍ଟ ହଇଥାଏ ଓ ଆମେ ଚାହା କଲା ବେଳେ ମଧ୍ୟ ଆମେ ବ୍ୟବହାର କରିଥାଉ l ଏହି ଲବଙ୍ଗ ଦ୍ୱାରା ଆମ ଶରୀରର ରୋଗ ମଧ୍ୟ ଭଲ ହଇଯାଇଥାଏ l ପ୍ରଥମତଃ ଆମର ଦାନ୍ତ ବିନ୍ଧା ମଧ୍ୟ ଭଲ ହୋଇଯାଇଥାଏ l କାରଣ ଏଥିରେ ଯଦି ଦାନ୍ତ ବିନ୍ଧୁ ଥାଏ, ତେବେ ସେହି ସ୍ଥାନରେ ଲବଙ୍ଗ ବା ଏହାର ତେଲକୁ ଦାନ୍ତ ମୂଳରେ ପକାଇଲେ ଭଲ ହୋଇଯାଇଥାଏ l

ଗ୍ୟାସ ବା ଏସିଡ଼ିଟି ଥିଲେ ଲବଙ୍ଗକୁ ଗୁଣ୍ଡ କରି ଅଧା କପ ପାଣିରେ ପକାଇ ଫୁଟାଇ ପିଇବା ଫଳରେ ଏହି ପେଟ ରୋଗ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବା l ଯେଉଁ ବ୍ୟକ୍ତିମାନେ ପ୍ରତିଦିନ ଲବଙ୍ଗ ସେବନ କରନ୍ତି ତାହେଲେ ଆପଣ କ୍ୟାନ୍ସର ଭାଳି ରୋଗରୁ ମୁକ୍ତି ପାଇପାରିବା l

ପାଟିରୁ ମଧ୍ୟ ଦୁର୍ଗନ୍ଧ ବାହାରୁଥିଲେ l ଆମେ ଲବଙ୍ଗକୁ ପ୍ରତିଦିନ ଖାଇବ ପାଟିରେ ହେଉଥିବା ଗନ୍ଧ ଦୂର ହେବ l ଡାଏବେଟିସ ରୋଗୀମାନେ ପ୍ରତିଦିନ ଲବଙ୍ଗ ସେବନ କଲେ l ଏହା ଦ୍ୱାରା ରକ୍ତରେ ସୁଗାର ନିୟନ୍ତ୍ରଣ ହୋଇଥାଏ l ଯାହାର ଆଣ୍ଠୁ ଗଣ୍ଠି ବାତ ଅଛି l ସେ ସବୁଦିନ ଦୁଇଟି ଲେଖାଏଁ ଲବଙ୍ଗ ଖାଇବ ଦ୍ୱାରା ଏହି ବାତ ଭଲ ହୋଇଯାଏ l ଆମକୁ ଯଦି ଥଣ୍ଡା ଓ କାଶ ହଇଥାଏ l

ତାହେଲେ ଆମେ ପାଞ୍ଚଟି ଲବଙ୍ଗକୁ ଦୁଇଟି ଗୋଳାମାରୀଚ ସହ ମିଶାଇ ଖାଇବା ଦ୍ୱାରା ଦୁଇ ଦିନରେ ଥଣ୍ଡା ଭଲ ହୋଇଯାଏ l ଏହି ଲବଙ୍ଗକୁ ଆମେ ଫେସପ୍ୟାକ ସହ ମିଶାଇ ଲଗାଇଲେ l ଆମ ମୁହଁରେ ହୋଇଥିବା ବ୍ରଣ ଭଲ ହୋଇଥାଏ l ଆମେ ଯଦି ଲବଙ୍ଗକୁ ଏପରି ଭାବରେ ଯଦି ସେବନ କଲେ l ଆମର ଉପକାର ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।