ନଣନ୍ଦ ପୁଟୁଳି ସିରିଏଲ ରେ ” ବିଶ୍ୱଦିପ ” ଙ୍କ ଫ୍ୟାମିଲି ଆଲୁବମ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନଣନ୍ଦ ପୁଟୁଳି ଧାରାବାହିକ ରେ ଅଭିନୟ କରୁଥିବା ପ୍ରୀୟଂସୁ ଭଲ ଭାବରେ ଜାଣି ଥିବେ । ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ପ୍ରୀୟଂଶୁ ଜୀବନୀ ଓ ପରିବାର ବିଷୟ ରେ କିଛି ଅଜଣା କଥା ଜାଣିବା । ତେବେ ଆସନ୍ତୁ ଜାଣିବା ପ୍ରୀୟାଂସୁ ଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ; ତେବେ ନଣନ୍ଦ ପୁଟୁଳି ଧାରାବାହିକ ଟି ମଞ୍ଜରୀ ଟିଭି ରେ ପ୍ରସାରିତ ହୁଏ । ଏହି ଧାରାବାହିକ ଟି ଖୁବ୍ କମ୍ ଦିନ ରେ ବହୁତ୍ ଅଧିକ ଲୋକ ପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛି ।

ତେବେ ଏହି ନଣନ୍ଦ ପୁଟୁଳି ଧାରାବାହିକ ରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଥିବା ପ୍ରୀୟଂସୂ ଙ୍କ ପ୍ରକୃତ ନାମ ହେଉଛି ବିଶ୍ଵଦିପ । ତେବେ ବିଶ୍ଵଦିପ ପୂର୍ବରୁ ବହୁତ୍ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି । ଏହି ନଣନ୍ଦ ପୁଟୁଳି ଧାରାବାହିକ ରେ ବିଶ୍ୱଦିପ ଅଭିନୟ କରିବା ପୂର୍ବରୁ ଅନେକ ଆଲବମ୍ , ଧାରାବାହିକ , ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସି ସାରିଛନ୍ତି ।

ନଣନ୍ଦ ପୁଟୁଳି ଧାରାବାହିକ କରିବା ପୂର୍ବରୁ ସେ ୬-୭ ଟି ଧାରାବାହିକ କରି ସାରିଛନ୍ତି । ତେବେ ତାଙ୍କର ଅଭିନୟ ଗୁଡ଼ିକୁ ଆପଣ ମାନେ ଦେଖି ଥିବେ । ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଖୁବ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଲୋକ ମାନଙ୍କ ହୃଦୟ ରେ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ସେ ଖୁବ୍ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ତାଙ୍କ ଅଭିନୟ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ସେ ଏବେ କଟକ ରେ ନିଜ ପରିବାର ସହିତ ରହୁ ଅଛନ୍ତି । ତାଙ୍କ ପରିବାର ରେ ତାଙ୍କ ବାପା ମା ଓ ଜଣେ ଭାଇ ମଧ୍ୟ ଅଛନ୍ତି । ସେ ସେଇଠି ରହି ସୁଟିଂ ସେଟ କୁ ଯିବା ଆସିବା କରୁଛନ୍ତି ।

ତେବେ ଆପଣ ମାନେ ତ ପ୍ରୀୟାଂଶୁ କୁ ନଣନ୍ଦ ପୁଟୁଳି ଧାରାବାହିକ ରେ ନିଶ୍ଚୟ ଦେଖି ଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖି ଥିବେ ।ତେବେ ସେ ଖୁବ୍ କମ୍ ସମୟ ରେ ବହୁତ୍ ଫେମସ ହୋଇ ପାରିଛନ୍ତି । ତେବେ ସେ ନଣନ୍ଦ ପୁଟୁଳି ଧାରାବାହିକ ରେ ମୁଖ୍ୟ ନାୟିକ ଭାବେ ଅଭିନୟ କରୁ ଅଛନ୍ତି । ଏହି ଚରିତ୍ର କୁ ସେ ଖୁବ୍ ଭଲ ଭାବରେ କରି ଅଛନ୍ତି । ତାଙ୍କର ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ପ୍ରଶଂସକ ମାନେ ରହିଛନ୍ତି ।

ତେବେ ବର୍ତ୍ତମାନ ପ୍ରୀୟନ୍ସୁ ଓଡ଼ିଶା ର ଏକ ଲୋକପ୍ରିୟ ଚେହେରା । ତେବେ ଆପଣ ଙ୍କୁ ପ୍ରିୟଂସୁ ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚୟ ଭାବରେ କମେଣ୍ଟ ମାଧ୍ୟମ ରେ ଜଣାଇବେ ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।