ଏମିତି ଝିଅକୁ ଶତ ସଲାମ । କ୍ୟାନସର ରୋଗୀଙ୍କୁ ନିଜର କେଶ ଦାନ କରି ସାରା ଭାରତରେ ଇତିହାସ ରଚିଲେ, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

ଏ ଦୁନିଆରେ ଏମିତି କିଛି କର ଯେମିତି ସବୁଦିନ ପାଇଁ ଲୋକ ମନେ ରଖିବେ। ବର୍ତମାନ ସମୟରେ ଗୋଟିଏ ମଣିଷର ସୌନ୍ଦର୍ଯ୍ୟତା ଗୁରତ୍ୱପୂର୍ଣ୍ଣ । ଜଣେ ଲୋକର ତା ଶରୀର ପାଇଁ ମୁଣ୍ଡର ଚୁଟି ମୁଖ୍ୟ। ସେ ନଥିଲେ ଲୋକେ ଥଟ୍ଟା କରିବେ ଆଉ ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ଚୁଟି ବା ବାଳ ଗୋଟିଏ ଶରୀର ସୁନ୍ଦରତା।

ଏମିତି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଚଙ୍କିତ କରିଦେବ। ଜଣେ ଅଙ୍ଗଦାନ କରିବାଟା ବହୁତ ବଡ଼ କଥା। ଆମ ମୟୁରଭଂଜ ଜିଲା ବାରିପଦା ଠାରେ ଜଣେ ମହିଳା ନିଜର ମୁଣ୍ଡର ଚୁଟି ବା ବାଳ ସ୍ୱହସ୍ତେ ଦାନ କରିଛନ୍ତି।

ଗୋଟିଏ ଝିଅ ପାଇଁ ତାର ଛୁଟି ବହୁତ ମୂଲ୍ୟବାନ। କୌଣସି ଝିଅ ଚାହାନ୍ତିନି ନିଜର ସୁନ୍ଦରତା କୁ ହରେଇବା ପାଇଁ। ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯାହାଦ୍ୱାରା ସେମାନେ ନିଜକୁ ଖରାପ ମନେ କରନ୍ତି ଏବଂ ଭଲ ବି ଆଉ ଦେଖା ଯାଆନ୍ତି ନାହିଁ । ଏଭଳି ଭାବନା ସମାଜ ହି ସୃଷ୍ଟି କରିଛି। ଯାହା ଆଜି ସମାଜରେ ଦେଖା ଦେଇଛି । ଏଭଳି ଏକ ଘଟଣା ଆସିଛି ମୟୁରଭଂଜର ବାରିପଦାରେ । ସେ ସମାଜ ଆଗରେ ଗୋଟିଏ ଉଦାହରଣ ପାଲଟିଛି। ଗୋଟିଏ ନାରୀର ମୁଖ୍ୟ ହେଲା ତାର ସୁନ୍ଦରତା।

ସମ୍ପୂର୍ଣ ଘଟଣା ହେଉଛି – ଜଣେ ମହିଳାଙ୍କୁ କ୍ୟାନ୍ସର ହୋଇଥିଲା ସେ ସମୟରେ ସେ କେମୋ ମେଡ଼ିସିନ ନେଉଥିଲେ ଯାହାଦ୍ୱାରା ତାଙ୍କର ସବୁ ଚୁଟି ବା ବାଳ ଉପୁଡ଼ିଗଲା। ଯାହାକୁ ଏବେ ସମାଜରେ ଖରାପ ବୋଲି କହୁଛନ୍ତି। ସମାଜରେ ସମସ୍ତେ ଘୁଣା କରିବେ ଆଉ ଝିଅ ପିଲାଟା ତୁ ଲଣ୍ଡା ହେଉଛୁ ଏମିତି କହିକି ତାକୁ ସମାଲୋଚନା କରିବେ।

ଏ ସବୁ ଲୋକଙ୍କ ମନରେ ଏମିତି ଭାବନା ନ ଆସିବା ପାଇଁ ଜଣେ ବାରିପଦାର ଝିଅ ନିଜର ମୁଣ୍ଡର ଚୁଟି ବା ବାଳକୁ ନିଜ ଇଚ୍ଛାରେ ଦାନ କଲେ। ଯାହା ଆଜି ଚାଂଚଲ୍ୟକର ସୃଷ୍ଟି କରିଛି। ତାଙ୍କ ମାଆ ଆଉ ସେ ବହୁତ ଖୁସି ଅଛନ୍ତି। ସେ କହୁଛନ୍ତି ସମାଜ ପାଇଁ କିଛି କରିବାକୁ ଅଛି,ଯଦି ଆମେ ସମସ୍ତେ ମିଶିକି କିଛି ଏମିତି କରିବା ତେବେ ସମାଜରେ କିଛି ପରିବର୍ତ୍ତନ ଆସିପାରେ। ସମାଜ ପାଇଁ ସେ ପ୍ରେରଣା ଦେଇଛନ୍ତି।

ଏବେ କ୍ୟାନ୍ସର ରୋଗୀ ଏବେ ନିଜକୁ ଖରାପ ଭାବିବନି କି ଏ ରୋଗ ପାଇଁ ମୋର ସବୁ ନଷ୍ଟ ହୋଇଗଲା କିନ୍ତୁ ସମ୍ପୂର୍ଣ ଖୁସି ନହେଲେ କିଛି ମାତ୍ରାରେ ସେ ବହୁତ ଖୁସି। ବାରିପଦାର ଝିଅ ଯେ ଦାନ କରିଛନ୍ତି ସେ କହୁଛନ୍ତି ”ମୁ ବି ଆଗରୁ ଆଖି ଦାନ କରିଥିଲି”। ତାଙ୍କର ଏଭଳି କାମ ପାଇଁ ଆଜି ବହୁତ ଚର୍ଚ୍ଚାରେ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।