Ajira Anuchinta – କେଉଁ ମାସରେ ଘର ତିଆରି କଲେ, ଘରେ ହୋଇଥାଏ ଧନର ବର୍ଷା

ଆମ ଓଡ଼ିଆ ଜାତିରେ ବସ୍ତୁ ଶାସ୍ତ୍ର ଅନୁଯାଇ ଘର ତିଆରି କରାଯାଏ l ଆମେ ସେହି ଅନୁସାରେ ଆମର ଘର ନିର୍ମାଣ କରିଥାଉ l କେଉଁ ଦିଗରେ କଣ କଲେ ଘରର ସୁଖ ଶାନ୍ତି ରହିବ ଓ ଘରେ ଧନର ଅଭାବ ହେବ ନାହିଁ l ସେହି ସବୁ ବିଷୟରେ ଜାଣି ବସ୍ତୁ ଶାସ୍ତ୍ର ଅନୁଯାଇ ଘର ତିଆରି କରାଯାଏ l ଘର ହେଉଛି ଏମିତି ଗୋଟିଏ ଜିନିଷ l

ଯାହା ଆପଣ ଘର ନକଲେ, ତେବେ ଘରେ ଅନର୍ଥ ହୋଇଥାଏ l ବହୁତ ଲୋକଙ୍କର ଏମିତି କିଛି ରହିଥାଏ l ସେମାନେ ଘର କରିବା ସମୟରେ ଘର ସମ୍ପୂର୍ଣ ହୋଇ ନଥାଏ l

ଯେଉଁ ଆଶା ନେଇ ଆମେ ଘର କରନ୍ତି, ସେ ଘର ଯଦି ପୂରଣ ନହୁଏ l ସେ ଘରେ ଯଦି ସୁଖ ଶାନ୍ତି ନରହିଲା l ଘରେ ଯଦି ମନର ମିଳନ ନ ହେଲା l ତାହେଲେ ସେ ଘର କରି ଲାଭ କିଛି ନଥାଏ l ଯଦି ଆପଣ ଘର କରିବା ପାଇଁ ଚାଁହୁଚନ୍ତି l ଆଗ କାଳରେ ଘରେ ଲୋକମାନେ ବାସ୍ତୁ କିମ୍ବା ଜ୍ୟୋତିଷକୁ ଘର ବିଷୟରେ ଦେଖାଉ ନଥିଲେ l ସେହି ଅନୁସାରେ ଘର କରି ଦେଉଥିଲେ l ଏବେକା ସମୟରେ ଯେଉଁ ଯୁବ ପିଢ଼ି ଅଛନ୍ତି ସେମାନେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରୁଛନ୍ତି l

ଆପଣ ଯଦି ନୂଆ ଘର ତିଆରି କରିବା ପାଇଁ ଚାଁହୁଛନ୍ତି, ତେବେ ଆମେ କେତେ ଗୁଡିଏ ମାସରେ ଘର ତିଆରି କଲେ l ବାସ୍ତୁ ଶାସ୍ତ୍ର ଅନୁଯାଇ ଶୁଭ ହୋଇଥାଏ l ଆପଣ ଘର ତିଆରି କରିବା ସମୟରେ ଜ୍ୟୋତିଷ ମାନଙ୍କୁ ଦେଖାଇ କରିବା ଉଚିତ l ଘରର ଶୁଭ ହୋଇଥାଏ, ଘରର ମୁଖ୍ୟ ଦ୍ୱାର ଯଦି ଆମେ ଠିକ ଦିଗରେ କରିବା ଉଚିତ l ଘରର ମୁଖ୍ୟ ଦ୍ୱାରା ଠିକ ଥିଲେ l ଘରର ଉନ୍ନତି ହେବ ଆଉ ସବୁ କ୍ଷେତ୍ରରେ ଧନର ଲାଭ ହେବ l

ଘରର ମୁଖ୍ୟ ଦ୍ୱାର ସବୁବେଳେ ପୂର୍ବ ଦିଗରେ ଓ ଉତ୍ତର ଦିଗରେ ହେବା ଉଚିତ l ଯଦି ବୈଶାଖ ମାସରେ ଘର କରୁଛନ୍ତି l ତେବେ ଧନ ରତ୍ନର ଲାଭ ମିଳିଥାଏ l ଜ୍ୟଷ୍ଠ ମାସରେ ଘର କଲେ ଗୃହ କର୍ତ୍ତାର ମୃତ୍ୟୁ କାର୍ଯ୍ୟରେ ବାଧା ହେବ l ବହୁତ ଲୋକ ଅଧା କରିକି ପୁରା କରିପାରୁ ନାହାନ୍ତି l ସେଥିପାଇଁ ପାଇଁ ଜ୍ୟାଷ୍ଠ ମାସରେ ଘର କରିବେ ନାହିଁ l

ଆଷାଢ଼ ମାସରେ ଘର ତିଆରି କଲେ l ତେବେ ଧନ ପ୍ରାପ୍ତି ଓ ଗୃହ ପାଳିତ ପଶୁମାନଙ୍କର ବୃଦ୍ଧି ହୋଇଥାଏ l ଶ୍ରାବଣ ମାସରେ ଘର କଲେ ଆପଣଙ୍କ ସବୁ ଇଚ୍ଛା ସିଦ୍ଧି ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।