Jyotisa Shastra – ମେଷ ରୁ ମୀନ ରାଶି ନବବର୍ଷ ୨୦୨୧ ରେ ୫ଟି ରାଶିରେ ଧନ ବର୍ଷା ୭ଟି ରାଶିରେ ଦୁଃଖର ପାହାଡ

ଏହି ନବବର୍ଷରେ ଆସନ୍ତୁ ଜାଣିବା କେମିତି ରହିବା ଆମର ଭାଗ୍ୟ l ପ୍ରଥମରୁ ଶେଷ ରାଶିର ରାଶିଫଳ ମାଧ୍ୟମରେ ଜାଣିବା ଓ କେମିତି ରହିଛି ସେମାନଙ୍କ ଭାଗ୍ୟଫଳ l ପ୍ରଥମେ ରାଶି ହେଉଛି l

1.ମେଷ ରାଶିର- ଏହି ଲୋକମାନଙ୍କ ପାଇଁ ବହୁତ ଭଲ ସମୟ ନେଇ ଆସିଛି l ଏହି ରାଶିରେ ଭାଗ୍ୟରେଖାରେ ସୂର୍ଯ୍ୟ, ଶନି, ବୃହସ୍ପତି ଓ କେତୁ ରହି ଥିବାରୁ ବର୍ଷର ଦିନ ଗୁଡିକ ବେଶ ଭଲ ଭାବରେ କାଟିବ l ଭାଗ୍ୟର ସମ୍ପୂର୍ଣ ସହଯୋଗ ଘଟିବ l ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟ ସଫଳ ହେବ l

2.ବୃଷ – ଏହି ବ୍ୟକ୍ତିଙ୍କ ପାଇଁ ବହୁତ ସଫଳତା ଘଟିବ l ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଦେଖାଦେବ l ଏହି ରାଶିର ସ୍ୱାମୀ ଶୁକ୍ର ବିରାଜିତ ହେଉଛନ୍ତି l ସେଥିପାଇଁ ପାଇଁ ଆପଣଙ୍କ ବୈବାହିକ ଜୀବନ ଓ ବ୍ୟବସାୟରେ ସଫଳ ହେବେ ଓ ଅନେକ ସଫଳତା ମିଳିବ l

3. ମିଥୁନ –ଏହି ରାଶିର ଲୋକମାନଙ୍କ ପାଇଁ ବେଶୀ ଫଳପ୍ରଦ ନୁହେଁ l କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ l ଏହି ବର୍ଷଟି ଏହି ରାଶି ପାଇଁ ସାଧାରଣ ରହିବ l

4.କର୍କଟ – ଏହି ରାଶିର ଲୋକମାନେ ଯାହା ଚାହିଁବେ ସବୁ କରି ପାରିବେ l ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ l

5.ସିଂହ –ଏହି ବ୍ୟକ୍ତିମାନେ ମାନ ସମ୍ମାନ ଓ ସମାଜରେ ଆପଣଙ୍କ ଖ୍ୟାତି ବଢିବ l ଲୋକମାନଙ୍କ ପାଇଁ ଆଦର୍ଶ ପାଲଟିଯିବେ l

6.କନ୍ୟା – ଏହି ବ୍ୟକ୍ତି ପାଇଁ ବହୁତ ଲାଭବାନ ହେବେ l କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ l ବର୍ଷ ସାରା ଆପଣଙ୍କ ଭାଗ୍ୟ ସାଥ ଦେଉଅଛି l

7.ତୁଳା –ଆପଣଙ୍କ ପାଇଁ ସୁଖ ସଂବୃଦ୍ଧି ନେଇ ଆସୁଛି l ପାରିବାରିକ କଳହ ଦୂର ହେବ l ଜୀବନରେ ସୁଖ ଶାନ୍ତି ବଢିବ ଓ କିଛି ଦାମୀ ଜିନିଷ କିଣି ପାରନ୍ତି l

8.ବିଛା –ସୁଖ ସଂବୃଦ୍ଧି ବଢିବ l ଆଖିଦୃଷ୍ଟି ସଫଳତା ପାଇବେ l

9. ଧନୁ – ବୈବାହିକ ଜୀବନରେ ସୁଖ ଶାନ୍ତି ବଢିବ l ମନ ମାନନ୍ତର ଦୂର ହେବ l କାର୍ଯ୍ୟରେ ଉନ୍ନ୍ନତି ମିଳିବ l

10.ମକର –ଏହି ବର୍ଷାରେ ଅଯଥା ରେ କିଛି ଖର୍ଚ ହେବ l ଆର୍ଥିକ ସମସ୍ୟା ଦେଖାନଦେଲେ ମଧ୍ୟ କିନ୍ତୁ ଯାହା ଆପଣ ଆୟ କରିବେ l ତାହା ବେୟ ହେଇଯିବ l

11.କୁମ୍ଭ – ଏହି ରାଶିରେ ଲୋକମାନଙ୍କ ପାଇଁ ବହୁତ ଭଲ ଅଛି l ଗ୍ରହ ମାନଙ୍କର ସଫଳତା ରହିବ l ଆର୍ଥିକ ସ୍ଥିତି ଆଉ ଦାମ୍ପତ୍ୟ ଜୀବନ ଓ ପାରିବାରିକ ସ୍ଥିତି, ଚାକିରୀ, ବ୍ୟବସାୟ କେବେ ଶୁଭ ପରିଣାମ ହେବ l

12.ମୀନ – ଏହି ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭ ଫଳ ମିଳିବ l ସମାଜରେ ମାନସମାନ୍ନ ବୃଦ୍ଧି ହେବ l ଅଧିକ ଲୋକ ଆପଣଙ୍କ ସହିତ ମିଶିବେ l କାର୍ଯ୍ୟ କ୍ଷେତ୍ରରେ ଉନ୍ନ୍ନତି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।